Browsing Category

ରାଜ୍ୟ

ବ୍ରିଜ ତଳେ ଭାସୁଛି ଅଜଣା ଯୁବକଙ୍କ ଶବ

କୋରାପୁଟ -କୋରାପୁଟ ସଦର ଥାନା ଅନ୍ତର୍ଗତ ଅମିନଗୁଡା ଛକ ଚିପାଗାଡ଼ ବ୍ରିଜ ତଳେ ଅଜଣା ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି । ଶବ ପାଖକୁ ଗଲେ ଦୁର୍ଗନ୍ଧ ହେଉଥିବା ପ୍ରତେକ୍ଷ୍ୟଦର୍ଶୀ କହିଛନ୍ତି । ହତ୍ୟା କି ଆତ୍ମାହତ୍ୟା ତାହା ଅଶ୍ୱଷ୍ଟ । ଆଜି ସକାଳୁ ଗୋଟିଏ ପଥଚାରି ଶୌଚ କରିବାକୁ
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ
Read More...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରୀଙ୍କ ଜଳ ଓ ବାହକବାହିତ ରୋଗର ସ୍ଥିତି ସମୀକ୍ଷା,ଡେଙ୍ଗୁ ଓ ମ୍ୟାଲେରିଆ ଉପରେ…

ଭୁବନେଶ୍ୱର,:ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ  ମହାଲିଙ୍ଗ ରାଜ୍ୟରେ  ଜଳବାହିତ ଓ ବାହକବାହିତ ରୋଗର ସ୍ଥିତି ସମୀକ୍ଷା କରିଥିଲେ I ଉକ୍ତ ସମୀକ୍ଷା ବୈଠକରେ ଜଳବାହିତ ରୋଗ ଯଥା ଡାଇରିଆ, ଜଣ୍ଡିସ  ଏବଂ ବାହକବାହିତ ରୋଗ
Read More...

ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସେବାଉତ୍ସବ – ୨୦୨୫ ଆୟୋଜିତ

ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ଠାରେ ଥିବା ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶପଲ୍ଲା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ଉତ୍ସବ - ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୮ ଘଟିକାରେ
Read More...

ସ୍କ୍ୱାଡ୍ କର୍ମଚାରୀଙ୍କୁ ଦଳି ମାରିଲା ହାତୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଭୋର ସାଢ଼େ ୩ ଟାରେ ଗାଁ ପାଖ ଜଙ୍ଗଲକୁ ୮ ଟିକିଆ ହାତୀପଲ ଫେରୁଥିବା ବେଳେ ହାତୀ ସ୍କ୍ୱାଡ୍ ପିଛା କରୁଥିଲେ। ଏହି
Read More...

ଆଜିଠୁ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଜାରି ହେଲା ଓ୍ବାର୍ଣ୍ଣିଂ

ଭୁବନେଶ୍ୱର- ରାଜ୍ୟରେ ବୁଧବାରଠାରୁ ବର୍ଷା ପରିମାଣ ବଢ଼ିବ। ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବଜ୍ରପାତ ଓ ଝଟକା ପବନ ବୋହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଆସନ୍ତା ୨ଦିନ କେତେକ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଆଉ କେତେକ ଜିଲାରେ
Read More...

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ

ଭୁବନେଶ୍ୱର: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। । ସୋସିଆଲ ମିଡିଆରେ ଭିଡିଓ ଜାରିକରି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୀରେଧୀରେ ସବୁ ସତ ସାମ୍ନାକୁ ଆସିବ । ମୁଁ
Read More...

ଶୃଙ୍ଖଳିତ ରଥଟଣା ଓ ଶ୍ରୀଜିଉଙ୍କ ପହଣ୍ଡି ବିଜେ ପାଇଁ ବୈଠକ

ପୁରୀ-ରଥଯାତ୍ରାରେ ଶୃଙ୍ଖଳିତ ରଥଟଣା ଓ ଶ୍ରୀଜିଉଙ୍କ ପହଣ୍ଡି ବିଜେ କିଭଳି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇ ପାରିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର
Read More...

ରଥଯାତ୍ରା 2025 ପାଇଁ ପୂର୍ବତଟ ରେଳପଥ ଦ୍ୱାରା ‘ECoR Yatra _ ଇକୋର ଯାତ୍ରା’ ଆପ୍ ପ୍ରାରମ୍ଭ 

ଭୁବନେଶ୍ୱର:ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2025 ରେ ଯୋଗଦାନ କରୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପ୍ରକୃତ-ସମୟ, ନିର୍ଭରଯୋଗ୍ୟ ଏବଂ ସୁଲଭ ରେଳ ସେବା ପ୍ରଦାନ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ 'ECoR Yatra _ ଇକୋର ଯାତ୍ରା' ନାମକ ଏକ ଉତ୍ସର୍ଗୀକୃତ ମୋବାଇଲ୍ ଆପ୍ ଲଞ୍ଚ କରିଛି |
Read More...

ରେଲୱେ ଜମି ଅଧିଗ୍ରହଣ ଘଟଣା; ବିନା ନୋଟିସରେ ଘର ଭଙ୍ଗାକୁ ନେଇ ସାହିବାସିନ୍ଦା ଅସନ୍ତୁଷ୍ଟ, ଘଟଣାସ୍ଥଳରେ ପହଞ୍ଚିଲେ…

ହରଭଙ୍ଗା: ଖୋର୍ଦ୍ଧା -ବଲାଙ୍ଗୀର ବହୁ ପ୍ରତିକ୍ଷୀତ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ରେଲୱେ ଅଧିଗ୍ରହଣ ଜମିରୁ ଗୃହ ଉଚ୍ଛେଦ ବେଳେ ସାହି ବାସିନ୍ଦା ଘୋର ବିରୋଧ କରିଛନ୍ତି । ନୋଟିସ ନଦେଇ ଖାଲି କରୁଥିବା ନେଇ ଅଭିଯୋଗ ଆଣିଥିଲେ ବସ୍ତି ବାସିନ୍ଦା । ବୌଦ୍ଧ
Read More...