Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖସିଲା କରୋନା ଗ୍ରାଫ୍, ରାଜ୍ୟରେ ୨୪ ଘଣ୍ଟାରେ ୭୪୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୫ ଓ ଲୋକାଲ କେସ ୩୧୦ଜଣ ଚିହ୍ନଟ ହୋଇଛନ୍ତି!-->…
Read More...
Read More...
ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ, କରୋନା କଟକଣା ପାଇଁ ଫିକା ପଡିଛି ବିଘ୍ନ ବିନାଶକଙ୍କ ପୂଜା
ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଉଛନ୍ତି ବିଘ୍ନ ବିନାଶକ । କୋଭିଡ୍ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି ।!-->…
Read More...
Read More...
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ଶୁଭେଚ୍ଛା
ପୁରୀ, ୯/୯- ପବିତ୍ର ଗଣେଶ ପୂଜା ଅବସରରେ ବିଶିଷ୍ଟ ବାଲୁକା ଚିତ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ର ଅଭିନନ୍ଦନ ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଦେଇ ଥିବା ବେଳେ ୭ ହଜାର ରୁ ଅଧିକ କଉଡ଼ି ,!-->…
Read More...
Read More...
ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ନବରଙ୍ଗପୁର ,୯/୯ - ନବରଙ୍ଗପୁର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ଆଜି ପାଳନ କରାଯାଇଅଛି । ଜିଲ୍ଲାପ୍ରଶାସନ, ପୌରପାଳିକା ନବରଙ୍ଗପୁର ଆନୁକୁଲ୍ୟରେ ସଦାଶିବ ତ୍ରିପାଠୀ ପାର୍କ ଠାରେ ଅନୁଷ୍ଠିତ ଏହି!-->…
Read More...
Read More...
ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି
ପୁରୀ, ୯/୯- ଗଣେଶ ପୂଜା ଅବସରରେ ପୁରୀର ଯୁବ ଆର୍ଟିଷ୍ଟ ଶାଶ୍ୱତ ରଂଜନ ସାହୁ ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ଗଣେଶ ପୂଜାର ଶୁଭେଚ୍ଛା ସମସ୍ତଙ୍କୁ ଦେଇଛନ୍ତି । ୫ ହଜାର ୬ ଶହ ୨୧ ଟି ଦିିଆସିଲି କାଠି ଏଥିରେ ତିଆରି ପାଇଁ ବ୍ୟବହାର ହୋଇଛି । ଦିିଆସିଲି!-->…
Read More...
Read More...
ହିିନ୍ଦୁରାଷ୍ଟ୍ର ଘୋଷଣା ଦାବିରେ ସାଧୁସନ୍ଥ ଦେଲେ ଦାବିପତ୍ର
ଦଶପଲ୍ଲା,୯/୯- ସର୍ବଭାରତୀୟ ସାଧୁସନ୍ଥ ସମ୍ମିଳନୀ ପକ୍ଷରୁ ଭାରତକୁ ଏକ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ଦାବିରେ ଆଜି ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦଶପଲ୍ଲାର ପୁରାତନ କୈବଲ୍ୟଗିରି ମଠରେ ପୂର୍ବାହ୍ନରେ ଶତାଧିକ ସାଧୁସନ୍ଥ ଏକତ୍ର!-->…
Read More...
Read More...
୧୦ ଦଫା ଦାବିନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର ପ୍ରଦାନ
ବୌଦ୍ଧ,୯/୯- ମୂଲ୍ୟବୃଦ୍ଧି ଉପରେ ରୋକ୍ ଲଗାଇବାକୁ ଓ ଅନ୍ୟାନ୍ୟ ଦାବିନେଇ ଆଜି ଭାରତୀୟ ମଜଦୁର ସଂଘ ବୌଦ୍ଧ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରଯାଇଛି । ଦାବିଗୁଡିକ ମଧ୍ୟରେ ଉପଭୋକ୍ତା ଆଇନରେ ସଂଶୋଧନ ଆଣିବା, ପେଟ୍ରୋଲିଅମ ଉତ୍ପାଦର!-->…
Read More...
Read More...
ତାଳସରଡ଼ା କ୍ଲଷ୍ଟରରେ ଶିକ୍ଷକ ସମାବେଶ
ବୌଦ୍ଧ,୯/୯- ବୌଦ୍ଧବ୍ଲକ ତାଳସରଡ଼ା କ୍ଲଷ୍ଟର ଟାଇଞ୍ଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟଅତିଥି ଜିଲ୍ଲାଶିକ୍ଷା ଅଧିକାରୀ ଡ. ଉଦୟନାଥ!-->…
Read More...
Read More...
ନକଲି ପେଟ୍ରୋଲ, ଡିଜେଲ କାରଖାନା ଠାବ, ଅଭିଯୁକ୍ତ ଗିରଫ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ପେଟ୍ରୋଲ, ଡିଜେଲ, କାରଖାନା ଠାବ କରିଛି ବୈରୀ ପୋଲିସ । ଉକ୍ତ ନକଲି କରବାରର ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈରି ପୋଲିସ । ସୂଚନାନୁଯାୟୀ ବୁଡ଼ାକେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ!-->…
Read More...
Read More...
ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ
ଭୁବନେଶ୍ୱର: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମସ୍ତଙ୍କୁ କଲବଲ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଠୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ପୁଣି ମନ୍ତ୍ରୀ ଓ!-->…
Read More...
Read More...