Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଅହମ୍ମଦାବାଦର ମଙ୍ଗ ଧରିଲେ ଲୋକାଲ ହିରୋ
ନୂଆଦିଲ୍ଲୀ : ଫିଟନେସ୍ ସମସ୍ୟା ସହ ସଂଘର୍ଷ କରୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ତାଙ୍କୁ ଆଇପିଏଲ୍ ୨୦୨୨ ପାଇଁ ଅଧିନାୟକ କରିବାକୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ନିଷ୍ପତ୍ତି ନେଇଛି । ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରଖିନଥିଲେ ।!-->…
Read More...
Read More...
ଆସନ୍ତାକାଲିଠାରୁ ତୃତୀୟ ଟେଷ୍ଟ, ଏମିତି ହୋଇପାରେ ଭାରତୀୟ ପ୍ଲେଇଙ୍ଗ୍ ଏକାଦଶ
ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ମଙ୍ଗଳବାର ଠାରୁ କେପଟାଉନର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଖେଳାଯିବ । ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଜିତି ଟିମ୍ ଇଣ୍ଡିଆ ଏହି ସିରିଜରେ ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ଭାରତକୁ!-->…
Read More...
Read More...
ଟିମ୍ ଇଣ୍ଡିଆରେ ନିଜ ଭୂମିକାକୁ ନେଇ ଏମିତି କହିଲେ ଭେଙ୍କଟେଶ ଆୟର
ନୂଆଦିଲ୍ଲୀ : ଆଇପିଏଲ୍ ଏବଂ ବିଜୟ ହାଜାରେ ଟ୍ରଫିରେ ଉଚ୍ଚକୋଟୀର ପ୍ରଦର୍ଶନ ପରେ ଭେଙ୍କଟେଶ ଆୟର୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆୟର୍ଙ୍କୁ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଦେଖାଯାଉଛି । ୨୭ ବର୍ଷୀୟ!-->…
Read More...
Read More...
ଦ୍ୱିତୀୟ ଟେଷ୍ଟ:ଭାରତକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ: ରୋମାଞ୍ଚ,ସସ୍ପେନ୍ସ ଓ ଦ୍ୱନ୍ଦ୍ୱଭରା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆଜି ଚତୁର୍ଥ ଦିବସରେ ଶେଷ ହୋଇଛି ଏବଂ ଘରୋଇ ଦଳ ବାଜି ମାରିନେଇଛି । ଭାରତର ଚରମ ବୋଲିଂ ବିଫଳତା ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇବାରେ ସହାୟକ ହୋଇଛି । ଘରୋଇ ଦଳ ଭାରତକୁ ୭ ୱିକେଟ ପରାସ୍ତକରି!-->…
Read More...
Read More...
ଭାରତ ୨୬୬ରେ ଅଲଆଉଟ୍, ଦ.ଆଫ୍ରିକାକୁ ବିଜୟ ଲକ୍ଷ୍ୟ ୨୪୦
ଜୋହାନ୍ସବର୍ଗ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯାଉଛି । ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନ ଅଲଆଉଟ୍ ହୋଇଯାଇଛି । ଏହି ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୪୦ ରନ୍!-->…
Read More...
Read More...
ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ, ରାହୁଲଙ୍କୁ ଜବରଦସ୍ତ ଫାଇଦା
ଦୁବାଇ : ଆଜି ପ୍ରକାଶ ପାଇଛି ଆଇସିସିର ତାଜା ଟେଷ୍ଟ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିମାନଙ୍କୁ ଖୁବ ଉଲ୍ଲେଖନୀୟ ଫାଇଦା ମିଳିଛି । ଅଧିନାୟକ କେଏଲ ରାହୁଲ ୧୮ଟି ପାହାଚ ଅତିକ୍ରମ କରି ତାଲିକାର ୩୧ତମ ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ଶତକୀୟ!-->…
Read More...
Read More...
ଐତିହାସିକ ବିଜୟ ଉତ୍ସବ ମନାଇଲା ବାଂଲାଦେଶ, ଦେଖନ୍ତୁ ଭିଡିଓ
ମାଉଣ୍ଟ ମାଉଙ୍ଗାନୁଇ : ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ କ୍ରିକେଟ୍ ଦଳ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜାନୁୟାରୀ ୧ ରୁ ଜାନୁୟାରୀ ୫ ମଧ୍ୟରେ ମାଉଣ୍ଟ ମାଉଙ୍ଗାନୁଇର ବାଇ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ!-->…
Read More...
Read More...
ଦିନିକିଆ କ୍ରିକେଟକୁ ପୂରିଲା ୫୧ ବର୍ଷ, ବର୍ଷା ଯୋଗୁଁ ଆଜିର ଦିନରେ ହୋଇଥିଲା ଆରମ୍ଭ
ନୂଆଦିଲ୍ଲୀ : କ୍ରିକେଟ୍ର ଏକ ଦୀର୍ଘ ଇତିହାସ ରହିଛି । ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍ର ତିନୋଟି ଫର୍ମାଟ୍ ରହିଛି ଯାହା- ଟେଷ୍ଟ, ଦିନିକିଆ କିମ୍ବା ୱାନଡେ ଏବଂ ଟି-୨୦ । ଏଭଳି ପରିସ୍ଥିତିରେ ଆଜି କ୍ରିକେଟ୍ ର ଦିନିକିଆ ଫର୍ମାଟର ୫୧ ବର୍ଷ ପୂରଣ ହୋଇଛି । ପ୍ରଥମ ଅନ୍ତର୍ଜାତୀୟ!-->…
Read More...
Read More...
୧୨ ହଜାର କିଲୋର ବସ୍ ଟାଣି ଗିନିଜ୍ ୱାର୍ଲଡ ରେକର୍ଡରେ ଭାରତୀୟ ମହିଳା
ନୂଆଦିଲ୍ଲୀ ,୪/୧ : ଜଣେ ଭାରତୀୟ ମହିଳା ମହିଳା ନିଜ କେଶରେ ୧୨ ହଜାର କିଲୋ ଓଜନର ଡବଲ ଡେକର ବସ ଟାଣି ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି ମହିଳାଙ୍କ ନାମ ଆଶା ରାଣୀ । ସେ ନିଜ କେଶରେ ଏମିତି କାରନାମା କରି ଦେଖାଇଛନ୍ତି ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।!-->…
Read More...
Read More...
୨୦ରୁ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ, ଖେଳିବେ ସେହ୍ୱାଗ, ଯୁବରାଜଙ୍କ ସମେତ ଏହି ପୂର୍ବତନ ଖେଳାଳି
ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖଠାରୁ ଓମାନରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ(ଏଲ୍ଏଲ୍ସି)ରେ ଭାରତର ପୂର୍ବତନ ବିରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂ ଦେଖିବାକୁ ମିଳିବ । ଏହି ଖେଳାଳିମାନେ ଭାରତ ମହାରାଜା ଦଳ ପକ୍ଷରୁ ଖେଳିବେ । ଏହି ଲିଗରେ ତିନୋଟି ଦଳ ଭାଗ ନେବେ । ଭାରତ!-->…
Read More...
Read More...