Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଦିବାସୀ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା ରାଲି
ବାଲିଗୁଡ଼ା : ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା ରାଲି ଆଜି ଅନୁଷ୍ଠିତ ହୋଇ ଯାଇଅଛି। ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ!-->…
Read More...
Read More...
ରଥଯାତ୍ରା ପାଇଁ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମୀ
ପୁରୀ-ରଥଯାତ୍ରା ପାଇଁ ଜେନେରାଲ ପୋଲିସ ବ୍ରିଫିଂ। ଡିଜି ପୋଲିସଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହେଉଛି ଏହି ବ୍ରିଫି ବା ବ୍ୟବସ୍ଥାବଳୀ ସଂକ୍ଷିପ୍ତ ।ରଥଯାତ୍ରା ପାଇଁ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମୀ।ସହରରେ ଆକ୍ଟିଭ ମୋଡ ରେ କାର୍ଯ୍ୟ କରିବ ଆଣ୍ଟି!-->…
Read More...
Read More...
ଷ୍ଟାଣ୍ଡିଂ କମିଟିକୁ ବୌଦ୍ଧରେ ସ୍ୱାଗତ ସମ୍ବର୍ଦ୍ଧନା
ବୌଦ୍ଧ,୨୪/୬:- ଓଡିଶା ବିଧାନ ସଭାର ଗୃହ କମିଟିର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ପହଞ୍ଚିିଥିଲେ । ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କୁ ନେଇ ଜିଲ୍ଲା ଗସ୍ତରେ ଆସିଥିବା ଗୃହ କମିଟି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ!-->…
Read More...
Read More...
ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
ବୌଦ୍ଧ,୨୩/୬:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ!-->…
Read More...
Read More...
ମୁର୍ଶୁଣ୍ଢୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରଣ୍ଡା ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ବିଧାନସଭା ଗୃହ କମିଟି
ବୌଦ୍ଧ, ୨୩/୬- ଆଜି ବୌଦ୍ଧ ବ୍ଲକ ମୁର୍ଶୁଣ୍ଢ1 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରଣ୍ଡା ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ଓଡିଶା ବିଧାନ ସଭାର ଗୃହ କମିଟି l ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କୁ ନେଇ ଜିଲ୍ଲା ଗସ୍ତରେ ଆସିଥିବା ଗୃହ କମିଟି ମୁର୍ଶୁଣ୍ଢ1 ଉଚ୍ଚ!-->…
Read More...
Read More...
ଖୁଣ୍ଟବନ୍ଧ ମାର୍କେଟ ୟାର୍ଡ ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କଲେ ଓଡିଶା ବିଧାନସଭା ଗୃହ କମିଟି
ବୌଦ୍ଧ, ୨୩/୬- ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ବିଧାନସଭା ଗୃହ କମିଟି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ମାର୍କେଟ ୟାର୍ଡ ପରିଦର୍ଶନ କରିଛନ୍ତି | ବରିଷ୍ଠ ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିର ସଦସ୍ୟ ମାନେ ମାର୍କେଟ ୟାର୍ଡରେ ପହଞ୍ଚି ଧାନ ବିକ୍ରୟ ପାଇଁ!-->…
Read More...
Read More...
ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ/ଭୁବନେଶ୍ୱର:୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗମ ନିଗମ (ଏସଏମସି) ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହ ନିର୍ମାଣ ଏବଂ!-->…
Read More...
Read More...
ବୌଦ୍ଧ ସତ୍ୟ ସାଇ ସେବା ସଙ୍ଗଠନ ତରଫରୁ ରକ୍ତଦାନ ଶିବିର
ବୌଦ୍ଧ-ବୌଦ୍ଧ ସହରର ସାଇ ମନ୍ଦିର ଠାରେ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ପ୍ରେମ ସଂଜିବନୀ ନାମରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଵଳିତ କରି ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି!-->…
Read More...
Read More...
ଆସ୍କାରେ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶ,ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି!-->…
Read More...
Read More...