Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ବରିଷ୍ଠ ସାମ୍ବାଦିକ ସପତ୍ନୀକ ସମ୍ବର୍ଦ୍ଧିତ
ସମ୍ବଲପୁର :ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଗତକାଲି ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୀର ଅୟମାରମ୍ଭ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ସମ୍ମାନିତ ଅତିଥି ଭାବେ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା
ପୁରୀ : ପବିତ୍ର ଜନ୍ମାଷ୍ଟମୀ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଭଗବାନ କୃଷ୍ଣ କୋଭିଡ ମହାମାରୀ କବଳରୁ ଆମକୁ!-->…
Read More...
Read More...
ବୁଡାଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଚୋରି ଉଦ୍ୟମ, ଦୁଇ ସିସିଟିଭି କ୍ୟାମେରା ଭାଙ୍ଗିଲେ ଦୁର୍ବୃତ୍ତ
ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ପୁଣି ଥରେ ଚୋରି ଉଦ୍ୟମ ହୋଇଛି । ତେବେ ଦୁର୍ବୃତ୍ତମାନେ ଚୋରି କରିବାରେ ସଫଳ ହୋଇ ପାରିନଥିବା ଦେଖିବାକୁ ମିଳିଛି । ବ୍ୟାଙ୍କରେ ଲାଗିଥିବା ୨ଟି ସିସିଟିଭିକୁ ଭାଙ୍ଗି ଦେଇଥିବା ବେଳେ ବ୍ୟାଙ୍କ କାନ୍ଥ!-->…
Read More...
Read More...
ମୁଖ୍ୟ ଶାସନ ସଚିବଙ୍କ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଗସ୍ତ
ଦାରିଙ୍ଗବାଡି : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ୨ୟ ଦିନରେ ରବିବାର ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟ ଶାସନ ସଚିବ ରବିବାର ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ!-->…
Read More...
Read More...
ପାରା ଅଲିମ୍ପିକ୍ସରେ ଭାରତର ଜଳୱା ଜାରି : ଝାଝାରିଆଙ୍କୁ ରୌପ୍ୟ, ଗୁର୍ଜରଙ୍କୁ ବ୍ରୋଞ୍ଜ
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜଲୱା ଜାରି ରହିଛି। ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋୟର୍ ଦେବେନ୍ଦ୍ର ଝାଝାରିଆ ଏଠାରେ ହ୍ୟାଟ୍ରିକରୁ ବଞ୍ଚିତ ହୋଇଛନ୍ତି। ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ ହେଁ ଦେବେନ୍ଦ୍ର ରୌପ୍ୟ ପଦକ!-->…
Read More...
Read More...
ଓଲଟିଲା କାର, ୨ ମୃତ
ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ଗଙ୍ଗାବର ରାସ୍ତାରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ କାରଟି ଓଲଟି ରାସ୍ତା କଡ଼ ଥିବା ଏକ ଦଳ ପୂର୍ଣ୍ଣ ଖାତରେ ପଶି ଯାଇଥିଲା କାର । ଫଳରେ ଦୁଣଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଜଣେ ପାଣି ଭିତରେ କାରରେ ଫସି ରହିଥିବା ଅବସ୍ଥାରେ!-->…
Read More...
Read More...
ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ କିଛି ଦିନ ଧରି ଛୁଆଙ୍କ ସଂକ୍ରମଣ ଶହେ ଉପରେ ରହୁଥିବା ବେଳେ ସେଥିରେ ସାମାନ୍ୟ ବ୍ରେକ୍ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭ ପିଲା ପଜିଟିଭ ଚିହ୍ନଟ!-->…
Read More...
Read More...
ପାରା ଅଲିମ୍ପିକ୍ସ : ଅବନୀଙ୍କୁ ଐତିହାସିକ ସ୍ୱର୍ଣ୍ଣ, ଯୋଗେଶଙ୍କୁ ରୌପ୍ୟ
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ସୋମବାର ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଦେଶ ପାଇଁ ଏହି ପଦକ ଜିତିଛନ୍ତି ଶୁଟର ଅବନୀ ଲେଖରା। ୧୦ ମିଟର ଏୟାର ରାଇଫଲ୍ରେ ସେ ହାସଲ କରିଛନ୍ତି ଏହି ଐତିହାସିକ ସଫଳତା। ଏହା ସହିତ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବନୀ ବନି!-->…
Read More...
Read More...
ଆନ୍ତର୍ଜାତୀୟ ମାନବଧିକାର ପରିଷଦର ଜିଲ୍ଲା ବୋର୍ଡ଼ର ସାଧାରଣ ବୈଠକ
ଫୁଲବାଣୀ,୨୯/୮ - କନ୍ଧମାଳ ଜିଲ୍ଲା ଅନ୍ତର୍ଜାତୀୟ ମାନବଧିକାର ପରିଷଦର ଜିଲ୍ଲାବୋର୍ଡ଼ର ସାଧାରଣ ବୈଠକ ଫୁଲବାଣୀଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାବୋର୍ଡ଼ର ସଭାପତି ଜାକିରଉଲ୍ଲା ଖାନ ଜିଲ୍ଲାର ଉପସ୍ଥିତ ସମସ୍ତ କାଯ୍ୟକର୍ତ୍ତା ଯଥା ଏକ୍ସୟୁକେଟିଭ ସଭାପତି, ବାବାମଣି ସାହୁ,!-->…
Read More...
Read More...
ବୌଦ୍ଧଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୨୯/୮- ଆଜି ଜିଲ୍ଲା କଂଗ୍ରେସର ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳର ସାଙ୍ଗଠନିକ କାର୍ଯ୍ୟକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ, ସଂଗଠନକୁ ଅଧିକ ଦୃଢ଼ୀଭୂତ କରିବାପାଇଁ କଂଗ୍ରେସ ଦଳରେ ରହିଥିବା ଛାମୁଆ ସଂଗଠନ!-->…
Read More...
Read More...