Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନନ୍ଦନକାନରେ ନୂଆ ଅତିଥି
ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି ନୂଆ ଅତିଥି। ଖୁଆଡ ନଂ ୬୩ରେ ରହୁଥିବା ଜଳହସ୍ତୀ ଶନିବାର ଏକ ଶାବକକୁ ଜନ୍ମ ଦେଇଛି। ଏବେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪ ପୁରୁଷ ଜଳହସ୍ତୀ,୬ଟି ମାଈ ଏବଂ!-->…
Read More...
Read More...
ଦାରିଙ୍ଗବାଡିର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କଲେ ଚାର୍ଲେସ ନାୟକ
ଦାରିଙ୍ଗବାଡି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ନୂତନ ତହସିଲଦାର ଭାବେ ଚାର୍ଲେସ ନାୟକ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏଠାରେ କାର୍ଯ୍ୟରତ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଦାରିଙ୍ଗବାଡି ବିଡିଓ ଭାବେ ବଦଳି ହେବା ପରେ ଦାରିଙ୍ଗବାଡ଼ି ତହସିଲଦାର ଭାବରେ ଅତିରିକ୍ତ ତହସିଲଦାର ନରେନ୍ଦ୍ର!-->…
Read More...
Read More...
ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଆୟୋଜିତ ହୋଇଥିବା ଏହି ସାରସ୍ୱତ ସମାରୋହରେ ଜିଲ୍ଲା!-->…
Read More...
Read More...
ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଜଗାଦ୍ୱାର
ପୁରୀ : ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବ । ଏଥିପାଇଁ ଆଜି ଶ୍ରୀମନ୍ଦିର ପୁନଃ ସାନିଟାଇଜ କରାଯାଇଛି । ରବିବାର ସପ୍ତାହାନ୍ତ ସଟଡାଉନ ଅବସରରେ ସାନିଟାଇଜ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ!-->…
Read More...
Read More...
ଦର୍ପଣ ତହସିଲଦାରଙ୍କ ଚଢାଉ, ୮ଗାଡ଼ି ଜବତ
ଚଣ୍ଡିଖୋଲ : ଦର୍ପଣ ତହସିଲ ଅଞ୍ଚଳରେ ପୁଣି ସକ୍ରିୟ ମାଫିଆ । ବେଆଇନ ଭାବେ ମାଙ୍କଡ଼ା ପଥର ଖନନ କରିବାର ଦୁଃସାହସ ଦେଖାଇବା ମହଙ୍ଗା ପଡ଼ିଲା । ମାଙ୍କଡ଼ା ପଥର ମାଫିଆଙ୍କ ଦ୍ୱାରା ବୈରୀ ମୌଜାରେ ବେଆଇନ ଖନନ ଓ ପରିବହନ ଚାଲୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଦର୍ପଣ ତହସିଲଦାର ପ୍ରଦୀପ!-->…
Read More...
Read More...
ଶଙ୍କର ସାହୁଙ୍କ ସୃତି ରେ ଶ୍ରଦ୍ଧାଞ୍ଜଳି ସଭା
ସୁବର୍ଣ୍ଣପୁର: ସେଥିଲେ ଏକାଧାରାରେ ଜଣେ ମିଷ୍ଟଭାଷୀ , ଦରଦୀ କବିପ୍ରାଣ ,ତଥା ତୀକ୍ଷ୍ଣ ରାଜନୈତିକ ବିିଶ୍ଲେଷକ । ସେ ବିଜୁ ବାବୁଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ବେଶ ଜଣାଶୁଣା ଥିଲେ । ଯଦିଓ ପାରମ୍ପରିକ ଶିକ୍ଷା ଗତ ଯୋଗ୍ୟତାରେ ସେ କୌଣସି ଡିଗ୍ରୀଧାରୀ ନଥିଲେ ତଥାପି ଶିକ୍ଷାପ୍ରତି ତାଙ୍କର!-->…
Read More...
Read More...
ଜିଲ୍ଲା କଂଗ୍ରେସର ଆକ୍ରୋଶ ସଭା
ବଲାଙ୍ଗୀର : ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଜିଲ୍ଲା କଂଗ୍ରେସ ତରଫରୁ ଆକ୍ରୋଶ ସମାବେଶ ନାମରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ ଜନ ଆଶୀର୍ବାଦ ଯାତ୍ରାକୁ ତୀବ୍ର ସମାଲୋଚନା କରିଥିଲେ । ଆଜି ବିଜେପିର!-->…
Read More...
Read More...
ପ୍ରଜାପିତା ବ୍ରହ୍ମକୁମାରୀ ତରଫରୁ ରକ୍ଷାବନ୍ଧନ ପାଳିତ
ବୌଦ୍ଧ,୨୨/୮:- ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ଭାଇଭଉଣୀଙ୍କ ଗହଣରେ ପାଳିତ ହୋଇଛି । କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ମାମିନା ଭଉଣୀ ଓ ରେଣୁ!-->…
Read More...
Read More...
ଦୂରରେ ଥିବାରୁ ଭାଇଙ୍କୁ ବାନ୍ଧି ପାରିଲେ ରାକ୍ଷୀ, ରେଳମନ୍ତ୍ରୀଙ୍କୁ ବାନ୍ଧି ଆଶୀର୍ବାଦ ନେଲେ
ଭବାନୀପାଟଣା : ଦେଶବ୍ୟାପୀ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା କ୍ରମରେ ଓଡ଼ିଶାରେ ଆଜି ଚତୁର୍ଥ ଦିନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଯିବା ପୂର୍ବରୁ ରେଳବାଇ ସୁରକ୍ଷା ବଳରେ କାର୍ଯ୍ୟରତ କନଷ୍ଟେବଳ!-->…
Read More...
Read More...
ହତ୍ୟାକାରୀ ବୋହୂ ଗିରଫ
ଯାଜପୁର : ହତ୍ୟାକାରୀ ବୋହୂ ଗିରଫ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ ଘଟଣା। ହତ୍ୟାକାରୀ ବୋହୂ ରୂପା ହାତୀଙ୍କୁ ଢେଙ୍କାନାଳରୁ ଗିରଫ କଲା ପାଣିକୋଇଲି ପୋଲିସ।ଖବର ଅନୁଯାୟୀ, ଗତ ୧୭ ତାରିଖ ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା!-->…
Read More...
Read More...