Browsing Category

ଖେଳ

ବିଶ୍ୱ ରେକର୍ଡ କଲେ ବିରାଟ

ମୁମ୍ବାଇ : ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ନାମରେ ଏକ ଅନନ୍ୟ ବିଶ୍ୱ ରେକର୍ଡ ଯୋଡା ଯାଇଛି । ବିରାଟ କୋହଲି
Read More...

ମୁମ୍ବାଇ ଟେଷ୍ଟରେ ଭାରତର ବୃହତ ବିଜୟ, ୧-୦ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ମୁମ୍ବାଇ : ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି । ୫୪୦ ରନର ଲକ୍ଷ୍ୟକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ମ୍ୟାଚର ଚତୁର୍ଥ ଦିନରେ ମାତ୍ର ୧୬୭ ରନ୍‌ ପାଇଁ
Read More...

ସିରିଜ ବିଜୟଠାରୁ ୫ ୱିକେଟ ଦୂରରେ ଭାରତ

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଭାରତର ୫୪୦ ରନ୍‌ ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୧୪୦ ରନ୍‌
Read More...

ଇତିହାସ ରଚିଲେ ଅଶ୍ୱିନ, କପିଲ ଓ କୁମ୍ବଲେଙ୍କୁ ପଛରେ ପକାଇଲେ

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ତୃତୀୟ ଦିନ । ଭାରତର ୫୪୦ ରନ୍‌ ଲକ୍ଷ୍ୟର ଜବାବରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ୍‌ ପାଇଁ ୧୦୦ ରୁ ଅଧିକ
Read More...

ନ୍ୟୁଜିଲାଣ୍ଡକୁ ୫୪୦ ରନର ଟାର୍ଗେଟ ଦେଲା ଭାରତ

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ତୃତୀୟ ଦିନ । ଭାରତ ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଲକ୍ଷ୍ୟ ଦେଇଛି । ଏହି ଟାର୍ଗେଟକୁ ହାସଲ କରିବା
Read More...

ଆବୁଧାବି ଟି-୧୦ ଲିଗ : ପ୍ରଥମ ଥର ଚମ୍ପିଆନ ହେଲା ଡେକାନ ଗ୍ଲାଡିଏଟର୍ସ

ନୂଆଦିଲ୍ଲୀ : ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଡେକାନ୍‌ ଗ୍ଲାଡିଏଟର୍ସ ପ୍ରଥମ ଥର ପାଇଁ ଆବୁଧାବି ଟି-୧୦ ଲିଗ୍‌ ଚାମ୍ପିଅନ୍‌ ହେବାର ସୌଭଗ୍ୟ ଅର୍ଜନ କରିଛି । ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ଡେକାନ ଗ୍ଲାଡିଏଟର୍ସ ଦିଲ୍ଲୀ ବ୍ଲୁସକୁ
Read More...

ମୟଙ୍କ ଶତକ, ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୨୧/୪

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୪ ୱିକେଟ୍‌ ହରାଇ ୨୨୧ ରନ୍‌ ସଂଗ୍ରହ କରିଥିଲା । ମାୟଙ୍କ ଅଗ୍ରୱାଲ
Read More...

ଆଉଟ୍‌ ନା ନଟଆଉଟ୍‌ ? ବିରାଟଙ୍କ ଆଉଟକୁ ନେଇ ଉପୁଜିଲା ବିବାଦ

ମୁମ୍ବାଇ : ନ୍ୟୁଜିଲାଣ୍ଡ ବିପକ୍ଷରେ ମୁମ୍ବାଇ ଟେଷ୍ଟରେ ଖାତା ଖୋଲି ନପାରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପାଭିଲିୟନକୁ ଫେରିଛନ୍ତି । ବିରାଟଙ୍କ ୱିକେଟ୍‌ କୁ ନେଇ ଏବେ ବିବାଦୀୟ ପରିସ୍ଥିତି ଉପୁଜିଛି । ଅନ୍‌-ଫିଲ୍ଡ ଅମ୍ପାୟର ଅନିଲ ଚୌଧୁରୀ ଅଜାଜ ପଟେଲଙ୍କ ଏକ ବଲରେ ବିରାଟଙ୍କୁ
Read More...

ଦ୍ୱିତୀୟ ଟେଷ୍ଟ, ଟସ୍‌ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଅନ୍ତିମ ତଥା ଦ୍ୱିତୀୟ ଟେଷ୍ଟ ଆଜିଠାରୁ ମୁମ୍ବାଇ ୱାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ । ବର୍ଷା ଯୋଗୁଁ ପଡିଆ ଓଦା ହୋଇଥିବାରୁ ଟସ୍‌ ପଡିବାରେ ବିଳମ୍ବ ହୋଇଥିଲା । ଏହି ମ୍ୟାଚରେ ଭାରତ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଦଳର
Read More...

୧୧.୩୦ରେ ପଡିବ ଟସ | ମୁମ୍ବାଇ ଟେଷ୍ଟରୁ ରାହାଣେ, ଇଶାନ୍ତ, ଜାଡେଜା ଓ ୱିଲିୟମସନ ଆଉଟ

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ବର୍ଷା ହେତୁ ଓଦା ପଡିଆ ଯୋଗୁଁ ଟସ୍‌ ପଡିବାରେ ବିଳମ୍ବ ହୋଇଛି । ସୂଚନା ମୁତାବକ ୧୧.୩୦ରେ ଟସ୍‌ ପଡିବ । ଟସ
Read More...