Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ
କଟକ: ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍ଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ!-->…
Read More...
Read More...
୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ ସହ ୩ ଗିରଫ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ସେହି ଥାନା ଅଂଚଳର ଭୃଙ୍ଗଙ୍ଗେଯାଡି ନିକଟରୁ ଜିଲ୍ଲା ବାହାରକୁ ଚାଲାଣ ହେବାକୁ ଯୋଜନା ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇକୁ ଚାଲାଣ କରିବାକୁ ଯୋଜନା କରୁଥିବା ୩ ଜଣଙ୍କୁ!-->…
Read More...
Read More...
ଲିଡ୍ସରେ ଔଣମ ଉତ୍ସବ ପାଳିଲେ ବିରୁଷ୍କା
ଲିଡ୍ସ : ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଇଂଲଣ୍ଡରେ ଅଛନ୍ତି । ସୋମବାର ବିରୁଷ୍କା ଲିଡ୍ସର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଭାରତର ଲୋକପ୍ରିୟ ଉତ୍ସବ ଔଣମ ପାଳନ କରିଛନ୍ତି । ଏହି ଉତ୍ସବ ପ୍ରାୟତଃ କେରଳ ପାଳନ କରାଯାଏ । ବିରୁଷ୍କା ଏହି!-->…
Read More...
Read More...
ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍!-->…
Read More...
Read More...
ନିଶାନ ସହାୟତାରେ ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନମାନଙ୍କର ଅନାଥ ଶିଶୁମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲାରେ ୭ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ କରୁଛି । ସେମାନଙ୍କ ମଧ୍ୟରୁ!-->…
Read More...
Read More...
କାବୁଲରୁ ଫେରିଲେ ୨୫ ଭାରତୀୟ ସମେତ ୭୮ ଯାତ୍ରୀ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଦଖଲ ମଧ୍ୟରେ ଭାରତୀୟମାନଙ୍କୁ କାବୁଲରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଆଜି ୭୮ ଜଣଙ୍କୁ ନେଇ ଏୟାର ଇଣ୍ଡିଆର ଏଆଇ-୧୯୫୬ ବିମାନ ତାଜିକିସ୍ତାନର ରାଜଧାନୀ ଦୁଶାନବେରୁ ଦିଲ୍ଲୀରେ ପହଞ୍ଚିଛି । ଏଥିମଧ୍ୟରେ ୨୫ ଜଣ ଭାରତୀୟ ନାଗରିକ ଏବଂ ୪୬ ଜଣ!-->…
Read More...
Read More...
ଏନକାଉଣ୍ଟରରେ ୨ ମାଓବାଦୀ ନିହତ
ଛତିଶଗଡ଼: ଛତିଶଗଡ଼ରେ ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସୁକମା କହ୍ନାଇଗୁଡ଼ାରେ ପୋଲିସ-ମାଓବାଦୀଙ୍କ ଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ କୋଣ୍ଟା ଏରିଆ କମାଣ୍ଡର କୱାସି ହୁଙ୍ଗାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ!-->…
Read More...
Read More...
ରାଜ୍ୟ ରାଜନୀତିରେ ଅଶ୍ୱିନୀଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀ ମଣ୍ଡଳର ପ୍ରଥମ ଅଦଳବଦଳ ଓ ସମ୍ପ୍ରସାରଣରେ ଓଡିଶାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ପଦ ସମ୍ଭାଳିବାର ଦୁଇ ସପ୍ତାହ ପରେ ପ୍ରଥମ ଓଡିଶା ଗସ୍ତରେ ଆସିଥିଲେ ।!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ପାରା ଅଲିମ୍ପିକ୍ସ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା
ପୁରୀ : ଭାରତୀୟ ପାରା ଅଲିମ୍ପିକ୍ସ ଟିମକୁ ଶୁଭେଚ୍ଛା । ପୁରୀ ବେଳାଭୂମି ରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓରେ ପାରା ଅଲିମ୍ପିକ୍ସ ଭାରତ ଅଧିକରୁ ଅଧିକ ମେଡାଲ ଜିତି ସାରା ବିଶ୍ୱରେ ଭାରତ କୁ ଗର୍ବିତ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ
ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସୋମବାର ଫୁଲବାଣୀ ପୋକ୍ସ କୋର୍ଟ ବିଚାରପତି ଅଭିଯୁକ୍ତ ତ୍ରିନାଥ ଜୁଣ୍ଡିକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ!-->…
Read More...
Read More...