Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏସଓପିକୁ ନେଇ ଭକ୍ତ ସନ୍ତୋଷ
ପୁରୀ,୮/୯- ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ଥିବା ଏସଓପିକୁ ସାମାନ୍ୟ କୋହଳ କରାଯାଇଛି । ଭକ୍ତମାନେ ଏଣିକି ଶନିବାର ଦିନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ସକାଳ ୭ ଟା ରୁ ସନ୍ଧ୍ୟା ୭ ଟା ଯାଏ ଥିବା ଦର୍ଶନ ସମୟ ଅବଧିକୁ ରାତି ୯ ଟା ଯାଏ ବଢ଼ାଇ!-->…
Read More...
Read More...
ବିଜେପି ହିଁ ବୌଦ୍ଧର ଉନ୍ନତି କରିପାରିବ – ଲେଖାଶ୍ରୀ ସାମନ୍ତସିଂହାର
ବୌଦ୍ଧ,୮/୯- ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇଦିନିଆ ବୌଦ୍ଧଗସ୍ତରେ ଆସି ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାର ଉନ୍ନତି କରିପାରିବ ବୋଲି କହିଛନ୍ତି । ଜିଲ୍ଲା ଗଠନ ହେବାର ୨୭ ବର୍ଷ!-->…
Read More...
Read More...
ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ
ପାଟଣାଗଡ଼ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ । ଆୟ ବର୍ହିଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଚଳକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏକକାଳୀନ ପାଟଣାଗଡ଼!-->…
Read More...
Read More...
ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବସ୍ତିବାସିନ୍ଦା
ପୁରୀ : ପୁରୀରେ ଅନେକ ବସ୍ତି ବାସିନ୍ଦା ରାଜ୍ୟ ଜାଗା ମିଶନ ଯୋଜନାରୁ ବାଦ ପଡିଛନ୍ତି । ବିଭିନ୍ନ ନିୟମକୁ ଆଳ କରି ପୁରୀ ଜିଲ୍ଲା ପ୍ରଶାସନ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ ନେଇ ଆଜି ସିଟି ରୋଡ଼ ବାଙ୍କୀ ମୁହାଣ ଅଂଚଳର ୪ଟି ବସ୍ତି ବାସିନ୍ଦା ପୁରୀ ଜିଲାପାଳଙ୍କ ଅଫିସ!-->…
Read More...
Read More...
କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ଅନ୍ତର୍ଗତ ବିଲାବାଡି ରାଜସ୍ୱ ଗ୍ରାମର ପଦାସାହି, ରେକାପଡି, ବାଡିଆନାଜୁ,ମହାନାଜୁ ଓ ସୀତାପଡି ଗ୍ରାମର ଏଗାର ଶହ ପରିବାରର ଦୁଇ ହଜାର ଜନସଂଖ୍ୟା ଅଂଚଳରେ ରାସ୍ତା ଖଣ୍ଡିଏ ନଥିବାରୁ ସେହି ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି!-->…
Read More...
Read More...
ଏହି ଜିଲ୍ଲାରେ ପ୍ରବଳ ବର୍ଷା, ୩ ଘଣ୍ଟା ପାଇଁ ହୋଇଯାନ୍ତୁ ସାବଧାନ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି । ସେହି ୪ଟି ଜିଲ୍ଲାଗୁଡିକ ହେଉଛି- କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ । ଏହି ଜିଲ୍ଲାଗୁଡିକରେ!-->…
Read More...
Read More...
ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ: ବିଷ ପିଇଲେ…
ଭୁବନେଶ୍ବର: ପୁଣି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ଆଜି(ବୁଧବାର) ଜଣେ ଯୁବକ ବିଷ ପିଇବା ପରେ ହାତ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ନାମ କୁଜଙ୍ଗ ବ୍ଲକର ଦୁଷ୍ମନ୍ତ ଦାସ ବୋଲି!-->…
Read More...
Read More...
ରାଜ୍ୟ ସରକାରୀ କର୍ମଚାରୀଙ୍କ ଆରଡିସି ଅଫିସ ଅଭିଯାନ
ସମ୍ବଲପୁର:ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବିଭିନ୍ନ ବିଳମ୍ବିତ ଦାବିକୁ ନେଇ ଆଜି ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) କାର୍ଯ୍ୟାଳୟ ଅଭିମୁଖେ ଅଭିଯାନ ପାଇଁ ଆହ୍ୱାନ କରାଯାଇଛି । ଆଜି ପୂର୍ବାହ୍ନ ସମୟରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ!-->…
Read More...
Read More...
ଫାଣ୍ଡି ସ୍ଥାପନ ଦାବି କଲେ ଧନକଉଡା ବାସିନ୍ଦା
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥାଇ ମଧ୍ୟ ଉପେକ୍ଷିତ ରହିଯାଉଛି ଧନକଉଡା ବ୍ଲକ ଅଞ୍ଚଳ । ସେଠାରେ ଅପରାଧିକ କାର୍ଯ୍ୟକଳାପ ଦୈନନ୍ଦିନ ବୃଦ୍ଧି ପାଉଛି । ଏହାର ସୁଯୋଗ ନେଇ ସେଠାକୁ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀ ମଧ୍ୟ ଆସିବା ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ ଧନକଉଡା!-->…
Read More...
Read More...
ଚୂଲ୍ଲାରେ ବସିଛି କଡେଇ, ଉଷୁମା ପାଣିରେ ଧ୍ୟାନରେ ବସିଛି ପିଲା
ନୂଆଦିଲ୍ଲୀ : ଆମର ଦେହର କୌଣସି ଜାଗାରେ ଉଷମ କ୍ଷୀର କିମ୍ବା ପାଣି ପଡିଗଲେ ଆମକୁ କେତେ କଷ୍ଟ ଲାଗେ । କିନ୍ତୁ ଜଣେ ପିଲା ଉଷୁମା ପାଣିରେ ଧ୍ୟାନରେ ବସିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହା ଦେଖିବା ପରେ ଆପଣଙ୍କ ଦେହ ଶିହିରି ଉଠିବ । ଏହି ଭିଡିଓ କେଉଁଠିକାର!-->…
Read More...
Read More...