Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଦ୍ୟୁତ ସେବା ନେଇ ତାତିଲେ ଉପଭୋକ୍ତା: ରାଜ ରାସ୍ତାରେ କଲେ ସଭା
କଣ୍ଟାମାଳ,୧୬/୯ - ବିଦ୍ୟୁତ ଭଳି ସେବାରେ ଅତିଷ୍ଠ କଣ୍ଟାମାଳବ୍ଲକ ପଲସାଗୋରା ଅଞ୍ଚଳର ଉପଭୋକ୍ତା ଆଜି ସନ୍ଧ୍ୟାରେ ଏକତ୍ରିତ ହୋଇ ଏହାରି ପ୍ରତିକାର ପାଇଁ ଏକ ଉପଭୋକ୍ତା ମେଳି ସଭା ପଲସାଗୋରା-ଦପଲା ରାସ୍ତାରେ କରିଥିବା ଦେଖିବାକୁ ମିଳିଛି । ଗତ କିଛି ମାସ ହେଲା କଣ୍ଟାମାବ୍ଲକରେ ନିୟମିତଭାବେ!-->…
Read More...
Read More...
ଶନିବାର ରାତିରେ ବନ୍ୟା !
ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦରୁ ୫.୨୦ ଲକ୍ଷ କୁ୍ୟସେକ ଜଳ ପଶୁଛି ଓ ୪.୮୦ ଲକ୍ଷ ବାହାରୁଛି । ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଆପଣାଉଛନ୍ତି । ଯେଉଁମାନେ ଦୁର୍ନୀତି ଅଭିଯୋଗରେ ଧରାପଡ଼ୁଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଉଛନ୍ତି । ତେବେ ଏହା ସତ୍ତ୍ୱେ ବି ଦୁର୍ନୀତି ହଟୁନି । ଏପରିକି ସରକାରୀ କର୍ମଚାରୀଙ୍କ ମଧ୍ୟରେ ଲାଞ୍ଚ!-->…
Read More...
Read More...
ସୀମା ବିବାଦ ପ୍ରସଙ୍ଗରେ ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସୀମାନ୍ତ ମାଣିକପାଟଣା ଗାଁରେ ଆନ୍ଧ୍ରର ଦାଦାଗିରି ପରେ ଓଡ଼ିଶା ସରକାରଙ୍କ ନୀରବତାକୁ ନେଇ ବର୍ଷିଛି ବିଜେପି । ଆଜି ଗଜପତି ଜିଲ୍ଲା ବିଜେପି କାର୍ଯ୍ୟଳୟରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା!-->…
Read More...
Read More...
୫୦୦ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ ୨ ଅଟକ
ଗଞ୍ଜାମ /କୋଦଳା :ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମର ଏକ ଘରୁ ୫୦୦କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ କଲା କୋଦଳା ପୋଲିସ୍ । କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ୍ । ଘଟଣାସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଗଞ୍ଜେଇ!-->…
Read More...
Read More...
ଅଧିକ ଗେଟ୍ ଖୋଲିବାରୁ ମହାନଦୀ ଜଳସ୍ତର ବୃଦ୍ଧି: ଚିନ୍ତା ବଢ଼ାଉଛି ତୁହାକୁ ତୁହା ବର୍ଷା
ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ୨୮ଟି ଖୋଲି ନିଷ୍କାସନ ଫଳରେ ଆଜି ମଧ୍ୟାହ୍ନ ସୁଦ୍ଧା ମହାନଦୀରେ ପ୍ରାୟ ୪.୮ ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡ ବନ୍ୟାଜଳ ପ୍ରବାହିତ ହେଉ ଥିଲା ଓ ଏଥି ଯୋଗୁଁ ଏଠାକାର ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ସେହି ସମୟରେ ଜଳଭଣ୍ଡାର ଭିତରକୁ!-->…
Read More...
Read More...
ହତ୍ୟା ଓ ଲୁଟ ଘଟଣା : ଅଭିଯୁକ୍ତ ଗିରଫ ଦାବିରେ ବଙ୍ଗୁମୁଣ୍ଡା ବନ୍ଦ ସହ ଥାନା ଘେରାଓ
ଜଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ବଙ୍ଗୁମୁଣ୍ଡା ଜମିଦାରପଡ଼ା କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ପତ୍ନୀ ମଞ୍ଜୁଲତା ଜୈନଙ୍କ ହତ୍ୟା ଓ ଭଉଣୀ କାନକୁମାରୀ ଜୈନକୁ ଗୁରୁତର ଆହତ କରି ଦୁର୍ବୃତ୍ତ ଲୁଟ କରି ଫେରାର ମାରିଥିଲେ । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ଓ!-->…
Read More...
Read More...
ଜନପ୍ରତିନିଧିଙ୍କ ଆମରଣ ଅନଶନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଅରାଜକତା । ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ । ବ୍ଲକ୍ ସହକାରୀ ଯନ୍ତ୍ରୀ ବବୃବାହାନ ବେହେରା ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଛନ୍ତି ଜନ ପ୍ରତିନିଧି । ବିଧାୟକ ଓ ସହକାରୀ ଯନ୍ତ୍ରୀ ମନମୁଖୀ!-->…
Read More...
Read More...
ସ୍ୱିଗି ବୟ ଚିକୁନ ଗିରଫ
ଭୁବନେଶ୍ୱର: ମିଛ ଅପହରଣର ନାଟକ ରଚିଥିବା ସ୍ୱିଗ ବୟ ଶେଷ ଗିରଫ ହୋଇଛି । ଧଉଳି ପୁଲିସ ତାକୁ ଗିରଫ କରିଥିବା ଜଣାପଡିଛି । ବାନ୍ଧବୀଙ୍କ ସହ ଚିକୁନଙ୍କୁ ଆଜି ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ ଉଭୟଙ୍କୁ ପଚରାଉଚରା କରିଛି । ବାନ୍ଧବୀ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ!-->…
Read More...
Read More...
ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଠାବ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଠାବ ହେଲା ମାଓ ଶିବିର । ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ବଦିଲି ପାହାଡ ଉପରେ ନକ୍ସଲମାନେ ଏକ ବଡ ଧରଣର କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ପକ୍ଷରୁ!-->…
Read More...
Read More...