Browsing Category

ଖେଳ

ଖୁସି ଖବର: ଫିଟ୍‌ନେସ୍‌ ଟେଷ୍ଟ ପାସ କଲେ ରୋହିତ

ନୂଆଦିଲ୍ଲୀ ୨୬/୧୨ : ଟିମ୍ ଇଣ୍ଡିଆର ଭେଟେରାନ୍‌ ଓପନର ତଥା ନୂଆ ଦିନିକିଆ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡିଥିଲେ । ଟେଷ୍ଟ ସିରିଜ୍ ଆରମ୍ଭର ଠିକ ପୂର୍ବରୁ ସେ ଆହତ କାରଣରୁ ବାଦ୍‌ ପଡିଥିଲେ । ଏବେ ସେ ଦିନିକିଆ ସିରିଜ୍‌ ଖେଳିବେ କି
Read More...

ବକ୍ସିଂ ଡେ’ ଟେଷ୍ଟ : ଟସ୍‌ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

ସେଞ୍ଚୁରିଆନ : ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସରିଜର ପ୍ରଥମ ମ୍ୟାଚ ଖେଳିଯିବ । ଏହି ମ୍ୟାଚରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଦଳରେ ୪ ଜଣ ବଲରଙ୍କ ସହ ଠାକୁର ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି । ଦଳରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ
Read More...

ରାଜେଶ ଏବଂ ଲିଟୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବିଟିଏମ ଖେଳ ପଡ଼ିଆଠାରେ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଏକ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ରିଜର୍ଭ ଆରଆଇ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ
Read More...

ଆସନ୍ତାକାଲିଠାରୁ ବକ୍ସିଂ ଡେ’ ଟେଷ୍ଟ, ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ଏକାଦଶ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରବିବାର ଠାରୁ ଆରମ୍ଭ ହେବ । ବକ୍ସିଂ ଡେ ଟେଷ୍ଟରେ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ହେବ ପ୍ଲେଇଙ୍ଗ ଏକାଦଶ ଚୟନ । ଦଳର ଉପ-ଅଧିନାୟକ କେ.ଏଲ୍‌ ରାହୁଲ ସ୍ପଷ୍ଟ
Read More...

ଏହି ଆଇପିଏଲ ଦଳର କୋଚ ହେବେ ଗ୍ୟାରି କ୍ରିଷ୍ଟେନ !

ନୂଆଦିଲ୍ଲୀ : ଭାରତର ବିଶ୍ୱକପ ବିଜେତା ପ୍ରଶିକ୍ଷକ ଗ୍ୟାରି କ୍ରିଷ୍ଟେନ୍‌ ଆଇପିଏଲ୍‌ ୨୦୨୨ରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର କ୍ରିଷ୍ଟେନ୍‌ଙ୍କୁ ଆଇପିଏଲରେ ଅହମ୍ମଦାବାଦ ଫ୍ରାଞ୍ଚାଇଜର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି । ଭାରତର
Read More...

ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ସାହାଜପାଲ ଚମ୍ପିୟାନ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି ଫାଇନାଲ ଖେଳ ସହ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଗିରାସିଙ୍ଗା ଓ ସାହାଜପାଲ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ
Read More...

୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Read More...

ସନରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଗ ଦେଲେ ଲାରା ଓ ଷ୍ଟେନ

ନୂଆଦିଲ୍ଲୀ : କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ୍‌ ଷ୍ଟେନ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଯୋଡି ହୋଇଯାଇଛି । ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ
Read More...

ରାଜ୍ୟ କରାଟେ ଚମ୍ପିୟାନସିପରେ ନବରଙ୍ଗପୁର ଦଳ ଚମ୍ପିୟାନ

ନବରଙ୍ଗପୁର: ନବରଙ୍ଗପୁର ଏସିଆନ କରାଟେ ସ୍କୁଲରେ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ କୁମାର ରାଉତଙ୍କ ନେତୃତ୍ୱରେ ଏକ ବାର ଜଣିଆ ଦଳ ଗତ ୧୯ ତାରିଖରେ ଭୁବନେଶ୍ୱର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ କରାଟେ ଚମ୍ପିୟାନସିପରେ ଭାଗ ନେଇଥିଲେ । ଏଥିରେ ବାର ବର୍ଷରୁ କମ ୪୦ କିଲୋଗ୍ରାମ
Read More...

ଆଇପିଏଲର ମେଗା ନିଲାମର ତାରିଖ ହେଲା ଘୋଷଣା

ନୂଆଦିଲ୍ଲୀ ୨୨ ।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ମେଗା ନିଲାମର ଆୟୋଜନ ଫେବୃଆରୀ ୭ ଓ ୮ରେ ବେଙ୍ଗାଲୁରୁରେ ହୋଇପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଆଇପିଏଲର ଶେଷ ମେଗା ନିଲାମ ହୋଇପାରେ କାରଣ ଅଧିକାଂଶ ମୂଳ ଆଇପିଏଲ ଦଳ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି
Read More...