ସ୍ୱିଗି ବୟ ଚିକୁନ ଗିରଫ

0 69

ଭୁବନେଶ୍ୱର: ମିଛ ଅପହରଣର ନାଟକ ରଚିଥିବା ସ୍ୱିଗ ବୟ ଶେଷ ଗିରଫ ହୋଇଛି । ଧଉଳି ପୁଲିସ ତାକୁ ଗିରଫ କରିଥିବା ଜଣାପଡିଛି । ବାନ୍ଧବୀଙ୍କ ସହ ଚିକୁନଙ୍କୁ ଆଜି ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ ଉଭୟଙ୍କୁ ପଚରାଉଚରା କରିଛି । ବାନ୍ଧବୀ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ ତାଙ୍କ ସହିତ ଯାଇଥିଲେ ସେ ମତେ ଅପହରଣ କରିନାହାନ୍ତି ।

hiranchal ad1
Leave A Reply

Your email address will not be published.

1 × four =