Browsing Category

ରାଜ୍ୟ

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି : ତୁରିକେଲା ବ୍ଲକ ଟିକ୍ରାପଡା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ମୃତକ ମହିଳା ଜଣକ ହେଲେ ତୁରିକେଲା ବ୍ଲକ ବାଞ୍ଜିପାଲି ଗାଁର ହଳଧର ମାଝିଙ୍କ ଝିଅ ପ୍ରେମଶିଲା ମାଝି । ଏ ନେଇ ମହିଳାଙ୍କ ପରିବାର ଲୋକ ଯୌତୁକ ପାଇଁ ହତ୍ୟା ଅଭିଯୋଗ
Read More...

ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଘୁନେଶ ପଂଚାୟତ କାଦୋବେଡା ଗ୍ରାମର ଚାଷୀ ରେଚକ ବନଛୋର(୬୦) ବିଷ ପିଇ ଆତ୍ମହତ୍ୟା କରିଥିବାରୁ ବିଜେପି ପ୍ରତିନିଧ ଦଳ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନ ଜଣାଇଛନ୍ତି । ମୃତକଙ୍କ ପତ୍ନୀ ପାର୍ବତୀଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଜଣେ
Read More...

ସାର ବ୍ୟବସାୟୀ ଓ ଜିଲ୍ଲା କୃଷି ବିଭାଗର ମଧୁଚନ୍ଦ୍ରିକାରେ ଚାଷୀ ହନ୍ତସନ୍ତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରେ ଚାଷୀ ସାରର କଳା ବଜାରୀ ନେଇ ଅଭିଯୋଗ କଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛନ୍ତି । ସାରର କଳା ବଜାରୀ ବଜାରରେ ଚାଲିଥିବା ବେଳେ ଓ ସାରର କୃତ୍ରିମ
Read More...

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଠାବ, ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା !

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଘଟିଛି ଅଘଟଣ । ମାତ୍ର ୪ ମାସ ତଳେ ବିବାହ କରିଥିବା ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଉଛନ୍ତି ପାଣ ଗଉଡଙ୍କ ପୁଅ ବିପିନ ଗଉଡ ଓ ବୋହୁ ଲିଲି ଗଉଡ। ଚାରି
Read More...

ହୋଟେଲରେ ସେକ୍ସ କାରବାର୍ ; ୮ ବଙ୍ଗୀୟ ଯୁବତୀ ଉଦ୍ଧାର, ୨ ଦଲାଲ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଯେମିତି ଅପରାଧ ଓ ନିଶା କାରବାର ବଢ଼ି ଚାଲିଛି ସେମିତି ଓୟୋ ହୋଟେଲ, ଗେଷ୍ଟ ହାଉସ୍‌, ଭଡ଼ା ଘର ମାନଙ୍କରେ ବେଧଡକ ଚାଲିଛି ସେକ୍ସ କାରବାର । ଦଲାଲ ମାନେ ବିଭିନ୍ନ ବସ୍ତି ମାନଙ୍କରୁ ଓ ବାହାରୁ ଯୁବତୀ ମାନଙ୍କୁ ରାତାରାତି ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ପ୍ରଲୋଭନ
Read More...

ଗଜପତି ଜିଲ୍ଲାସ୍ତରୀୟ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ସାମ୍ବିଧାନିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାସ୍ତରୀୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଏକ ସାମ୍ବିଧାନିକ ସମ୍ମିଳନୀ ମହେନ୍ଦ୍ର ଗଡ ସ୍ଥିତ କାର୍ତ୍ତିକ ଗୋମଙ୍ଗ ଉଚ୍ଚ଼ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ରାଜ୍ୟ ସହ ସମ୍ପାଦକ
Read More...

ରାଜ୍ୟରେ ଆଉ ୮୦୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଶୂନରୁ ୧୮ ବର୍ଷ ବର୍ଗର। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୮ଟି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬ ଜଣ
Read More...

ପରକ୍ରିୟା ପ୍ରୀତିରୁ ଜଘନ୍ୟ ହତ୍ୟାକାଣ୍ଡ ଘଟଣା,ସ୍ୱାମୀ ରଚିଥିଲା ଷଡଯନ୍ତ୍ର: ୩ ଅଭିଯୁକ୍ତଗିରଫ

ରାୟଗଡ/୪/୯/୨୧: ପରକ୍ରିୟା ପ୍ରୀତିକୁ ନେଇ ରାୟଗଡ ସହରର ନ୍ୟିୁକଲୋନୀ ସ୍ଥିତ ବନ୍ଧନ ବ୍ୟାଙ୍କ ନିକଟରେ ରହୁଥିବା ବି.ରାଜ କୁମାରଙ୍କୁ ଗତ ୧ତାରିଖ ଦିନ ନିର୍ଦ୍ଦୟ ହତ୍ୟା କରିଥିବା ଅଭିଯୋଗରେ ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଦୁଇଜଣ ସହଯୋଗୀକୁ ରାୟଗଡ ଥାନା ପୋଲିସ ଗିରଫ
Read More...

ସୁବର୍ଣ୍ଣପୁରରେ ଗଠନ ହେଲା ପ୍ରିଣ୍ଟ୍‌ ମିଡ଼ିଆ ଫୋରମ

ସୁବର୍ଣ୍ଣପୁର,୪/୯- ସୁବର୍ଣ୍ଣପୁର ସଦରର ସମସ୍ତ ପ୍ରିଣ୍ଟ୍‌ ମିଡିଆ ପ୍ରତିନିଧିଙ୍କୁ ନେଇ ଆଜି ସ୍ଥାନୀୟ ପଟାଭାଡି ନିକଟସ୍ଥ ଶ୍ରୀଶ୍ରୀ ଲୋକନାଥ ମନ୍ଦିର ପରିସରରେ ସୁବର୍ଣ୍ଣପୁର ପ୍ରିଣ୍ଟ୍‌ ମିଡିଆ ନାମରେ ଏକ ମିଡିଆ ଫୋରମ ଗଠନ କରାଯାଇଛି । ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାକ୍ରମେ
Read More...

ପାଇଖାନା ଘରୁ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୪/୯: ପାଇଖାନା ଘରୁ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଲୁହରା ସାହିରେ । ପୋଲିସ ଆଜି ଅପରାହ୍ନ ସମୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସନ୍ଦେହଜନକ ମୃ ଦେହ ପାଇଖାନ
Read More...