Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କଲେ…
ଭୁବନେଶ୍ୱର: ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି!-->…
Read More...
Read More...
ମହାନଦୀ ବିହାରରେ ଚାପ ଖେଳିଲେ ମହାପ୍ରଭୁ
କଟକ : ମହାନଦୀବିହାର ସ୍ଥିତ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ଚର୍ତୁଭୁଜ ମହାପାତ୍ରଙ୍କ ସଭାପତିତ୍ବରେ ଶ୍ରୀ ଜଗନ୍ନାଥ ଉଦ୍ୟାନ ପରିସରରେ ଚନ୍ଦନ ଯାତ୍ରା -୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଚନ୍ଦନ ଯାତ୍ରା ଅବସରରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି!-->…
Read More...
Read More...
କାର୍ ଧକ୍କାରେ ବୃଦ୍ଧ ମୃତ
ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ବମ୍ପଡରା ଗ୍ରାମ ପାଖରେ ୫୯ ନମ୍ବର ଜାତୀୟ ରାଜପଥରେ ଆଜି ସଂଧ୍ୟାରେ କାର ଧକ୍କାରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ନିକଟସ୍ଥ ସଇଡ଼ା ପଞ୍ଚାୟତ ଶରଣକୋଟ ଗ୍ରାମର ଗଦା ପ୍ରଧାନ(୬୨) ବୋଲି ଜଣାପଡ଼ିଛି । ଗଦାଙ୍କ ସ୍ତ୍ରୀ ଗୁରୁବାରୀ ପ୍ରଧାନ!-->…
Read More...
Read More...
ଏଣିକି ଆଦିବାସୀଙ୍କ ଜମି କିଣିବେ ସରକାର
ଭୁବନେଶ୍ୱର,୨୨ା୫: ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ରାଜ୍ୟ ସରକାର ଖୁବ୍ଶୀଘ୍ର କର୍ପସ ଫଣ୍ଡ୍ ଗଠନ କରିବେ। ରାଜସ୍ବ ବିଭାଗ ଅତିରିକ୍ତ!-->…
Read More...
Read More...
ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମୀକ୍ଷା ପ୍ରଧାନ କଳାରେ କନ୍ଧମାଳ ଜିଲ୍ଲା…
ଫୁଲବାଣୀ:ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଯୁକ୍ତ-୨ କଳାରେ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ପ୍ରଧାନ ସର୍ବାଧିକ ୯୧ ପ୍ରତିଶତ ନମ୍ବର ରଖି ସମଗ୍ର!-->…
Read More...
Read More...
ଅପରେସନ ‘ସିନ୍ଦୂର’ ସଫଳତାରେ ବାଲିଗୁଡ଼ାରେ ବିଶାଳ ଶୋଭାଯାତ୍ରା
ବାଲିଗୁଡ଼ା: ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନା ବଳର ସମ୍ମାନ ଓ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା!-->…
Read More...
Read More...
ଆରବସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଭୁବନେଶ୍ଵର : ପୂର୍ବ କେନ୍ଦ୍ରୀୟ ଆରବସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ୩୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଆବପାତରେ ପରିଣତ ହେବ ଲଘୁଚାପ। ଉତ୍ତର ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ସେପଟେ ଆସନ୍ତା ୨୭ ତାରିଖ!-->!-->!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍
ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଛା ଥାନା ଅଧୀନସ୍ଥ ତାକୁଡ଼ାଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଏକ ଟ୍ରକ ଓଲଟି ପଡ଼ିଛି | ଟ୍ରକଟି ଦଶପଲ୍ଲା ଅଭିମୁଖେ ଆସୁଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ (ଏସ୍ଏଚ୍ ୪୦!-->…
Read More...
Read More...
ଦଶପଲ୍ଲାର ବିଭିନ୍ନ କଲେଜର + ୨ ଫଳାଫଳ ପ୍ରକାଶିତ
ଦଶପଲ୍ଲା : ପ୍ରକାଶ ପାଇଲା + ୨ ଫଳାଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଲେଜର ଗତକାଲି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ପାଇଛି । ଏହା ମଧ୍ୟରେ ଦଶପଲ୍ଲାସ୍ଥିତ ବୃନ୍ଦାବନ!-->…
Read More...
Read More...
ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଧର୍ମଗଡ଼ : କଲମପୁର ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ତରୁଣ ମାଝିଙ୍କ ପୁଅ ତୁଲାରାମ ମାଝି (୨୫)ଙ୍କ ମୃତ୍ୟୁ ଖବର ଗାଁରେ ଆସି ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ତୁଲାରାମ ଦାଦନ ଶ୍ରମିକ ଭାବେ ବେଙ୍ଗାଳୁରୁର କାଡବା ଅଞ୍ଚଳର ଜଣେ ଠିକାଦାର ପାଖରେ କାମ କରୁଥିଲେ । ସେଠାରେ!-->…
Read More...
Read More...