Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ୧-୨ରେ ହାରିବା ପରେ ବିରାଟ କୋହଲି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର ଅପରାହ୍ନରେ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ପଦ ଛାଡି ଦେଇଛନ୍ତି । ବିରାଟ କୋହଲି ଏ ସଂପର୍କରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିରାଟ କୋହଲି ଟ୍ୱିଟ୍!-->…
Read More...
Read More...
ଧୂଳିସାତ ହୋଇଯାଇପାରେ ଜୋକୋଭିକଙ୍କ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ
ମେଲବର୍ଣ୍ଣ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ ସୃଷ୍ଟିି ହେବାରେ ଲାଗିଛି । ଆଜି କିଛି ଘଣ୍ଟା ତଳେ ସରକାର ତାଙ୍କର ଅଷ୍ଟ୍ରେଲିଆ ଛାଡ଼ିବା ସମୟକୁ ବିଳମ୍ବିତ କରିବା ପାଇଁ ରାଜି ହୋଇଥିବା ଖବର ଆସିଥିଲା । ଏହାକୁ ନେଇ ଜୋକୋଭିକ କିଛିଟା ଖୁସି!-->…
Read More...
Read More...
ଭାରତର ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା
କେପଟାଉନ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଏହି ବିଜୟ ସହ!-->…
Read More...
Read More...
ଜୋକୋଭିକ୍ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
ସିଡନୀ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ୍ଙ୍କ ସମସ୍ୟା ଏପର୍ଯ୍ୟନ୍ତ ତୁଟୁନି । ଗୋଟିଏ ପରେ ଗୋଟିଏ ଅଡ଼ୁଆ ବାହାରୁଛି । ତେବେ ଆଜି ତାଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି । କେତେକ ଆଇନଗତ ପଦ୍ଧତି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଛାଡ଼ିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ!-->…
Read More...
Read More...
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ଏହି ଦୁଇ ଖେଳାଳିଙ୍କ ହୋଇପାରେ ଛୁଟି, ମିଳିପାରେ ଏହି ଖେଳିଳାଙ୍କୁ ସୁଯୋଗ
ନୂଆଦିଲ୍ଲୀ : ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନର କ୍ରିକେଟ୍ ବିଶେଷଜ୍ଞ ସୁନୀଲ ଗାଭାସ୍କର ମତରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଡ୍ରପ୍ କରାଯିବ । ଗାଭାସ୍କର ଏହା ମଧ୍ୟ କହିଛନ୍ତି ଯେ ଏହି ଖେଳାଳିଙ୍କ!-->…
Read More...
Read More...
ନୂଆ କୀର୍ତ୍ତିମାନର ଅଧିକାରୀ ହେଲେ ପନ୍ତ
ନୂଆଦିଲ୍ଲୀ, ୧୩/୦୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଆଜି ତୃତୀୟ ଦିବସରେ ୱିକେଟ କିପର ଋଷଭ ପନ୍ତ ଦମଦାର ଶତକ ହାସଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେତେବେଳେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ସଂଘର୍ଷ କରୁଥିଲା, ପନ୍ତ ଏକାକୀ!-->…
Read More...
Read More...
ପରଲୋକରେ କ୍ରିକେଟର ଅଶୋକ ମହାପାତ୍ର
ଫୁଲବାଣୀ: ଅଶୋକ ମହାପାତ୍ର କିଛିଦିନ ଶାରୀରିକ ଅସୁସ୍ଥତା ଅନୁଭବ କରି ଫୁଲବାଣୀ ଡାକ୍ତରଖାନାର ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଅଧିକ ଖରାପ!-->…
Read More...
Read More...
ଭାରତ ଦ୍ୱିତୀୟ ଇନିଂସରେ ୧୯୮ରେ ଅଲଆଉଟ୍, ଦ.ଆଫ୍ରିକାକୁ ୨୧୨ ଟାର୍ଗେଟ୍
କେପଟାଉନ : କେପଟାଉନର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି । ମ୍ୟାଚର ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୨୧୨ ରନ୍ ଲକ୍ଷ୍ୟ!-->…
Read More...
Read More...
ଲିଳିମା ମିଞ୍ଜଙ୍କ ଅବସର ଘୋଷଣା
ଭୁବନେଶ୍ୱର : ଓଡ଼ିଶାର ଅନ୍ୟତମ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମହିଳା ହକି ତାରକା ଲିଳିମା ମିଞ୍ଜ ଅବସର ଘୋଷଣା କରିଛନ୍ତି । ଆଜି ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହକିରୁ ଅବସର ନେଲେ ମଧ୍ୟ ଘରୋଇ ହକି ଖେଳିବା ଜାରି ରଖିବି । ହକିର ଉନ୍ନତି ପାଇଁ ସାଧ୍ୟମତେ!-->…
Read More...
Read More...
କେଏଲ ରାହୁଲ ଟେଷ୍ଟରେ ୱିକେଟ କିପିଂ କରିପାରିବେନି, କାରଣ କହିଲେ ଗମ୍ଭୀର
ନୂଆଦିଲ୍ଲୀ : ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ତାଙ୍କ ସଟ୍ ଚୟନ ପାଇଁ ସମାଲୋଚକଙ୍କ ସ୍କାନରରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ନ ଖୋଲି ଆଉଟ ହେବା ପରେ ସେ ଏବେ ପ୍ରଶଂସକଙ୍କ ଟାର୍ଗେଟରେ ଆସିଛନ୍ତି । ଏଭଳି!-->…
Read More...
Read More...