Browsing Category

ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ କଲା ଭାରତୀୟ ଟିମ୍‌, ବିସିସିଆଇ ଫଟୋରୁ ବିରାଟ ଆଉଟ୍‌

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଡିସେମ୍ବର ୨୬ ରୁ ଟିମ୍‌ ଇଣ୍ଡିଆକୁ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଏବଂ ସମାନ ସଂଖ୍ୟାକ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଜାନୁଆରୀ ୧୯ ରୁ ଦିନିକିଆ ସିରିଜ୍‌ ଆରମ୍ଭ ହେବ ।
Read More...

ବିସିସିଆଇ ନା ବିରାଟ, କିଏ କହୁଛି ସତ ?

ନୂଆଦିଲ୍ଲୀ : ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରାଟ କୋହଲି। ବୁଧବାର କୋହଲି କହିଛନ୍ତି, ସେ ଦିନିକିଆ ଅଧିନାୟକ ଛାଡିବାକୁ ଚାହୁଁନଥିଲେ। ଏଥିସହ ଟି-୨୦ ଅଧିନାୟକତ୍ଵ ନେଇ କୋହଲି ମୁହଁ ଖୋଲିଛନ୍ତି। କୋହଲିଙ୍କ ବୟାନ ଉପରେ ଏବେ ପ୍ରତିକ୍ରିୟା
Read More...

ରୋହିତ ଶର୍ମା ଙ୍କ ସହ ତାଙ୍କର ସଂପର୍କକୁ ନେଇ ଏକ ବଡ କଥା କହିଛନ୍ତି ବିରାଟ କୋହଲି

ମୁମ୍ବାଇ : ଆଜି ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମାଙ୍କ ସହ ତାଙ୍କର ସଂପର୍କକୁ ନେଇ ଏକ ବଡ କଥା କହିଛନ୍ତି ବିରାଟ କୋହଲି । ସେ କହିଛନ୍ତି ଆମ ଭିତରେ ସେମିତି କିଛି ନାହିଁ । ଗତ ୨ ବର୍ଷ ହେଲାଣି ଏମିତି କହି କହି ମୁଁ ଥକି ଗଲେଣି । ସୂଚନାଯୋଗ୍ୟ ଯେ, ଗତ ସପ୍ତାହେ ପୂର୍ବରୁ
Read More...

ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ଖେଳିବେ ବିରାଟ

ମୁମ୍ବାଇ : ଭାରତ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଅଧିନାୟକ ତଥା ଦିନିକିଆ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ଏକ ପ୍ରେସମିଟରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଆଗାମୀ ବର୍ଷ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ
Read More...

ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା, ଜାଣନ୍ତୁ କାରଣ

ମୁମ୍ବାଇ: ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା । ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେୟରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଜଣାପଡିଛି । ଗତ କିଛି ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ ର ତିନୋଟି ଫର୍ମାଟରେ ଜାଡେଜା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି
Read More...

ରୋହିତ ଓ ବିରାଟ ମଧ୍ୟରେ କିଛି ଭୁଲ ବୁଝାମଣା ଅଛି କି

ମୁମ୍ବାଇ : ରୋହିତ ଶର୍ମାଙ୍କୁ ବିସିସାଇ ଦିନିକିଆ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଉଭୟ ମଧ୍ୟରେ ଯେମିତି ସବୁକିଛି ଠିକ୍‌ ନଥବା ଆଶଙ୍କା କରାଯାଉଛି । ଏହାର ମଧ୍ୟ ବହୁ କାରଣ ରହିଛି । ଦକ୍ଷିଣ
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ ବାଦ, ଏହି ଖେଳାଳି ହେଲେ ସାମିଲ

ମୁମ୍ଵାଇ ୧୩।୧୨: ଦକ୍ଷିଣ ଆଫ୍ରିକା ଗସ୍ତ କରିବା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା। ନବନିଯୁକ୍ତ ଆହତଜନିତ ସମସ୍ୟା କାରଣରୁ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡିଛନ୍ତି। ମୁମ୍ବାଇରେ ଅଭ୍ୟାସ୍ ସମୟରେ ରୋହିତଙ୍କ ଆଘାତ
Read More...

ରୋହିତ ଶର୍ମା ଅଭ୍ୟାସ ବେଳେ ଆହତ | ଭାରତକୁ ବଡ ଝଟକା, ଅଭ୍ୟାସ ବେଳେ ଆହତ ହେଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ ଦକ୍ଷିଣ ଆଫ୍ରିକା ଗସ୍ତର ଠିକ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍‌କା ଲାଗିଛି । ଟେଷ୍ଟ ଫର୍ମାଟର ଉପଅଧିନାୟକ ରୋହିତ ଶର୍ମା ଅଭ୍ୟାସ ବେଳେ ଆହତ ହୋଇଥିବା ଜଣାପଡିଛି । ଆହତ ହେବା କାରଣରୁ ଅଧିକ ସମୟ ପଡିଆରେ ଅଭ୍ୟାସ କରିପାରିନାହାନ୍ତି ରୋହିତ ।ସେ ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ,
Read More...

ଦିନିକିଆ ଦଳ ଘୋଷଣା | ଖୁବଶୀଘ୍ର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ହୋଇପାରେ ଦିନିକିଆ ଦଳ ଘୋଷଣା, ଏହି ଯୁବ ଖେଳାଳିଙ୍କୁ…

ନୂଆଦିଲ୍ଲୀ : ଖୁବଶୀଘ୍ର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ହୋଇପାରେ ଦିନିକିଆ ଦଳ ଘୋଷଣା, ଏହି ଯୁବ ଖେଳାଳିଙ୍କୁ ମିଳିପାରେ ସ୍ଥାନ । ଭାରତୀୟ କ୍ରିକେଟ ଦଳ ଦକ୍ଷିଣଆଫ୍ରିକା ଗସ୍ତରେ ଆସନ୍ତା ଜାନୁଆରୀରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳିବ। ଭାରତୀୟ ଦଳ ମନୋନୟନ ଲାଗି ବିସିସିଆଇ
Read More...

ବିସିସିଆଇ | ବିସିସିଆଇ ସେୟାର କଲା ରୋହିତଙ୍କ ଭିଡିଓ, ନିଜର ଭିଜନ ସଂପର୍କରେ କହିଲେ ହିଟମ୍ୟାନ୍‌

ମୁମ୍ବାଇ : ବିରାଟ କୋହଲିଙ୍କ ସ୍ଥାନରେ ଭାରତର ଓପନର୍‌ ରୋହିତ ଶର୍ମା ସୀମିତ ଓଭର ଅଧିନାୟକତ୍ୱ ହେବା ପରେ ଭାରତୀୟ କ୍ରିକେଟ୍‌ ରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି । କୋହଲି ଟିମ୍‌ ଇଣ୍ଡିଆର ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ । ଟି -୨୦ ବିଶ୍ୱକପ ପରେ ରୋହିତ ଶର୍ମାଙ୍କୁ
Read More...