Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା
ପୁରୀ,୭/୯- ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ଠାକୁରଙ୍କ ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ!-->…
Read More...
Read More...
ଏ ଏସ ଆଇ ମହେଶ୍ୱର ବେହେରା ପାଇଲେ ଡିଜିପି ପୁରସ୍କାର
ଗଞ୍ଜାମ,୭/୯ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଏ ଏସ ଆଇ ମହେଶ୍ୱର ବେହେରା ଙ୍କୁ ଡିଜିପି ପୁରସ୍କାର ସହ ସମ୍ବର୍ଦ୍ଧିିତ କଲେ ଗଞ୍ଜାମ ଏସ. ପି. ବ୍ରିଜେଶ କୁମାର ରାୟ । ଉଲ୍ଲେଖନୀୟ ସେବାପାଇଁ ୨୦୨୦ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଏ ଏସ ଆଇ ବେହେରାଙ୍କୁ ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି!-->…
Read More...
Read More...
ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ କନ୍ଧମାଳ ଜିଲ୍ଲା ପ୍ରବାସ କାର୍ଯ୍ୟକ୍ରମ ଓ ଜିଲ୍ଲା…
କ. ନୂଆଗାଁ,୭/୯- ଆଜି ଭାରତୀୟ ଜନତା ଦଳ ତରଫରୁ ଏକ ଜିଲ୍ଲା କାର୍ଯ୍ୟକର୍ତା ବୈଠକ ସାରଙ୍ଗଡସ୍ଥିତ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ସଭାଗୃରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ!-->…
Read More...
Read More...
ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ
ବୌଦ୍ଧ,୭/୯-ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପନ୍ନ ବୌଦ୍ଧଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ!-->…
Read More...
Read More...
ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ପାଳିତ
ବୌଦ୍ଧ,୭/୯- ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ର, ଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯାଇ ଏଥିସହିତ ୱେବଲିଙ୍କ ଦିଆଯାଇଥିଲା । କରୋନା କଟକଣାକୁ ନଜରରେ!-->…
Read More...
Read More...
ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୌଦ୍ଧ ଗସ୍ତ
ବୌଦ୍ଧ,୭/୯ : - ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକ୍ ରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡା ଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧାସଳଖ ଖୁଣ୍ଟିଗୋରାଠାରେ!-->…
Read More...
Read More...
ପଛୁଆବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କଲା ଭାଜପା
ସମ୍ବଲପୁର : ପଛୁଆ ବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରିଛି ଭାରତୀୟ ଜନତା ପାର୍ଟି । ଆଜି ଏହି ପ୍ରସଙ୍ଗରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପାର ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏହା କହିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ପଛୁଆ ବର୍ଗଙ୍କ ସାମାଜିକ,!-->…
Read More...
Read More...
ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନ
ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ମନ୍ଦିରରେ ପ୍ରତିବର୍ଷ ନୂଆଁଖାଇ ଭୋଗ ପାଇଁ ସ୍ଥାନୀୟ ବଲବସପୁରରୁ ନୂଆଁ ଧାନ ଆସିଥାଏ ଓ ଏବର୍ଷ ପାଇଁ ଆଜି ପହଞ୍ଚିଛି । ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ଏଥିରୁ ବିଧିପୂର୍ବକ ଚାଉଳ କଢା ଯାଇ ସେଥିରୁ ପ୍ରସ୍ତୁତ ଖିରୀକୁ ମାଁ ସମଲେଇଙ୍କ!-->…
Read More...
Read More...
ପୋଖରୀରେ ବୁଡି ବାପାଝିଅ ମୃତ
ନୂଆପଡା : ପୋଖରୀରେ ବୁଡି ବାପାଝିଅ ମୃତ୍ୟୁବରଣ କରିଥିବା ଭଳି ଏକ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଏନ୍ଏସି ସାଲେଭଟା ଗାଁରେ । ଉଭୟଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି । ଖବର ଅନୁଯାୟୀ ଉଭୟ ବାପାଝିଅ ଆଜି ସକାଳେ ଗାଧୋଇବାକୁ ପୋଖରୀକୁ!-->…
Read More...
Read More...
ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କଲା କଂଗ୍ରେସ
ଟିଟିଲାଗଡ଼ : ଠିକ୍ ସମୟରେ ସଠିକ ପରିମାଣର ବର୍ଷା ନ ହେବ ତଥା ଜଳସେଚନର ଘୋର ଅସୁବିଧା ଯୋଗୁଁ ଏହି ବର୍ଷ ଚାଷ ଭଲ ଭାବରେ ହୋଇ ପାରିନାହିଁ, ମାଟିଫାଟି ଆଁ କଲାଣି, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ ଋଣ ବୋଝ ସହ କିପରି ବଞ୍ଚିବ ସେଥିପାଇଁ ସରକାରଙ୍କ ସହାୟତା ଅପେକ୍ଷାରେ ବସି!-->…
Read More...
Read More...