Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁନ୍ଦରଗଡରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ବିତୀୟ ଜିଲ୍ଲା । ସୂଚନାଯୋଗ୍ୟ ଯେ!-->…
Read More...
Read More...
ମାୟାବତୀ ନଦୀରେ ବନ୍ୟା : ବାସଗୃହ ଓ ଅଫିସରେ ପଶିଲା ପାଣି
ପାଟଣାଗଡ : ପାଟଣାଗଡ ସହର ନିକଟବର୍ତ୍ତୀ ମାୟାବତୀ ନଦୀରେ ବନ୍ୟା ଭଳିଆ ସ୍ଥିତି ସୃଷ୍ଟି ହୋଇଛି । ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମାୟାବତୀ ନଦୀ ରହିଛି । ଏହି ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳକୁ ସଂରକ୍ଷଣ କରିବା ପାଇଁ ବ୍ରିଜ ନିକଟରେ ଗେଟ କରାଯାଇଛି ।!-->…
Read More...
Read More...
ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ
ସୁବର୍ଣ୍ଣପୁର : ସହରର ଢେରାପଡା ଠାରେ ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଆଜି ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ସକାଳୁ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ଦ୍ୱାରା ପୂଜନୋତ୍ସବ କାର୍ଯ୍ୟରେ କର୍ତ୍ତାଭାବରେ ବି.ଶିବରାଓ କାର୍ଯ୍ୟ ତୁଳାଇଥିଲେ । ଏହି ମନ୍ଦିରଟି!-->…
Read More...
Read More...
ନରସିଂହ ମିଶ୍ରଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ, ମରୁଡି ଘୋଷଣା ଓ ସାର ଯୋଗାଣ ପାଇଁ ଦାବି
ସୁବର୍ଣ୍ଣପୁର: ଆଜି ଓଡିଶା ବିଧାନ ସଭାର କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତରେ ଆସି ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଓ ପୁରାପ୍ରସ୍ତୁତ ରହିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ଏବଂ ଜ଼ିଲ୍ଲାର ସୋନପୁର,!-->…
Read More...
Read More...
ପ୍ରଥମ ଥର ଗଜପତି ଜିଲ୍ଲାରେ ଏନ୍ଇଟି ପରୀକ୍ଷା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍ଇଟି) ରବିବାର ୧୨.୯.୨୧ ଦିନ ପରିଚାଳିତ ହୋଇଛି । ପାରଳାଖେମୁଣ୍ଡିରେ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ଏବଂ କେଭିରେ ପରୀକ୍ଷା କେନ୍ଦ୍ର ହୋଇ ଥିଲା । ସର୍ବମୋଟ ୨୭୨ ଜଣ ଆଶାୟୀ ପ୍ରାର୍ଥୀ!-->…
Read More...
Read More...
ବଦଳିବେ କି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ? ଜୟରାମଙ୍କୁ ଦିଲ୍ଲୀରୁ ଡାକରା ପରେ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଜୟରାମଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏହି!-->…
Read More...
Read More...
ବର୍ଷାକୁ ନେଇ ଏସ୍ଆରସିଙ୍କ ସୂଚନା, ବୌଦ୍ଧରେ ସର୍ବାଧିକ, ନବରଙ୍ଗପୁରରେ ସର୍ବନିମ୍ନ
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ସେ କହିଛନ୍ତିଯେ, ସେପ୍ଟେମ୍ବରରେ ଏଯାବତ ରାଜ୍ୟରେ ୨୭୫ ମିମି ବର୍ଷା ହୋଇଛି । ପ୍ରଥମ ୧୪ ଦିନ ଭିତରେ ସାଧାରଣତଃ ସେପ୍ଟେମ୍ବରରେ ୧୧୦!-->…
Read More...
Read More...
ଅପରାହ୍ନରେ ହୀରାକୁଦର ୬ଟି ଗେଟ୍ ଖୋଲିବ
ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆଜି ଅପରାହ୍ନ ୫ଟାରେ ୬ଟି ଗେଟ୍ ଖୋଲା ଯିବ ବୋଲି ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ଅନ୍ୟ ପକ୍ଷରେ!-->…
Read More...
Read More...
୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରୀୟ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୪୮ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ ମୁହାଁ ହେବ ।!-->…
Read More...
Read More...
କରୋନା ନେଲା ଆଉ ୪ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ!-->…
Read More...
Read More...