Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଫୁଲବାଣୀଠାରେ ୭୩ ତମ ଏନସିସି ଦିବସ ପାଳିତ
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ପୁରାତନ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ଠାରେ ୭୩ ତମ ଏନସିସି ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ସର୍ବ ପ୍ରଥମେ ନୂତନ ଏନସିସି କ୍ୟାଡେଟମାନଙ୍କୁ ବରିଷ୍ଠ ଭିତ୍ତିରେ ପ୍ରଦର୍ଶନ ଅନୁସାରେ ରେଙ୍କ ପ୍ରଦାନ ଉତ୍ସବ ପାଳନ କରାଯାଇଥିଲା । ତତ୍ ସହିତ!-->…
Read More...
Read More...
ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ
ବୌଦ୍ଧ.୨୮/୧୧- ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ୧୮-୧୯ ବର୍ଷ ବୟସର ଯୁବପିଢି ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବାପାଇଁ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
କବି ନୃସିଂହାନନ୍ଦ ମହାପାତ୍ରଙ୍କୁ “ସମ୍ଭାବନା’ ପୁରସ୍କାର
ଫୁଲବାଣୀ :କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ ଓ ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ଭାବନା ସାହିତ୍ୟ ଓ ସଂସ୍କୃତି ପରିଷଦ, ଆସ୍କା ଶାଖା ତରଫରୁ ତା'ର ପୂଜ୍ୟପୂଜା ଉତ୍ସବ ଓ ରାଜ୍ୟ ସ୍ତରୀୟ କବି ଓ କଳାକାର ସମାବେଶ ଅବସରରେ ସମ୍ୱର୍ଦ୍ଧିତ କରାଯାଇଛି । ଏହି!-->…
Read More...
Read More...
ଶିଶୁ ମନ୍ଦିରର ବିଜ୍ଞାନ କଂଗ୍ରେସ୍ ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ
ପରଳାଖେମୁଣ୍ଡି : ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ମାଲିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସ୍ନାଲ ସ୍କୁଲଠାରେ ୨୭ ଓ ୨୮ ନଭେମ୍ବରରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଗଜପତିରୁ ତିନୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା । ସେଥିରୁ!-->…
Read More...
Read More...
ହାତୀ ଆକ୍ରମଣରେ ଜଣେ ମୃତ
ଦେବଗଡ : ରବିବାର ଦେବଗଡ ରେଞ୍ଜ ସୁଗୁଡା ବିଟ ଅନ୍ତର୍ଗତ ବୁଢୀବିଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ସେହି ବୁଢୀବିଲ ଗ୍ରାମର ଚେମରୁ ନାଏକଙ୍କ ପୁଅ ୨୮ ବର୍ଷ ବୟସ୍କ ଲମ୍ବୋଦର ନାଏକ । ମୃତ ଲମ୍ବୋଦର ଗ୍ରାମର ଅନ୍ୟ କିଛି ବ୍ୟକ୍ତିଙ୍କ ସହ ମିଶି!-->…
Read More...
Read More...
କଣ୍ଟାମାଳଠାରେ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବୈଠକ
କଣ୍ଟାମାଳ,୨୮ ।୧୧ : କଣ୍ଟାମାଳ ବ୍ଲକ ମଲିକୁଦ ତେଲନଦୀ କୂଳରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ସଭାପତି ପୂର୍ଣ୍ଣ ଚରଣ ସାହୁଙ୍କ ସଭାପତିତ୍ୱ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭୁବନେଶ୍ୱର ଠାରେ ଡିସେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସମାବେଶରେ ଯୋଗଦେବା ପାଇଁ!-->…
Read More...
Read More...
ପ୍ରଥମ ଟେଷ୍ଟ : ବିଜୟଠାରୁ ୯ ଉଇକେଟ ଦୂରରେ ଭାରତ
କାନପୁର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଭାରତକୁ ଆଉ ୯ ୱିକେଟ୍ ଦରକାର । ୨୮୪ ରନ୍ର ଲକ୍ଷ୍ୟକୁ ପିଛା କରି!-->…
Read More...
Read More...
ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:କାଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା!-->…
Read More...
Read More...
ଇତିହାସ ରଚିଲେ ଶ୍ରେୟସ ଆୟର
କାନପୁର : କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଇତିହାସ ସୃଷ୍ଟି କରିଛନ୍ତି । ଶ୍ରେୟସ୍ ବର୍ତ୍ତମାନ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ନିଜର ଡେବ୍ୟୁ ମ୍ୟାଚ୍ରେ!-->…
Read More...
Read More...
ନୂଆ ଭ୍ୟାରିଆଣ୍ଟ ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଣ୍ଟର ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜରେ ସଂକ୍ରମଣ ଚେନ୍କୁ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବା ସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟକୁ ଫୋକସ କରାଯାଇଛି । ବିଦେଶ ଫେରନ୍ତା ଉପରେ!-->…
Read More...
Read More...