Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଲା ୭୦୧ ପ୍ରକାର ବ୍ୟଞ୍ଜନ
ପୁରୀ : ଗୋଟିଏ କି ଦୁଇପ୍ରକାର ନୁହେଁ ଭଳିକି ଭଳି ୭୦୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ । ପୁରୀ ବଳିଆପଣ୍ଡା ସ୍ଥିତ ଗୌରବିହାର ମାତା ମଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ୭୦୧ ପ୍ରକାର ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ ର।ଧା,!-->…
Read More...
Read More...
ଇକୋ ରିଟ୍ରିଟ-୨୦୨୧ | ରାମଚଣ୍ଡୀରେ ଉଦଘାଟିତ ହୋଇଛି ଇକୋ ରିଟ୍ରିଟ-୨୦୨୧
ପୁରୀ : ଉଦଘାଟିତ ହୋଇଛି ଇକୋ ରିଟ୍ରିଟ ୨୦୨୧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ରେ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ଏହି ଉତ୍ସବକୁ । ତୃତୀୟ ବର୍ଷରେ ପାଦ ଦେଇଛି ଏହି କାର୍ୟ୍ୟକ୍ରମ । ଏହାକୁ ନେଇ ଉତ୍ସାହିତ ଅଛନ୍ତି ପର୍ଯ୍ୟଟକ । କୋଭିଡ କଟକଣା ଭିତରେ ଆୟୋଜିତ ଏହି!-->…
Read More...
Read More...
ପଞ୍ଚମ ଗଡ଼ଜାତ ଲୋକମହୋତ୍ସବ ଉଦଘାଟିତ
ବୌଦ୍ଧ,୧୫/୧୨: ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ଆଜି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗଡ଼ଜାତ ସଂସ୍କୃତି ପରମ୍ପରାକୁ ବଜାୟ ରଖି ଥିବାରୁ ଗଡ଼ଜାତ!-->…
Read More...
Read More...
୩ ଗାଁ ସାଥୀଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର,: ତିନି ଗାଁ ସାଥୀ ଏକାଠି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏ ଘଟଣା ଆଉ କେଉଁଠି ନୁହେଁ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଭୁବନେଶ୍ୱର ଲୋୟର ପିଏମଜିରେ ଏହି ୩ ଗାଁ ସାଥି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତିନି ଜଣ ଯାକ ସାଙ୍ଗ ନିଜ ଉପରେ କିରାସିନି ଢାଳି ନିଆଁ ଲଗାଉଥିବା ବେଳେ!-->…
Read More...
Read More...
କନ୍ଧମାଳକୁ ରେଳ ସଂଯୋଗ ନେଇ ଦାବି ଦୋହରାଇଲେ ସାଂସଦ ଅଚ୍ୟୁତ ସାମନ୍ତ
ଫୁଲବାଣୀ ୧୫ ।୧୨: କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି । ଆଜି ସକାଳେ ଶ୍ରୀ ସାମନ୍ତ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ!-->…
Read More...
Read More...
ସୁନୀଲ ବଂଶଲ ହେଲେ ଓଡିଶା ପୁଲିସର ନୂଆ ଡିଜିପି, ନୂଆବର୍ଷରୁ ଦାୟିତ୍ୱ ନେବେ
ଭୁବନେଶ୍ୱର: ସୁନୀଲ ବଂଶଲଙ୍କୁ ଓଡିଶା ପୋଲିସ ଡିଜି ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀଲଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୨୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ବର୍ତ୍ତମାନ ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ୱ ନେବେ । ତେବେ ଆସନ୍ତା ୩୧ ରୁ!-->…
Read More...
Read More...
ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ର ଉଦଘାଟନ
ବାଲିଗୁଡ଼ା,୧୫/୧୨: ଚାଲିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ପାଇଁ ପୁଣି ଇକୋ ରିଟ୍ରିଟ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଇକୋ ରିଟ୍ରିଟର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଆଜି ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ପାଟଣାଗଡ,୧୫/୧୨- ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକର ବିଭିନ୍ନ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତକରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ବିଧାୟକଙ୍କ କରମକଳରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକର ମୁନାପାଳୀ ଗ୍ରାମର ଗ୍ରାମ୍ୟ ପାନୀୟଜଳ ଯୋଗାଣ!-->…
Read More...
Read More...
ଫେକ ଆଇଡିରୁ ଅଶ୍ଳୀଳ ଗାଳିଗୁଲଜ କରୁଥିବା ଅଭିଯୋଗ ରେ ଯୁବକ ଗିରଫ
ପାଟଣାଗଡ,୧୫/୧୨ - ବର୍ତ୍ତମାନ ବିଜ୍ଞାନ ଓ ଡିଜିଟାଲ ଯୁଗରେ ବୁଦ୍ଧିର ପ୍ରୟୋଗ କରି ମଣିଷ ଯେପରି ଆଗକୁ ବଢିଚାଲିଛି ଠିକ୍ ସେହିପରି ଉନ୍ନତ ବୁଦ୍ଧିକୁ ନେଗେଟିଭ ଆଡକୁ ଟାଣି ନେଇ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି । ଏଭଳି ଏକ ଘଟଣା ପାଟଣାଗଡରେ ଘଟିଛି । ଫେକ୍ ଫେସବୁକ ଖୋଲି!-->…
Read More...
Read More...
କମିଶନରେଟ ଅଞ୍ଚଳରେ ଖୋଲିବ ୩ ନୂଆ ଥାନା
ଭୁବନେଶ୍ୱର: କମିଶନରେଟ ପୁଲିସ ଅଞ୍ଚଳରେ ଖୋଲିବ ଆଉ ୩ଟି ନୂଆ ଥାନା । ୩ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ପାହାଳ, ଇନଫୋଭ୍ୟାଲି ଏବଂ ବୟାଳିଶିମୌଜା/ବେଣ୍ଟକାର ଠାରେ ନୂଆ ଥାନା ଖୋଲିବ ।ଅନ୍ୟପକ୍ଷରେ ରାଜ୍ୟରେ ସାଇବର ଅପରାଧ ଓ ଆର୍ଥିକ ଅପରାଧ!-->…
Read More...
Read More...