Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିଷାନ ସଙ୍ଘର ଆନ୍ଦୋଳନ ଚେତାବନୀ
ପୁରୀ,୮/୯- କେନ୍ଦ୍ର ସରକାର ପ୍ରତ୍ୟେକ କୃଷିଜାତ ଦ୍ରବ୍ୟର ବିକ୍ରିପାଇଁ ନିର୍ଦ୍ଦିିଷ୍ଟ ମୂଲ୍ୟ ତଥା ଏମଏସପି ଲାଗୁ କରିଥିବା ବେଳେ ଏହା ପ୍ରକୃତରେ ପାଳନ ହେଉନାହିଁ । ଚାଷୀ ତାର କୃଷିଜାତ ଦ୍ରବ୍ୟ ବିକ୍ରିବେଳେ ଏମଏସପିରୁ କମ ମୂଲ୍ୟ ପାଉଥିବାବେଳେ ବିପୁଳ କ୍ଷତିର ସମୁଖୀନ ହେଉଛି । ଏଣୁ!-->…
Read More...
Read More...
ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ଚାରି ଆହତ
ଘୁ. ଉଦୟଗିରି,୮/୯- ଆଜି ଅପରାହ୍ନ ପ୍ରାୟ୨ ଘଣ୍ଟିକା ସମୟରେ କଳିଙ୍ଗା ଆଡୁ ଘୁ ଉଦୟଗିରିକୁ ଓଡି୧୨ବି୦୧୨୪ ନମ୍ବର ବିଶିଷ୍ଟ ଏକ ଅଟୋ ଦ୍ରୁତଗତିରେ ଆସୁଥିବାବେଳେ ଘୁ ଉଦୟଗିରିରୁ ପଦାସାହି ଯାଉଥିବା ଏକ ବାଇକ ମଧ୍ୟରେ ଧକ୍କା ହେଇଥିଲା, ଯାହା ଫଳରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଘୁ!-->…
Read More...
Read More...
ପ୍ରଶାସନ ନଶୁଣିବାରୁ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ
ବୌଦ୍ଧ/ଜହ୍ନ ।ପଙ୍କ,୮/୯- ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରୀ କଲେ । ଏପରିକି ବୌଦ୍ଧ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟକୁ ବି ଘେରିଲେ କିଛି ଫଳ ହେଲାନାହିିଁ । ଶେଷରେ ଗ୍ରାମର କିଛି ସ୍ୱେଚ୍ଛାସେବୀ ମିଶି ରାସ୍ତା ନିର୍ମାଣ କଲେ । ଏଭଳି ଦୃଶ୍ୟ ଦେଖିବ ।କୁ ମିଳିଛି ବୌଦ୍ଧବ୍ଲକ ଖୁଂଟବନ୍ଧ!-->…
Read More...
Read More...
ଏସଓପିକୁ ନେଇ ଭକ୍ତ ସନ୍ତୋଷ
ପୁରୀ,୮/୯- ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ଥିବା ଏସଓପିକୁ ସାମାନ୍ୟ କୋହଳ କରାଯାଇଛି । ଭକ୍ତମାନେ ଏଣିକି ଶନିବାର ଦିନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ସକାଳ ୭ ଟା ରୁ ସନ୍ଧ୍ୟା ୭ ଟା ଯାଏ ଥିବା ଦର୍ଶନ ସମୟ ଅବଧିକୁ ରାତି ୯ ଟା ଯାଏ ବଢ଼ାଇ!-->…
Read More...
Read More...
ବିଜେପି ହିଁ ବୌଦ୍ଧର ଉନ୍ନତି କରିପାରିବ – ଲେଖାଶ୍ରୀ ସାମନ୍ତସିଂହାର
ବୌଦ୍ଧ,୮/୯- ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇଦିନିଆ ବୌଦ୍ଧଗସ୍ତରେ ଆସି ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାର ଉନ୍ନତି କରିପାରିବ ବୋଲି କହିଛନ୍ତି । ଜିଲ୍ଲା ଗଠନ ହେବାର ୨୭ ବର୍ଷ!-->…
Read More...
Read More...
ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ
ପାଟଣାଗଡ଼ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ । ଆୟ ବର୍ହିଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଚଳକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏକକାଳୀନ ପାଟଣାଗଡ଼!-->…
Read More...
Read More...
ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବସ୍ତିବାସିନ୍ଦା
ପୁରୀ : ପୁରୀରେ ଅନେକ ବସ୍ତି ବାସିନ୍ଦା ରାଜ୍ୟ ଜାଗା ମିଶନ ଯୋଜନାରୁ ବାଦ ପଡିଛନ୍ତି । ବିଭିନ୍ନ ନିୟମକୁ ଆଳ କରି ପୁରୀ ଜିଲ୍ଲା ପ୍ରଶାସନ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ ନେଇ ଆଜି ସିଟି ରୋଡ଼ ବାଙ୍କୀ ମୁହାଣ ଅଂଚଳର ୪ଟି ବସ୍ତି ବାସିନ୍ଦା ପୁରୀ ଜିଲାପାଳଙ୍କ ଅଫିସ!-->…
Read More...
Read More...
କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ଅନ୍ତର୍ଗତ ବିଲାବାଡି ରାଜସ୍ୱ ଗ୍ରାମର ପଦାସାହି, ରେକାପଡି, ବାଡିଆନାଜୁ,ମହାନାଜୁ ଓ ସୀତାପଡି ଗ୍ରାମର ଏଗାର ଶହ ପରିବାରର ଦୁଇ ହଜାର ଜନସଂଖ୍ୟା ଅଂଚଳରେ ରାସ୍ତା ଖଣ୍ଡିଏ ନଥିବାରୁ ସେହି ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି!-->…
Read More...
Read More...
ଏହି ଜିଲ୍ଲାରେ ପ୍ରବଳ ବର୍ଷା, ୩ ଘଣ୍ଟା ପାଇଁ ହୋଇଯାନ୍ତୁ ସାବଧାନ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି । ସେହି ୪ଟି ଜିଲ୍ଲାଗୁଡିକ ହେଉଛି- କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ । ଏହି ଜିଲ୍ଲାଗୁଡିକରେ!-->…
Read More...
Read More...
ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ: ବିଷ ପିଇଲେ…
ଭୁବନେଶ୍ବର: ପୁଣି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ଆଜି(ବୁଧବାର) ଜଣେ ଯୁବକ ବିଷ ପିଇବା ପରେ ହାତ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ନାମ କୁଜଙ୍ଗ ବ୍ଲକର ଦୁଷ୍ମନ୍ତ ଦାସ ବୋଲି!-->…
Read More...
Read More...