Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ,୧୯/୧୨:- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସର ରକ୍ତଭଣ୍ଡାର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଉପ ସଭାପତି ରୋହିତ!-->…
Read More...
Read More...
କାନୁଟ ହାଇସ୍କୁଲରେ ନୂତନ ବିଜ୍ଞାନ ଶିକ୍ଷକଙ୍କ ଯୋଗଦାନ
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କାନୁଟ ଉଚ୍ଚ ବିଦ୍ୟାଳୟରେ ନୂତନ ବିଜ୍ଞାନ ଶିକ୍ଷକ ଯୋଗଦାନ କରିଛନ୍ତି । ସ୍କୁଲ ସଭାପତି ସଚ୍ଚିଦାନନ୍ଦ ନାଏକଙ୍କ ତତ୍ତ୍ୱାବଧାନରେ ସମ୍ବର୍ଦ୍ଧନା ସମାରୋହରେ କରାଯାଇଛି । ପୂର୍ବରୁ ସ୍କୁଲରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ!-->…
Read More...
Read More...
ଜି.ଉଦୟଗିରି ମହିଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସ୍ୱତନ୍ତ୍ର ସେବା ଶିବିର
ଜି.ଉଦୟଗିରି : ସ୍ଥାନୀୟ ଇନ୍ଦିରା ପ୍ରୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଜି ସ୍ୱତନ୍ତ୍ର ସେବା ଯୋଜନା ଅନୁକୁଲ୍ୟରେ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଅଧକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ପ୍ରତିଷ୍ଠାତା!-->…
Read More...
Read More...
ଯୁବା ସମବାୟ ସମିତି ଧାନ ମଣ୍ଡିରେ ଧାନ କିଣାରେ ଅନିୟମିତା
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ସେବା ସମବାୟ ସମିତିରେ ମହା ଦୁର୍ନୀତି । ଧାନ ବୋଝେଇ ଟ୍ରକକୁ ଛାଡ଼ିଲେନି ଚାଷୀ । ଟ୍ରକରେ ଗତକାଲି ଧାନ ବୋଝେଇ ହେଇଥିଲା । ହେଲେ ଚାଷୀ ଧାନ ଠିକ୍ ସମୟରେ ଉଠି ନ ଥିବାରୁ ଚାଷୀମାନେ ଓଆର୍ ୦୩ ବି ୨୮୮୯ ଟ୍ରକଟିକୁ!-->…
Read More...
Read More...
ସମ୍ବାଦ ସାହିତ୍ୟ ଘର ଦ୍ୱାରା ଆୟୋଜିତ ହେଲା ରକ୍ତଦାନ ଶିବିର
ଦଶପଲ୍ଲା : ଆଜି ଦଶପଲ୍ଲା ତହସିଲ କାର୍ଯ୍ୟାଳୟସ୍ଥିତ ମୋହରିରଖାନାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ସଂଗଠନ ସମ୍ବାଦ ସାହିତ୍ୟଘର ଏବଂ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତ ବିନା କେହି ଯେଭଳି!-->…
Read More...
Read More...
କଂଗ୍ରେସର ମହା ମିଶ୍ରଣ ପର୍ବ : ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ କନ୍ଧମାଳ ଗସ୍ତ
ଫୁଲବାଣୀ : କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ କରୋନେସନ ପଡିଆ ଠାରେ ବିରାଟ ସାଧାରଣ ସଭା ତଥା କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପର୍ବ ଆୟୋଜନ କରିଥିଲା । ରାହୁଲ!-->…
Read More...
Read More...
ଆସନ୍ତାକାଲି ବାୟୁ ସ୍ୱାସ୍ଥ୍ୟ ସେବାର ଶୁଭରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହେବ ଆଉ ଏକ ନୂଆ ଅଧ୍ୟାୟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆଉ ଏକ!-->…
Read More...
Read More...
କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୋରିଗୁମ୍ମା: ବୋରିଗୁମ୍ମା-ଜୟପୁର ୨୬ନମ୍ବର ଜାତୀୟ ରାଜପଥ ଦାସରୀ ସାହି ନିକଟରେ ରାଜପଥରୁ ତଳକୁ ଖସିଲା ଏକ କାର । ଆଉ ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ ଗାଡି ଚାଳକ। ସେପଟେ ବୋରିଗୁମ୍ମା ଯୁବଗୋଷ୍ଠୀ ଏହାକୁ ନେଇ ୨୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ!-->…
Read More...
Read More...
ପଞ୍ଚାୟତ ନିର୍ବାଚନ: ଖୁବ୍ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର: ରାଜ୍ୟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଖୁବ୍ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଭୋଟ ଗଣତି ଶେଷ ହେବା!-->…
Read More...
Read More...
ଉତ୍କଳ ବିଦ୍ୟୁତ ପରିଷଦ ତରଫରୁ ଶୀତ ବସ୍ତ୍ର ବଣ୍ଟନ
ପୁରୀ : ଉତ୍କଳ ବିଦ୍ୟୁତ ପରିଷଦ ତରଫରୁ ଶୀତ ବସ୍ତ୍ର ବଣ୍ଟନ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱ ରେ ବଟଶ୍ୱେରି ମନ୍ଦିର ନିକଟରେ ମୁକ୍ତି ମଣ୍ଡପ ଅଧିକାରୀ ବ୍ରାହ୍ମଣ ଓ ପଞ୍ଚକୋଶି ବ୍ରାହ୍ମଣ ୯୫ଜଣଙ୍କୁ କମ୍ବଳ ଓ ଦକ୍ଷିଣା ବଣ୍ଟନ କରାଯାଇଥିଲା ।ଏହି!-->…
Read More...
Read More...