Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତରେ କ୍ୟାମ୍ପସ ସ୍ଥାପନ କରିବ ୟୁକେର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର…
ନୂଆଦିଲ୍ଲୀ: ଭାରତରେ ନିଜର ଏକ କ୍ୟାମ୍ପସ ସ୍ଥାପନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁକେର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଲିଭରପୁଲ ବିଶ୍ୱବିଦ୍ୟାଳୟକୁ ଲେଟର ଅଫ୍ ଇଣ୍ଟେଣ୍ଟ (LoI) ପତ୍ର ହସ୍ତାନ୍ତର କରିଛନ୍ତି । ୟୁଜିସି!-->…
Read More...
Read More...
ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ଚାରି ନମ୍ବର ଟନେଲ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଏହି ଟନେଲ ଓଡିଶାରେ ବୃହତ ଟନେଲ ହୋଇଥିବା ବେଳେ ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଉର୍ଦ୍ଧ୍ୱ ରହିଛି । ଆଡେଣିଗଡ଼ ଠାରୁ ଅନତି!-->…
Read More...
Read More...
ସମୁଦ୍ରରେ ଓଲଟିଲା ସ୍ପିଡ ବୋଟ୍, ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ
ପୁରୀ-ପୁରୀ ସମୁଦ୍ରରେ ବଡ଼ ଅଘଟଣ। ସ୍ପିଡ ବୋଟ ରେ ପର୍ଯ୍ୟଟକ ମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଲା ସ୍ପିଡ ବୋଟ। l ଓ୍ବାଟର ସ୍ପୋର୍ଟସ ଗେମ୍ ସମୟରେ ଏକ ବଡ଼ ଲହଡ଼ି ଆସିବାରୁ ପର୍ଯ୍ୟଟକଙ୍କ ସହ ସ୍ପିଡ ବୋଟ ଟି କିଭଳି ଓଲଟି ପଡିଥିଲା। ତେବେ ବେଳାଭୂମିରେ ଉପସ୍ଥିତ!-->…
Read More...
Read More...
ବଙ୍ଗୀୟ ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ନିସ୍ତୁକ ପିଟିଲେ ପରିବାର ଲୋକେ
ପୁରୀ: ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ଅସଦାଚରଣ କଲା ଜଣେ ଯୁବକ। ଅସଦାଚରଣ ଘଟଣା ପ୍ରତିବାଦରେ ନାବାଳିକାଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରିବା ସହ ନିସ୍ତୁକ ପିଟିଲେ। ତେବେ ବଡ଼ଦାଣ୍ଡରେ!-->…
Read More...
Read More...
ରଥ ଉପରେ ଅଣ ସେବାୟତ ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ,ମହାପ୍ରଭୁଙ୍କର ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଦୀଘା!-->…
Read More...
Read More...
ରଥଯାତ୍ରାକୁ ପୁରୀ ଆସିବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରୀକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି। ମୋଦrଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ!-->…
Read More...
Read More...
ଓଲଟିଲା କାର୍, ତିନିଜଣ ଆହତ
ଉଲୁଣ୍ଡା- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟ ମାଟିଖାଇ ନୂଆବସ୍ତି ଠାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର, ନାବାଳକ ସମେତ ୩ ଗୁରୁତର । ସୂଚନା ଅନୁସାରେ ଗତକାଲି ରାତି ଏକ କାର ସୋନପୁର ପଟରୁ ସମ୍ବଲପୁର ପଟକୁ ଯାଉଥିବା ବେଳେ ମାଟିଖାଇ ନୂଆବସ୍ତି ଠାରେ କାରଟି ଏକ!-->…
Read More...
Read More...
କୁଣହାଁ କିସାନ ସମାଜର ଜିଲ୍ଲା ସ୍ତରୀୟ ବୈଠକ
ଦେବଗଡ଼: ଦେବଗଡ଼ ଜିଲା ବାରକୋଟ ବ୍ଲକ ଭକ୍ତବଡକୁଦର ଗ୍ରାମରେ କୁଣହାଁ କିସାନ ସମାଜର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କୁଣହାଁ କିସାନ, ମିର୍ଦ୍ଧା, କୁଡା, ମାଟିଆ ଜାତିର ସାଙ୍ଗଠନିକ ସମ୍ବନ୍ଧୀତ ବୁଝାମଣା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ମାଧ୍ୟମରେ!-->…
Read More...
Read More...
ଏହି ସବୁ ଜିଲ୍ଲାରେ ହୋଇପାରେ ବଜ୍ରପାତ ସହ ପ୍ରବଳ ବର୍ଷା
ଭୁବନେଶ୍ୱର: ସୋମବାର ରାଜ୍ୟର ପ୍ରାୟ ୧୪ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୬୦ କିମି ରହିପାରେ। ତେଣୁ ଏନେଇ ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,!-->…
Read More...
Read More...
ସିଏମ୍ ଟ୍ରଫି-୨୦୨୫ ଲୋଗୋ, ଟ୍ରଫି ଓ ଆନ୍ଥେମ୍ ଉନ୍ମୋଚନ
ଭୁବନେଶ୍ୱର : ସିଏମ୍ ଟ୍ରଫି-୨୦୨୫: ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ର ମିଳିତ!-->…
Read More...
Read More...