Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ, କରୋନା କଟକଣା ପାଇଁ ଫିକା ପଡିଛି ବିଘ୍ନ ବିନାଶକଙ୍କ ପୂଜା
ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଉଛନ୍ତି ବିଘ୍ନ ବିନାଶକ । କୋଭିଡ୍ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି ।!-->…
Read More...
Read More...
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ଶୁଭେଚ୍ଛା
ପୁରୀ, ୯/୯- ପବିତ୍ର ଗଣେଶ ପୂଜା ଅବସରରେ ବିଶିଷ୍ଟ ବାଲୁକା ଚିତ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ର ଅଭିନନ୍ଦନ ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଦେଇ ଥିବା ବେଳେ ୭ ହଜାର ରୁ ଅଧିକ କଉଡ଼ି ,!-->…
Read More...
Read More...
ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ନବରଙ୍ଗପୁର ,୯/୯ - ନବରଙ୍ଗପୁର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ଆଜି ପାଳନ କରାଯାଇଅଛି । ଜିଲ୍ଲାପ୍ରଶାସନ, ପୌରପାଳିକା ନବରଙ୍ଗପୁର ଆନୁକୁଲ୍ୟରେ ସଦାଶିବ ତ୍ରିପାଠୀ ପାର୍କ ଠାରେ ଅନୁଷ୍ଠିତ ଏହି!-->…
Read More...
Read More...
ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି
ପୁରୀ, ୯/୯- ଗଣେଶ ପୂଜା ଅବସରରେ ପୁରୀର ଯୁବ ଆର୍ଟିଷ୍ଟ ଶାଶ୍ୱତ ରଂଜନ ସାହୁ ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ଗଣେଶ ପୂଜାର ଶୁଭେଚ୍ଛା ସମସ୍ତଙ୍କୁ ଦେଇଛନ୍ତି । ୫ ହଜାର ୬ ଶହ ୨୧ ଟି ଦିିଆସିଲି କାଠି ଏଥିରେ ତିଆରି ପାଇଁ ବ୍ୟବହାର ହୋଇଛି । ଦିିଆସିଲି!-->…
Read More...
Read More...
ହିିନ୍ଦୁରାଷ୍ଟ୍ର ଘୋଷଣା ଦାବିରେ ସାଧୁସନ୍ଥ ଦେଲେ ଦାବିପତ୍ର
ଦଶପଲ୍ଲା,୯/୯- ସର୍ବଭାରତୀୟ ସାଧୁସନ୍ଥ ସମ୍ମିଳନୀ ପକ୍ଷରୁ ଭାରତକୁ ଏକ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ଦାବିରେ ଆଜି ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦଶପଲ୍ଲାର ପୁରାତନ କୈବଲ୍ୟଗିରି ମଠରେ ପୂର୍ବାହ୍ନରେ ଶତାଧିକ ସାଧୁସନ୍ଥ ଏକତ୍ର!-->…
Read More...
Read More...
୧୦ ଦଫା ଦାବିନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର ପ୍ରଦାନ
ବୌଦ୍ଧ,୯/୯- ମୂଲ୍ୟବୃଦ୍ଧି ଉପରେ ରୋକ୍ ଲଗାଇବାକୁ ଓ ଅନ୍ୟାନ୍ୟ ଦାବିନେଇ ଆଜି ଭାରତୀୟ ମଜଦୁର ସଂଘ ବୌଦ୍ଧ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରଯାଇଛି । ଦାବିଗୁଡିକ ମଧ୍ୟରେ ଉପଭୋକ୍ତା ଆଇନରେ ସଂଶୋଧନ ଆଣିବା, ପେଟ୍ରୋଲିଅମ ଉତ୍ପାଦର!-->…
Read More...
Read More...
ତାଳସରଡ଼ା କ୍ଲଷ୍ଟରରେ ଶିକ୍ଷକ ସମାବେଶ
ବୌଦ୍ଧ,୯/୯- ବୌଦ୍ଧବ୍ଲକ ତାଳସରଡ଼ା କ୍ଲଷ୍ଟର ଟାଇଞ୍ଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟଅତିଥି ଜିଲ୍ଲାଶିକ୍ଷା ଅଧିକାରୀ ଡ. ଉଦୟନାଥ!-->…
Read More...
Read More...
ନକଲି ପେଟ୍ରୋଲ, ଡିଜେଲ କାରଖାନା ଠାବ, ଅଭିଯୁକ୍ତ ଗିରଫ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ପେଟ୍ରୋଲ, ଡିଜେଲ, କାରଖାନା ଠାବ କରିଛି ବୈରୀ ପୋଲିସ । ଉକ୍ତ ନକଲି କରବାରର ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈରି ପୋଲିସ । ସୂଚନାନୁଯାୟୀ ବୁଡ଼ାକେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ!-->…
Read More...
Read More...
ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ
ଭୁବନେଶ୍ୱର: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମସ୍ତଙ୍କୁ କଲବଲ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଠୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ପୁଣି ମନ୍ତ୍ରୀ ଓ!-->…
Read More...
Read More...
ମାଙ୍କଡ ଆକ୍ରମଣରେ ଭାଜପା ନେତାଙ୍କ ପତ୍ନୀ ମୃତ
କଇରାନା (ଶାମଲି): ଉତ୍ତର ପ୍ରଦେଶର ଶାମଲି ଜିଲାରେ ମାଙ୍କଡଙ୍କ ଆତଙ୍କରାଜରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ପୂର୍ବରୁ ମାଙ୍କଡଙ୍କ ଆକ୍ରମଣରେ ଅନେକ ଗୁରୁତର ଭାବେ ଆହତ ହେବା ସହିତ କେତେକଙ୍କର ଜୀବନ ଯାଇଥିବାବେଳେ ସଦ୍ୟ ଏମିତି ଏକ ଦୁଃଖଦ ଘଟଣା ଘଟିଛି। ଘର ଛାତ ଉପରେ ଥିବା ଜଣେ!-->…
Read More...
Read More...