Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୭୬ ଜଣ ଲୋକାଲ୍!-->…
Read More...
Read More...
ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍: ୧୨ ଟ୍ରେନ ବାତିଲ
ଅନୁଗୋଳ: ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଗତ ରାତିରେ ଲାଇନଚ୍ୟୁତ୍ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ!-->…
Read More...
Read More...
ରୋଟାରୀ କ୍ଲବ ପୁରୀ ସାଗରର ଅଧିଷ୍ଠାନ ଦିବସ
ପୁରୀ : ରୋଟାରୀ କ୍ଲବ୍ ଅଫ୍ ପୁରୀର ସାଗରର ତୃତୀୟ ଅଧିଷ୍ଠାନ ଦିବସ ସ୍ଥାନୀୟ ହଲିଡେ ରିସୋର୍ଟ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରକୁ ମୁଖ୍ୟ ଅତିଥି ଭାବେ ରୋଟାରୀର ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଦିଲ୍ଲୀପ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଏହି ଅବସରରେ!-->…
Read More...
Read More...
ଡିଜିପି ଆୱାର୍ଡ ପାଇଲେ ଥାନା ଅଧିକାରୀ ଓ ଏସଆଇ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀମାନେ ନିଜର କାର୍ଯ୍ୟ ଓ ଜନସାଧାରଣଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ଏବଂ ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି । ଅନେକ ସମୟରେ ନିଜ ପରିବାରକୁ ପଛରେ ପକାଇ!-->…
Read More...
Read More...
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି
ଭୁବନେଶ୍ୱର : ଅଙ୍ଗନବାଡ଼ି ଦିଦି । ସମସ୍ତେ ଜାଣନ୍ତି ଅଙ୍ଗନବାଡ଼ି ଦିଦିଙ୍କର ଦରମା କେତେ ? ଦରମା ବୃଦ୍ଧି ପାଇଁ ଆନ୍ଦୋଳନ ବି ଆମେ ଦେଖୁଛେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ଅଙ୍ଗନବାଡ଼ି ଦିଦି କୋଟି କୋଟି ଟଙ୍କାର ମାଲିକ । ଭିଜିଲାନ୍ସ ଏମିତି ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ!-->…
Read More...
Read More...
ଏହି ଜିଲ୍ଲାରେ ଆଜି ସ୍କୁଲ ଛୁଟି
ବଲାଙ୍ଗୀର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାର ସ୍ଥିତି ବେହାଲ ହୋଇଛି । ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ବଲାଙ୍ଗିର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।
Read More...
Read More...
ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି,୨୪ ଘଣ୍ଟା ହେଲା ଅନ୍ଧାରରେ ୮ପଞ୍ଚାୟତ
ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି,୨୪ ଘଣ୍ଟା ହେଲା ଅନ୍ଧାରରେ ୮ପଞ୍ଚାୟତଦାରିଙ୍ଗବାଡି:ଲଘୁଚାପ ପ୍ରଭାବରେ ଦାରିଙ୍ଗବାଡି ବ୍ଲକରେ ୨ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ସ୍ଥାନକୁ ଯାତାୟାତ କରିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ବ୍ଲକର ୮ଟି!-->…
Read More...
Read More...
ଗର୍ଜିଲେ ଯାଦବ ସମାଜ: ଜାତିଭିତ୍ତିକ ଜନଗଣନାକୁ ନେଇ ରାୟଗଡା ଜିଲ୍ଳା ଯାଦବ ମହାସଭା ପକ୍ଷରୁ ସ୍ମାରକପତ୍ର
ରାୟଗଡା; ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ‘ଜନଗଣନା-୨୦୨୧’ରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସହ ଜାତିଭିତିକ ଜନଗଣନାକୁ ଅନ୍ତର୍ଗତ କରାଯିବା ନିମନ୍ତେ ରାଜ୍ୟ ଉତ୍କଳ ଯାଦବ ମହାସଭାର ଆହ୍ୱାନ କ୍ରମେ ରାୟଗଡ ଜିଲ୍ଲା ଯାଦବ ମହାସଭା ତରଫରୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ!-->…
Read More...
Read More...
ପୁରୀରେ ରେକର୍ଡ ବର୍ଷା, ରାସ୍ତାଘାଟ ଜଳମଗ୍ନ
ପୁରୀ : ଲଘୁଚାପ ଯୋଗୁ ପୁରୀରେ ପ୍ରବଳ ବର୍ଷା ହୋଇଛି । ରେକର୍ଡ ୩୪୧ ମିମି ବର୍ଷା ହୋଇଛି ପୁରୀରେ । ଫଳରେ ପୁରୀ ସହରର କିଛି ଅଞ୍ଚଳ ଏବଂ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି । ଅନେକ ଜାଗାରେ ୩ ରୁ ୪ ଫୁଟ ପାଣି ଜମି ରହିଥିବା ଯୋଗୁ ଲୋକମାନେ ଯିବାଆସିବା କରି ପାରୁନାହାନ୍ତି । ବିଶେଷ!-->…
Read More...
Read More...
ପିଆଶାଳ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୨ ଗିରଫ
ବାଲିଗୁଡ଼ା: ପିଆଶାଳ କାଠ ପଟା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବନ ବିଭାଗ ପକ୍ଷରୁ ଚଢ଼ାଉ । ଚୋରାଚାଲାଣ ବେଳେ ମାଦାଗୁଡ଼ା ନିକଟରୁ ପିକ୍ଅପ୍ ଭ୍ୟାନ୍ ସହ ୧୯ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ଘଟଣାରେ ଦୁଇଜଣ ଚାଲାଣକାରୀ ଗିରଫ କରିଛି ବନବିଭାଗ । ଜବତ କାଠର!-->…
Read More...
Read More...