Browsing Category

ରାଜ୍ୟ

ମମିତା ହତ୍ୟାକାଣ୍ଡ ମାମଲା: ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମ ଗିରଫ

ବଲାଙ୍ଗୀର : ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦଙ୍କ ସହଯୋଗୀ ଗିରଫ । ସନସାଇନ୍ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ । ଆଜି ରାଧେଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯିବ । ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ନେଇ
Read More...

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା

ପାରଳାଖେମୁଣ୍ଡି : ଆଜି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଗୋ ହତ୍ୟା ଓ ଗୋ-ଚାଲାଣ ରୋକିବା, ଧର୍ମାନ୍ତରୀକରଣ ବନ୍ଦ କରିବା, ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା,
Read More...

କ୍ଷମା ମାଗିବା ସହ କାନ୍ଦି ପକେଇଲା ଗୋବିନ୍ଦ

ଭୁବନେଶ୍ୱର:  ୫ ଦିନିଆ ରିମାଣ୍ଡରେ ଅଛି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଘନ ଘନ ଜେରା ବେଳେ କ୍ଷମା ମାଗିବା ସହ କାନ୍ଦି ପକେଇଲା ଗୋବିନ୍ଦ । ନିଜ ଭୁଲ ଓ କଳା କାରନାମା ମାନିବା ସହ ମମିତାଙ୍କ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସମସ୍ତଙ୍କ ନାଁ କହିଲା ଗୋବିନ୍ଦ
Read More...

ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଯୋଗୁଁ ବଲାଙ୍ଗୀର ରାଜରାସ୍ତା ଖାଁ ଖାଁ

ବଲାଙ୍ଗୀର : ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ କଲେଜ । ଗଡିମୋଟର ଗଡୁ ନାହିଁ । ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା । କେବଳ ବଲାଙ୍ଗୀର ସହର ନୁହେଁ ଲୋଇସିଂହା, ପାଟଣାଗଡ, କଂଟାବାଞ୍ଜି, ଟିଟିଲାଗଡ ଆଦି ଅନେକ ସ୍ଥାନରେ ବିଜେପି
Read More...

ସୁନାପାଙ୍ଗା ଗ୍ରାମକୁ ବିଜୁ ସେତୁ ସାତସପନ, ନଦୀ ପାର ପାଇଁ ବିଦ୍ୟୁତ ତାର ଓ କାଠ ଗଣ୍ଡି ଭରସା

ଦାରିଙ୍ଗବାଡି,୨୧/୧୦: ପାଦେ ପାଦେରେ ବିପଦ । ମରଣକୁ ବରଣ କରି ନଦୀ ଉପରେ ବିଦ୍ୟୁତ ତାର ଓ କାଠ ଗଣ୍ଡି ଉପରେ ଯାତାୟାତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନଗୁଡ଼ିକରେ ନଦୀ ନାଳ ଦ୍ୱାରା ଜଳ ବନ୍ଦୀ ପାଲଟୁଥିବା ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା କରିଛନ୍ତି ।
Read More...

ମାଁ ସମଲେଇଙ୍କ ରାଜରାଜେଶ୍ୱରୀ ବେଶ ଓ ନୂତନ ଧ୍ୱଜାରୋହଣ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଗତକାଲି ପବିତ୍ର ଶରଦ ପୂର୍ଣ୍ଣିମା ଅବସରରେ ରାଜରାଜେଶ୍ୱରୀ ବେଶ ହେବା ସହିତ ବିଳମ୍ବିତ ସନ୍ଧ୍ୟାରେ ମନ୍ଦିର କଳସ ଉପରେ ନୂତନ ଧ୍ୱଜାରୋହଣ ହୋଇଯାଇଛି । ମନ୍ଦିରର ଏହି ପରମ୍ପରା ବିଗତ ୪ଶହ ବର୍ଷ ହେଲା ପାଳିତ ହୋଇଆସୁଛି ବୋଲି ମନ୍ଦିର
Read More...

କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀସାହି ଛକରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ୩୭ ବର୍ଷ ହେଲା ଏଠାରେ ପ୍ରତି ବର୍ଷ ମାଆଙ୍କ ପୂଜା ମଣ୍ଡପ ନିର୍ମାଣ ହୋଇ ଆସୁଛି । ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଏଠାରେ ମାଆଙ୍କ ପୂଜା ଆରମ୍ଭ
Read More...

ସତ ବଖାଣିଛି ମମିତା ହତ୍ୟାକାରୀ ଗୋବିନ୍ଦ

ବଲାଙ୍ଗିର: ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ଓଡିଶା । ରିମାଣ୍ଡରେ ଆସି ନିଜ ପାପ କାହାଣୀର ସତ ବଖାଣିଛନ୍ତି ଗୋବିନ୍ଦ ସାହୁ । ଗତକାଲି ବଂଗୋମୁଣ୍ଡା କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ଏପରି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ । ଅନୈତିକ ପ୍ରେମ
Read More...

ପୁରପଲ୍ଲୀରେ ହରଗୌରୀ ପୂଜା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୁରପଲ୍ଲୀରେ ହରଗୌରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଏକ କୃଷି ଭିତ୍ତିକ ପୂଜା ଅଟେ । କୁମାର ପୂର୍ଣ୍ଣିମା ଦିନରେ ପ୍ରତ୍ୟେକ ପୁରପଲ୍ଲୀରେ ହରଗୌରୀଙ୍କ ମୂର୍ତ୍ତି ଧରି ଗ୍ରାମ ପରିକ୍ରମା ବାଦ୍ୟ ବାଜଣା ଧୂପ ଦୀପ ସହ ମାଆଙ୍କ ସ୍ତୁତି ଖଣ୍ଡା ଧରି
Read More...

ସ୍ମୃତିରେ ସହିଦ୍‌, ନୟାଗଡ଼ରେ ପାଳିତ ହେଲା ୬୨ ତମ ସହିଦ୍‌ ସ୍ମୃତି ଦିବସ

ଦଶପଲ୍ଲା : ନୟାଗଡ ପିଟିଏସ୍‌ ପଡିଆଠାରେ ଆଜି ଜିଲ୍ଲା ପୁଲିସ ପକ୍ଷରୁ ୬୨ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ବୀର ପୁଲିସ କର୍ମଚାରୀ ଓ ଅଧିକାରୀମାନଙ୍କ କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ,ବଳିଦାନ ଓ ବଳିଷ୍ଠ ଅବଦାନର ସ୍ମୃତି ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳିତ ହୋଇଆସୁଛି । ଏହି ଅବସରରେ
Read More...