Browsing Category

ରାଜ୍ୟ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ବିକ୍ଷୋଭ

ଗଜପତି,୨/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ପକ୍ଷରୁ ବିକ୍ଷୋଭ କରାଯାଇଛି । ଗାଁ ସାଥୀଙ୍କ କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତକୁ ଟେକି ଦେବା ପାଇଁ ପଞ୍ଚାୟତ ରାଜ୍‌ ଏବଂ ପାନୀୟ ଜଳ ଯୋଗାଣ ପକ୍ଷରୁ ବାରମ୍ବାର
Read More...

ଅର୍ଥାଭାବାରୁ ଉଚ୍ଚ ଶିକ୍ଷାରେ ଡୋରି ବାନ୍ଧିବେ ମେଧାବି ଛାତ୍ର ରୁଦ୍ର

ବୌଦ୍ଧ/ଜହ୍ନ ।ପଙ୍କ,୨/୯- ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗ୍ରାମର ଉଗ୍ରେସନ ମିର୍ଦ୍ଧାଙ୍କ ପୁଅ ରୁଦ୍ର ନାରାୟଣ ମିର୍ଦ୍ଧା । ରୁଦ୍ର ଗତ ମାଟ୍ରିକ ପରୀକ୍ଷାରେ ୫୩୩ ମାର୍କ ରଖି ଏ-୨ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ବାପା ଜଣେ ମାନସିକ ବିକୃତ ରୋଗୀ । ବିପିଏଲ ଶ୍ରେଣୀ
Read More...

କନ୍ଧମାଳ ଜିଲ୍ଲାର ଡେପୁଟେସନ ନାଁରେ ବିଶେଷଜ୍ଞ ଡାକ୍ତରଙ୍କୁ ଫେରାଇ ଅଣା ନଗଲେ ସିଡିଏମଓଙ୍କ ଅଫିସ ହେବ ଘେରାଉ

ଫୁଲବାଣୀ,୨/୯- କନ୍ଧମାଳ ଜିଲାର ପ୍ରାୟ ଦଶ ଜଣ ଡାକ୍ତରଙ୍କ ଡେପୁଟେସନ ବାତିଲ କରିବାକୁ ଦାବି କରିଛି ମିଳିତ ନାଗରିକ କମିଟି । ଦୀର୍ଘ ବର୍ଷ ହେବ ଦଶଟି ମେଡିସିନ ବିଶେଷଜ୍ଞ ପଦବୀ ଖାଲି ରହିବା ଫଳରେ ଗରିବ ଶ୍ରେଣୀର ଲୋକମାନେ ଖର୍ଚ୍ଚ ବହୁଳ ବାହାର ଡାକ୍ତରଖାନାରେ ଚିକିତ୍ସିତ ହେବାକୁ
Read More...

ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲା ଜିଲ୍ଲା ବିଜେଡି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗୁରାଣ୍ଡୀ ଗ୍ରାମ ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ପାଲିଆ ସାହିରେ ଚାରି ଗୋଟି ଘରପୋଡି ପାଉଁଶ ହୋଇଥିବା ଖବର ପାଇ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ ନାୟକ,ରାଜ କୁମାରୀ କଲ୍ୟାଣି ଗଜପତି,ଯୁବ ସଭାପତିଏସ.ଲିଙ୍ଗରାଜ ସଂସଦ
Read More...

ଚାଷୀଙ୍କ ପାଇଁ ଭଲ ଖବର : ଆସୁଛି ଲଘୁଚାପ, ୬ ଓ ୭ରେ ଭଲ ବର୍ଷିବ

ଭୁବନେଶ୍ୱର:  ନିଅଣ୍ଟିଆ ବର୍ଷାରେ ଦହଗଞ୍ଜ ହେଉଥିବା ଚାଷୀଙ୍କ ପାଇଁ ଭଲ ଖବର ।  ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର  । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୬
Read More...

ମାନସ ଦାସଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର : ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇ ନେଇଛି ଖୋର୍ଦ୍ଧା ପୁଲିସ  । ତାଙ୍କ ନାମରେ ବହୁ ଏତଲା ଦାଏର କରାଯାଇଥିଲା  । କଡ଼ବରେ ଜଣେ ବ୍ୟକ୍ତିକୁ ତାଲିବାନୀଙ୍କ ଭଳି ନିର୍ମମ ମାଡ଼ ଘଟଣାରେ ସେ ଚର୍ଚ୍ଚାକୁ ଆସିଥିଲେ  । ଏହାଛଡ଼ା ତାଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଣଭୋଜି ବେଶ ଏବଂ କୋଳିବିକା ନୀତି

ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହୋଇଛି । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥିଲେ ମହାପ୍ରଭୁ । ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବେଶରେ ବଡଠାକୁର ଶ୍ରୀବଳଭଦ୍ର
Read More...

କିଆକଟା ଏମ୍‌ଇ ସ୍କୁଲ ଖେଳ ପଡିଆ ନିର୍ମାଣରେ ଦୁର୍ନୀତିର ଗନ୍ଧ ! ଖର୍ଚ୍ଚ ହୋଇଛି ୫ଲକ୍ଷ, ଖେଳି ପାରୁନାହାନ୍ତି ପିଲା

ଅନୁଗୋଳ : ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ଦେଉଥିବା କଥା ସବୁ ବେଳେ କହୁଛନ୍ତି । ଏପରିକି ନିକଟରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହା ଫଳରେ ଗ୍ରାମାଞ୍ଚଳରୁ ବହୁ ଖେଳାଳି ସୃଷ୍ଟି ହେବେ । କିନ୍ତୁ
Read More...