Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଓ ମିଶନ ଶକ୍ତିର ଋଣ ମେଳା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଓ ଫିରିଙ୍ଗିଆ ବ୍ଲକ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଓ ମିଶନ ଶକ୍ତିର ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି -୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବି.ଏନ. ପ୍ୟାଲେସ ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି-୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ଏଥିରେ ଯୋଗଦେଇ ଜିଲ୍ଲାର ଲୋକକଳାକୁ!-->…
Read More...
Read More...
ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କେ.ଝାଲରସିଂ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ବିଦାୟୀ ପ୍ରଧାନ ଶିକ୍ଷକ ଦୁର୍ଗା ମାଧବ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣ ଶିକ୍ଷୟିତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା!-->…
Read More...
Read More...
ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ଦିନ, ନାରୀ ସଶକ୍ତି କରଣ ସମ୍ପର୍କିତ କର୍ମଶାଳା
ବୌଦ୍ଧ,୧୮/୧୨: ସମାଜକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀ ବିଭିନ୍ନ ରୂପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରୁଥିବାରୁ ତାକୁ ସମାଜର ଅଗ୍ରପୂଜ୍ୟା ବୋଲି ସମ୍ମାନ ଦେବାସହ ସେହି ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସବୁବର୍ଗରେ ଚେଷ୍ଟା!-->…
Read More...
Read More...
ହରଭଙ୍ଗା ବ୍ଳକରେ କଳାକାର ଭତ୍ତା ପାଇଁ ସାମର୍ଥ୍ୟ ପରୀକ୍ଷା
ବୌଦ୍ଧ,୧୮/୧୨ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଶନିବାର ଦିନ ବୌଦ୍ଧ ଜିଲା ହରଭଙ୍ଗା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବ୍ଳକର ୧୫୪ ଜଣ ଆବେଦନ କରିଥିବା ବେଳେ ଭାଗ ନେବା ପାଇଁ ୧୨୨ କଳାକାର ଉପସ୍ଥିତ ଥିଲେ । ଏହି!-->…
Read More...
Read More...
ପଞ୍ଜୀକରଣ ବେଳେ ଫୋନନମ୍ବର ଏଣ୍ଟ୍ରିରେ ତ୍ରୁଟି, ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରିର ଭୟ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଧାନ ବିକ୍ରି । ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟ ୪ଟି ବ୍ଲକରେ ୧୩ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଛି । ତେବେ ଚାଷୀଙ୍କ ନାମ ପଞ୍ଜୀକରଣ ସମୟରେ ଫୋନ୍ ନମ୍ବର ଏଣ୍ଟ୍ରିରେ ତ୍ରୁଟି ଥିବାରୁ!-->…
Read More...
Read More...
ଜୀବେ ନିଷ୍ଠୁରତା ନିବାରଣ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ରାୟଗଡା: ଜିଲ୍ଲାରେ ଜୀବେ ନିଷ୍ଠୁରତା ନିରୋଧ ନିମନ୍ତେ ଆଜି ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ଜୀବଜନ୍ତୁ ପ୍ରତି ନିଷ୍ଠୁରତା ଓ ନିର୍ଯାତନ ହେଉଥିବାରୁ ଏହାକୁ ନିରାକରଣ କରିବା!-->…
Read More...
Read More...
ଜିଲ୍ଲାସ୍ତରୀୟ ଛେଳିମାନଙ୍କ କୃତ୍ରିମ ପ୍ରଯୋଜକ ସକାଶେ ଏକ ଦିନିଆ ତାଲିମ ଶିବିର
ଗଜପତି ୧୮।୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କନଫରେନ୍ସ ହଲ ଠାରେ ଜିଲ୍ଲାସ୍ତରୀୟ ଛେଳିମାନଙ୍କ କୃତ୍ରିମ ପ୍ରଯୋଜକ ସକାଶେ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ରାମକାନ୍ତ ରଣା!-->…
Read More...
Read More...
ରାୟଗଡା ବ୍ଲକର ଅଷ୍ଟାଦଶ ସମିତି ବୈଠକ ଅନୁଷ୍ଠିତ
ରାୟଗଡା ୧୮।୧୨: ରାୟଗଡା ବ୍ଲକ ସଦଭାବନା ଗୃହ ଠାରେ ସମିତିର ଅଷ୍ଟାଦଶ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷା ମିନତୀ ବାଚେଲୀ, ରାୟଗଡ଼ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବି ଜୋନ ସଦସ୍ୟ!-->…
Read More...
Read More...
ନୟାଗଡ଼ରେ ନିର୍ମୂଳ ହେବ କି ବିଜେପି ?
ଦଶପଲ୍ଲା ୧୮।୧୨: ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ସମୟରେ ନୟାଗଡରେ ବଦଳୁଛି ରାଜନୈତିକ ପାଣିପାଗ ଇରାନୀଙ୍କୁ ଛାଡି ଅରୁଣଙ୍କ ହାତ ଧରିଲେ ନୟାଗଡ଼ର ପୂର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ । ବହୁ ବର୍ଷର ଇରାନୀ ନିରୁପମା ବନ୍ଧୁତ୍ୱରେ ପଡିଲା ଛକ ଚିହ୍ନ । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ!-->…
Read More...
Read More...