Browsing Category

ଖେଳ

ଭେଙ୍କଟେଶ ଆୟରଙ୍କୁ ବୋଲିଂ ନ ଦେବାର କାରଣ କହିଲେ ଶିଖର

ପର୍ଲ : ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତ ୩୧ରନରେ ପରାଜିତ ହୋଇଥିଲା । ଏହାର ମୁଖ୍ୟ କାରଣ ହେଲା ଭାରତର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳ ହେବା । ସେହିପରି ଟିମ୍‌ ସିଲେକ୍ସନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ନ ଖେଳାଇ ଭେଙ୍କଟେଶ
Read More...

ଅଣ୍ଡର-୧୯ ବିଶ୍ୱକପ, ସୁପରଲିଗ୍‌ କ୍ୱାର୍ଟର ଫାଇନାଲରେ ଭାରତ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର -୧୯ ବିଶ୍ୱକପ ୨୦୨୨ ଗ୍ରୁପ ବି ମ୍ୟାଚରେ ଆୟର୍ଲାଣ୍ଡକୁ ୧୭୪ ରନରେ ପରାସ୍ତ କରିଛି । ଏହା ସହ ଭାରତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବୁଧବାର ରାତିରେ ବ୍ରିଆନ୍‌ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ଏହି
Read More...

ବଦଳିବ ୱେଷ୍ଟଇଣ୍ଡିଜର ଭାରତ ଗସ୍ତ କାର୍ଯ୍ୟସୂଚୀ !, ଏହି ଦୁଇ ସହରରେ ହୋଇପାରେ ସବୁ ମ୍ୟାଚ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ସମାପ୍ତ ହେବା ପରେ ଭାରତୀୟ ଦଳକୁ ଫେବୃଆରୀ ୬ ରୁ ୱେଷ୍ଟଇଣ୍ଡିଜ୍‌ ସହିତ ଏକ ଧଳା ବଲ୍‌ ସିରିଜ୍‌ ଖେଳିବାକୁ ପଡିବ । ୱେଷ୍ଟଇଣ୍ଡିଜକୁ ଭାରତ ଗସ୍ତରେ ତିନିଟି ଦିନିକିଆ ଏବଂ ଟି୨୦ ସିରିଜ୍‌ ଖେଳିବାକୁ ପଡିବ । ସିରିଜର ମ୍ୟାଚ୍‌
Read More...

ପ୍ରଥମ ଦିନିକିଆରେ ହାରିଲା ଭାରତ

ପାର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଆଜିଠୁ ଆରମ୍ଭ ହୋଇଛି ଏବଂ ଆରମ୍ଭରୁ ହିଁ ପ୍ରଶଂସକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ । ବୋଲରଙ୍କ ଦମରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି
Read More...

ଆଇସୋଲେସନରେ ଅଣ୍ଡର-୧୯ କ୍ୟାପଟେନଙ୍କ ସମେତ ୬ ଖେଳାଳି

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜରେ ୧୯ ବର୍ଷରୁ କମ ବିଶ୍ୱ କପ ଖେଳୁଥିବା ଭାରତୀୟ ଦଳ ଅଧିନାୟକ ୟଶ ଢୁଲ ଏବଂ ଉପ ଅଧିନାୟକ ଏସକେ ରଶିଦଙ୍କ ସହିତ ଛଅ ଖେଳାଳି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ଅଧିନାୟକ ଢୁଲ କରୋନା ସଂକ୍ରମିତ ହେବାରୁ ଭାରତୀୟ
Read More...

ଟେନିସକୁ ଅଲବିଦା କହିବେ ସାନିଆ ମିର୍ଜା

ନୂଆଦିଲ୍ଲୀ : ଚଳିତ ସିଜିନ ପରେ ଅଲବିଦା କହିବେ ଟେନିସ ତାରକା ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍‌ ହେବ ବୋଲି ସେ କହିଛନ୍ତି । ଅବସର ନେଇ ନିଜେ ଘୋଷଣା କରିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା । ଚଳିତ ମୁକାବିଲାରେ ଆରମ୍ଭରୁ ସେ ନୈରାଶ୍ୟଜନକ
Read More...

ଟିମ ଅଫ ଦି ଇୟର ତାଲିକାରେ ମନ୍ଧଣା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ମହିଳା ଟି -୨୦ ଟିମ୍‌ ଅଫ୍‌ ଦି ଇୟର ଘୋଷଣା କରିଛି । ସ୍ମୃତି ମନ୍ଧନା ହେଉଛନ୍ତି ଭାରତର ଏକମାତ୍ର ଖେଳାଳି ଯିଏକି ଏହି ଦଳରେ ମନୋନୀତ ହୋଇଛନ୍ତି । ଏଥି ସହିତ ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳର ପାଞ୍ଚଜଣ ଖେଳାଳିଙ୍କୁ ଆଇସିସି ମହିଳା
Read More...

ଆଇସିସି ଟେଷ୍ଟ ମାନ୍ୟତା : କୋହଲିଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ : ବୁଧବାର ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ କୋହଲି ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୨ ସ୍ଥାନ ଲମ୍ଫ
Read More...

ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ, ଇଣ୍ଡିଆନ ମହାରାଜା ଦଳର ନେତୃତ୍ୱ ନେବେ ସେହ୍ୱାଗ

ନୂଆଦିଲ୍ଲୀ : ପୂର୍ବତନ ଓପନର ବିରେନ୍ଦ୍ର ସେହ୍ୱାଗ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ(ଏଲଏଲସି) ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତର ପୂର୍ବତନ ଖେଳାଳିଙ୍କ ଟିମ୍‌ ଇଣ୍ଡିଆନ ମହାରାଜ ଦଳର ନେତୃତ୍ୱ ନେବେ । ସେହ୍ୱାଗ ଭାରତୀୟ ଦଳର ନେତୃତ୍ୱ ନେବା ସହ ଆଇପିଏଲ
Read More...

ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ଲଣ୍ଡନ: ଅଡୁଆରେ ଫସି ଫସି ଯାଉଛନ୍ତି ବିଜୟ ମାଲ୍ୟା । ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ବଙ୍ଗଳାରୁ ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଏ ନେଇ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବାବେଳେ ଏବେ ବେଘର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଇସ୍‌
Read More...