Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯାତ୍ରା ମାଲିକାଣୀ ହେଲେ ରାଣୀ ପଣ୍ଡା
ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ଯାତ୍ରା ଅନୁଷ୍ଠାନ ‘ସ୍ବର୍ଣ୍ଣ ମନ୍ଦିର’ର ନୂଆ ମାଲିକାଣୀ ହୋଇଛନ୍ତି ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା। ଏହି ଖବର ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ସ୍ବର୍ଣ୍ଣ ମନ୍ଦିରର ଶୁଭ ମହୁରତ ଅବସରରେ ରାଣୀ ପଣ୍ଡାଙ୍କୁ ଏହି ଦାୟିତ୍ୱ!-->…
Read More...
Read More...
ସ୍ମାର୍ଟ ତାଲିମ ମାଧ୍ୟମରେ ସ୍ମାର୍ଟ ହେବେ ଅଙ୍ଗନବାଡି କର୍ମୀ
ଭୁବନେଶ୍ଵର:ଆଜି ଲୋକସେବା ଭବନସ୍ଥିତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କର କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ନୂତନ ୱେବସାଇଟର ଢାଞ୍ଚା!-->…
Read More...
Read More...
ଶ୍ରୀଜୀଉଙ୍କ ବନକ ଲାଗି ନୀତି ସଂପନ୍ନ
ପୁରୀ: ବୁଧବାର ସନ୍ଧ୍ୟାରେ ଶ୍ରୀଜୀଉ ମାନଂକ ବନକ ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ମହାପ୍ରଭୁଙ୍କ ବନକଲାଗି କରାଯାଇଥିଲା। ଦତ୍ତ ମହାପାତ୍ର ସେବକ ମାନେ ହିଙ୍ଗୁଳ,ହରିତାଳ,ଦୀପ କଳା ଆଦି ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶ୍ରୀଙ୍ଗ।ର!-->…
Read More...
Read More...
କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏଥିପାଇଁ ୨ ଲକ୍ଷ ୭ ହଜାର କୋଟି!-->…
Read More...
Read More...
ଟନେଲ ଭୁଶୁଡିବା ଘଟଣା,ବୌଦ୍ଧ ଜିଲ୍ଲା ବିଜେପି ସଭାପତି କଲେ ସ୍ଥିତି ଅନୁଧ୍ୟାନ
ହରଭଙ୍ଗା :.ପୂର୍ବତଟ ରେଳ ବିଭାଗର ସର୍ବବୃହତ ଟନେଲ ଭୁଶୁଡିବା ଘଟଣା l ଖବର ପ୍ରସାରଣ ପରେ ରାତି ରାତି ଜେସିବି ଲଗାଇ ମାଟି ଭୁଶୁଡି ଥିବା ସ୍ଥାନ ପୋତିଲା ଠିକାସଂସ୍ଥା । ଗତକାଲି ଟନେଲରେ ସୃଷ୍ଟି ହୋଇଥିଲା ୫ ଫୁଟ ଗୋଲେଇ ଏବଂ ୩୦ ଫୁଟ ଗଭୀରର ଆଉ ଏକ ଗର୍ତ୍ତ କୁ ପୋତିଛି କାର୍ଯ୍ୟରତ ଠିକା!-->…
Read More...
Read More...
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଭେଟି ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା କରିବା ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ!-->…
Read More...
Read More...
କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ “ନଗର ବନ ଯୋଜନା”(ଏନଭିଓ୍ୱାଇ) ଅଧୀନରେ ଶିଳ୍ପାଞ୍ଚଳ ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଏବଂ କୋଇଲା ଖଣି ଅଞ୍ଚଳ ଅନୁଗୋଳ –ଢେଙ୍କାନାଳ!-->…
Read More...
Read More...
ଆସିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ
ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍। ମୃତ୍ୟୁ ଯାଏ ସେ ଜେଲରେ ରହିବେ ବୋଲି ସରକାରୀ ଓକିଲ!-->…
Read More...
Read More...
ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ଵର, : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଵାଭାବିକ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ୧୯୯୯ରେ ମେ ୨୮ରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଏହାପରେ!-->…
Read More...
Read More...
ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପାଝିଅଙ୍କ ଜୀବନ, ଚାରି ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା
ବୌଦ୍ଧ: ଦୁଃଖ ଉପରେ ଦୁଃଖ ଆଉ ଲୁହର ଧାରରେ ଭାସୁଛି ସାରା ଗାଁ। ଗତ କିଛି ମାସ ପୂର୍ବରୁ ବୌଦ୍ଧ ଜିଲ୍ଲାର ଟିକରପଡା ପଂଚାୟତ ଚରିଆପାଲି ଗ୍ରାମରେ ଗୋଟିଏ ରାତିରେ ଚିତି ସାପ କାମୁଡା ରେ ଏକାକାଳୀନ ତିନି ଜଣଙ୍କ ମୃତ୍ୟୁର ଦୁଃଖ ଗ୍ରାମବାସୀଙ୍କ ମନରୁ ଲିଭିନଥିବା ବେଳେ ବର୍ତମାନ ପୁଣି ଏକ ସଡ଼କ!-->…
Read More...
Read More...