Browsing Category

ଖେଳ

ଟେଷ୍ଟ ଅଧିନାୟକ ପଦକୁ ନେଇ ଏମିତି କହିଲେ କେଏଲ ରାହୁଲ

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ପଦ ବିରାଟ କୋହଲି ଛାଡିବା ପରେ ଏହି ପଦ ପାଇଁ ଆଶାୟୀ ଥିବା କ୍ରିକେଟରମାନଙ୍କର ନା ଧୀରେ ଧୀରେ ସାମ୍ନାକୁ ଆସୁଛି । ପୂର୍ବରୁ ଜସପ୍ରିତ ବୁମରା ଟେଷ୍ଟ ଅଧିନାୟକ ଦାୟିତ୍ୱ ପାଇଁ ଇଚ୍ଛୁକ ଥିବା ପରୋକ୍ଷରେ ପ୍ରକାଶ କରିଥିବା ବେଳେ ଏବେ ଆଉ ଜଣେ କ୍ରିକେଟର ସେହିଭଳି
Read More...

ଆସନ୍ତାକାଲିଠାରୁ ଦ.ଆଫ୍ରିକା-ଭାରତ ଦିନିକିଆ ସିରିଜ,ବିରାଟଙ୍କ ଉପରେ ରହିବ ସମସ୍ତଙ୍କ ନଜର

ପର୍ଲ : ଆସନ୍ତାକାଲି ଆୟୋଜକ ଦ.ଆଫ୍ରିକା ଓ ଭାରତ ମଧ୍ୟରେ ପର୍ଲର ବୋଲାଣ୍ଡ ପାର୍କ ପଡିଆରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଦୀର୍ଘ ୭ ବର୍ଷ ପରେ ବିରାଟ ଜଣେ ଖେଳାଳିଭାବେ
Read More...

ଟେଷ୍ଟ ଅଧିନାୟକ ଦୌଡ଼ରେ ଏହି କ୍ରିକେଟର

ନୂଆଦିଲ୍ଲୀ : ବିରାଟ କୋହଲି ଟେଷ୍ଟ ଫର୍ମାଟର ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ୱ କାହାକୁ ଦିଆଯିବ,ତାହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ସମସ୍ତଙ୍କର ଦୃଢ ଧାରଣା ଓ ବିଶ୍ୱାସ ହୋଇଗଲାଣି ଯେ ରୋହିତ ଶର୍ମାଙ୍କୁ ହିଁ ଏହି ଦାୟିତ୍ୱ ମିଳିବ । ଏବେ ଟ-୨୦ ଓ ଦିନିକିଆର ସେ କ୍ୟାପଟେନ
Read More...

ଆୟର ହେବେ ଆରସିବି ଅଧିନାୟକ!

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ସଂସ୍କରଣ କେତେକ ଦୃଷ୍ଟିରୁ ସ୍ୱତନ୍ତ ହେବ । କେତେକ ଦଳରେ ନୂଆ କ୍ୟାପଟେନ ଦେଖିବାକୁ ମିଳିପାରେ । ଗତ ବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ଶ୍ରେୟାସ ଆୟର ଏକ ସମ୍ବେଦନଶୀଳ ପଦାର୍ପଣ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟେଷ୍ଟ ସିରିଜରେ
Read More...

ଏକଦା ମ୍ୟାଚ ଫିକ୍ସିଂ ପାଇଁ ୱାର୍ଣ୍ଣେଙ୍କୁ ୨ ଲକ୍ଷ ଡଲାରର ଲାଞ୍ଚ ଯାଚିଥିଲେ ଏହି ପାକିସ୍ତାନୀ କ୍ରିକେଟର

ସିଡନୀ : କ୍ରିକେଟ ଜଗତରେ ବିବାଦର ସଂଖ୍ୟା କିଛି କମ ନୁହେଁ । ଏହାର ପରମାଣ କେତେ,ତାହାକୁ ମାପିହେବନି । ସେହିପରି,ବିବୃତି ଯୁଦ୍ଧ ମଧ୍ୟ ପ୍ରବଳ । କ୍ରିକେଟରମାନେ ବେଳେବେଳେ ଏମିତିସବୁ ବୟାନବାଜି କରୁଛନ୍ତି,ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହେଉଛି । ଏବେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର
Read More...

ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ବଞ୍ଚିତ ହେବେ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କ ଏକ ରେକର୍ଡକୁ ବିରାଟ ଆଉ ଭାଙ୍ଗି ପାରିବେନି । ଅନ୍ତର୍ଜାତୀୟ ଅଧିନାୟକ ଭାବେ ରିକି ପଣ୍ଟିଂ ୪୧ଟି ଶତକ ଅର୍ଜନ
Read More...

ରୋହିତ ହେବେ ଟେଷ୍ଟ ଦଳର ଅଧିନାୟକ, ଖୁବଶୀଘ୍ର ଘୋଷଣା କରିପାରେ ବିସିସିଆଇ

ନୂଆଦିଲ୍ଲୀ : ହିଟମ୍ୟାନ ଭାବେ ପରିଚିତ ଭାରତର ଓପନର ରୋହିତ ଶର୍ମା ଏଣିକି ଭାରତୀୟ କ୍ରିକେଟ ଦଳର ସମସ୍ତ ଫର୍ମାଟର ଅଧିନାୟକ ହେବାକୁ ଯାଉଛନ୍ତି । ପୂର୍ବରୁ ରୋହିତ ଶର୍ମା ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇସାରିଛନ୍ତି । କୁହାଯାଉଛି ଯେ, ରୋହିତ ଶର୍ମା ଟେଷ୍ଟ ଟିମର ଅଧିନାୟକତ୍ୱ ଦାୟିତ୍ୱ
Read More...

ଇତିହାସ ରଚିଲେ ଲକ୍ଷ୍ୟ ସେନ୍‌

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରୀଡ଼ାପ୍ରେମୀମାନେ ଖୁସି ହେଲାଭଳି ଦିନଟିଏ । ଭାରତକୁ ଗର୍ବିତ କଲାଭଳି ଉପଲବ୍ଧି ହାସଲ କରିଛନ୍ତି ଆଗଧାଡ଼ି ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ । ଆଜି ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍‌ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍‌ ଲୋ କିନ୍‌ ୟୁଙ୍କୁ ହରାଇ ଇଣ୍ଡିଆ
Read More...

କୋର୍ଟ ଲଢେଇରେ ହାରିଗଲେ ଜୋକୋଭିକ

ସିଡନୀ : ଅଷ୍ଟ୍ରେଲିଆ ଛାଡ଼ିବା ଉପରେ ରୋକ ଲଗାଇବା ଲାଗି ଚଳାଇଥିବା କୋର୍ଟ ଲଢେଇରେ ହାରିଯାଇଛନ୍ତି ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ । ଦୀର୍ଘ ୧୧ ଦିନ ଧରି ଏହି ଲଢେଇ ଚାଲିଥିଲା । ଫଳରେ ତାଙ୍କର ରେକର୍ଡ ୨୧ ତମ ଗ୍ରାଣ୍ଡସ୍ଲାମର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଏବେ ତାଙ୍କୁ
Read More...

କୋହଲିଙ୍କ ଇସ୍ତଫା ଉପରେ ଏମିତି ବୟାନ ଦେଲା ବିସିସିଆଇ

ମୁମ୍ବାଇ: ଟେଷ୍ଟ ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଇସ୍ତଫା ଏବେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ବିସିସିଆଇକୁ ଟାର୍ଗେଟ କରିଛନ୍ତି । ଏହାରି ଭିତରେ ବିସିସିଆଇ ଆଜି ବୟାନ ଜାରି କରିଛି । ବୋଡର଼୍ ଟ୍ୱିଟକରି କହିଛି,ଏହା(ଇସ୍ତଫା) ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ।
Read More...