Browsing Category

ଖେଳ

ସାଇନାଙ୍କୁ କ୍ଷମା ମାଗିଲେ ଅଭିନେତା ସିଦ୍ଧାର୍ଥ

ମୁମ୍ବାଇ : ମହାଙ୍ଗା ପଡ଼ିଲା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିବା। ସୋସିଆଲ୍ ମିଡିଆରେ କଡା ବିରୋଧ ପରେ ସାଉଥ୍ ଫିଲ୍ମ ଅଭିନେତା ସିଦ୍ଧାର୍ଥ ତାଙ୍କୁ କ୍ଷମା ମାଗିଛନ୍ତି। ମଙ୍ଗଳବାର ରାତିରେ ସେ ଟ୍ୱିଟରରେ ଏକ  ପୋଷ୍ଟ କରି କ୍ଷମା ପ୍ରାର୍ଥନା
Read More...

ପଡ଼ିଆରେ କୋହଲି-ଏଲଗାର ଯୁକ୍ତିତର୍କ

କେପଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ଆଜି ପ୍ରଥମ ଦିବସରେ ଏକ ଗରମାଗରମ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚର ୫୨ତମ ଓଭରରେ ଅଧିନାୟକ ବିରାଟ କୋହଲିଙ୍କ ୱିକେଟ୍‌ ନେଇ ଅନେକ ଡ୍ରାମା ହୋଇଥିଲା । ୫୨ତମ ଓଭର ଚାଲିଥିବାବେଳେ ଡେନ ଅଲିଭିଆର ଚତୁର୍ଥ ବଲରେ କୋହଲି ଆଉଟ
Read More...

ମହିଳା ଏସିଆନ କପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଆସନ୍ତା ମହିଳା ଫୁଟବଲ ଏସିଆନ କପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୨୩ ଜଣଙ୍କୁ ନେଇ ଦଳ ଗଠିତ ହୋଇଛି । ଅଣ୍ଡର-୧୯ ସାଫ ଚାମ୍ପିଅନସିପସରେ ଗତବର୍ଷ ଖେଳିଥିବା ଦଳର ୪ ଜଣ ଯୁବ ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିଛି । ତେବେ କ୍ୟାପଟେନଙ୍କ ନାମ ଘୋଷଣା ହୋଇନି ।
Read More...

ପୁଣି ଶତକରୁ ବଞ୍ଚିତ ହେଲେ ବିରାଟ, ଭାରତ ୨୨୩ରେ ଅଲଆଉଟ

କେପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ ଟସ୍‌ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ତାର ପ୍ରଥମ ଇନିଂସରେ ମାତ୍ର ୨୨୩ ରନ କରି
Read More...

ସବୁ ଫର୍ମାଟରୁ ଅବସର ନେଲେ ଏହି ଅଲରାଉଣ୍ଡର

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆଜି ସେ ଟ୍ୱିଟକରି ଏହି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ତାଙ୍କୁ ଏକ ନୂଆ ଅବତାରରେ ଦେକିବାକୁ ମିଳିବ । ତାହା ହେଉଛି କୋଚିଂ ଭୂମିକା । ଖୁବଶୀଘ୍ର ସେ ଘରାଇ ଦଳ ଟାଇଟାନର
Read More...

ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ବିରାଟ

କପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ ଟସ୍‌ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିନାୟକ ବିରାଟ କୋହଲି ଅନ୍ତିମ ଟେଷ୍ଟରେ ଫେରିଛନ୍ତି ।
Read More...

ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଲେ ସିରାଜ

କେପଟାଉନ : ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ମ୍ୟାଚ । ତେବେ ତା ପୂର୍ବରୁ ଭାରତକୁ ଲାଗିଛି ଏକ ଝଟକା । ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ସଫଳ ବୋଲର ମହମ୍ମଦ ସିରାଜ । ଜୋହାନ୍ସବର୍ଗ ଟେଷ୍ଟରେ ସେ ଆହତ ହୋଇଥିଲେ । ସେ ୧୫.୫ ଓଭର ପରେ ଆଉ
Read More...

ଅହମ୍ମଦାବାଦର ମଙ୍ଗ ଧରିଲେ ଲୋକାଲ ହିରୋ

ନୂଆଦିଲ୍ଲୀ : ଫିଟନେସ୍‌ ସମସ୍ୟା ସହ ସଂଘର୍ଷ କରୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ତାଙ୍କୁ ଆଇପିଏଲ୍‌ ୨୦୨୨ ପାଇଁ ଅଧିନାୟକ କରିବାକୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ନିଷ୍ପତ୍ତି ନେଇଛି । ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରଖିନଥିଲେ ।
Read More...

ଆସନ୍ତାକାଲିଠାରୁ ତୃତୀୟ ଟେଷ୍ଟ, ଏମିତି ହୋଇପାରେ ଭାରତୀୟ ପ୍ଲେଇଙ୍ଗ୍‌ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ ମଙ୍ଗଳବାର ଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଖେଳାଯିବ । ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଜିତି ଟିମ୍‌ ଇଣ୍ଡିଆ ଏହି ସିରିଜରେ ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ଭାରତକୁ
Read More...

ଟିମ୍‌ ଇଣ୍ଡିଆରେ ନିଜ ଭୂମିକାକୁ ନେଇ ଏମିତି କହିଲେ ଭେଙ୍କଟେଶ ଆୟର

ନୂଆଦିଲ୍ଲୀ : ଆଇପିଏଲ୍‌ ଏବଂ ବିଜୟ ହାଜାରେ ଟ୍ରଫିରେ ଉଚ୍ଚକୋଟୀର ପ୍ରଦର୍ଶନ ପରେ ଭେଙ୍କଟେଶ ଆୟର୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆୟର୍‌ଙ୍କୁ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଦେଖାଯାଉଛି । ୨୭ ବର୍ଷୀୟ
Read More...