Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ
ପୁରୀ : ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି । ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ!-->…
Read More...
Read More...
ପୂର୍ତ୍ତଯନ୍ତ୍ରୀଙ୍କ କେଳେଙ୍କାରୀ: ବିନା ଟେଣ୍ଡରରେ ବିକ୍ରି କରିଥିବା ୪୦ ଲକ୍ଷ ଟଙ୍କାର ପୁରୁଣା ଲୁହା ସାମଗ୍ରୀର ତଦନ୍ତ…
ଘୁ.ଉଦୟଗିରି,୧୭/୮- ପୂର୍ତ୍ତବିଭାଗ କନ୍ଧମାଳ ଜିଲ୍ଲା ସେକ୍ସନ ସହକାରୀ ଯନ୍ତ୍ରୀ ଅରୁଣ ପ୍ରସାଦ ସାହୁଙ୍କ ଦ୍ୱାରା ଏକ ମହା କେଳେଙ୍କାରୀ ଓ ଦୁର୍ନୀତି ସାମ୍ନାକୁ ଆସିଛି । ବିଗତ ଦିନମାନଙ୍କରେ ଘୁ. ଉଦୟଗିରି ବିଧାୟକ ମଧ୍ୟ ତାଙ୍କ ବିଷୟରେ ସରକାରଙ୍କୁ ଚିଠି ଲେଖିଥିଲେ ଅନ୍ୟତ୍ର ବଦଳି ନିମନ୍ତେ!-->…
Read More...
Read More...
ସୁବର୍ଣ୍ଣପୁର ସହରର ୱାର୍ଡ ନଂ ୧ରେ ଜବରଦଖଲ ଉଚ୍ଛେଦ
ସୁବର୍ଣ୍ଣପୁର,୧୭/୮- ସୁବର୍ଣ୍ଣପୁର ଠାରେ ନବନିର୍ମିତ ଜିଲ୍ଲା ଶିଶୁ ଓ ମାତୃ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାକଡରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଛି ରାଜସ୍ୱ ବିଭାଗ । ଦୀର୍ଘ ଦିନରୁ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ସରକାରୀ ଜମି ଜବରଦଖଲ କରି ରହି ଆସୁଥିଲେ ।!-->…
Read More...
Read More...
ଘୁ.ଉଦୟଗିରି ବ୍ଲକରେ ରାସନ ସାମଗ୍ରୀ ବଣ୍ଟନ
ଘୁ.ଉଦୟଗିରି,୧୭/୮- ଜନବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ.ନୂଆଗାଁ ଆନୁକୂଲ୍ୟରେ ଆଜି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିର କରୋନାରେ ଆକ୍ରାନ୍ତ ଓ କରୋନାରେ ମୃତ୍ୟୁବରଣ କରିଥିବା ପରିବାରମାନଙ୍କୁ ଜନବିକାଶ ନିର୍ଦ୍ଦେଶକ ଶ୍ରୀ ମଦନ ସୁଆଲ ସିଂଙ୍କ ତତ୍ତ୍ୱାଧାନରେ ଜନବିକାଶ କର୍ମୀମାନେ ଆଜି!-->…
Read More...
Read More...
ଏଆଇଏସଏଫ ତରଫରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାପାଇଁ ଦାବି
ବୌଦ୍ଧ,୧୭/୮- ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ ଟାୱାର ନାହିଁତ ଅନ୍ୟ କେଉଁଠି ଦୁଇଓଳି ପେଟକୁ ଅନ୍ନମୁଠାଏ ଯୋଗାଡ କରିପାରୁନଥିବା ପିତାମାତା ପାଠ!-->…
Read More...
Read More...
ଶ୍ରୀମନ୍ଦିର ପରିଚାଳନା କମିଟିର ବୈଧତାକୁ ଚାଲେଞ୍ଜ, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଖୁଣ୍ଟିଆ ନିଯୋଗ
ପୁରୀ :ଗତ ୧୨ ତାରିଖରେ ନୁଆ କରି ଗଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଧତାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଖୁଣ୍ଟିଆ ନିଯୋଗ। ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପକ୍ଷରୁ ଏକ ପିଟିସନ ଦାୟର କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିବା ସହ ସମସ୍ତ!-->…
Read More...
Read More...
ଲାଞ୍ଚ ମାଗି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସରାମୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ
ଦାରିଙ୍ଗବାଡି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କଲେ। ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ!-->…
Read More...
Read More...
କେଶରିଆ ହିନ୍ଦୁ ବାହିନୀର ଦାବୀପତ୍ର ପ୍ରଦାନ
ବଲାଙ୍ଗୀର :ବଲାଙ୍ଗୀର ଜିଲ୍ଲା କେଶରୀୟ। ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାରେ ରୋହିଙ୍ଗିଆ ବାଂଲାଦେଶୀ ଙ୍କ ସଂଖ୍ୟା ବୃଦ୍ଧି ବିରୋଧ ରେ ଜିଲ୍ଲାର ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏବଂ ରାଜ୍ୟ ସଭାପତି!-->…
Read More...
Read More...
ଓଡିଶାବାସୀଙ୍କ ହୃଦୟରେ ହକି ଅଛି : ରାମପାଲ
ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଓ ଚମକ୍ରାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିବା ମହିଳା ହକି ଦଳ ଆଜି ଓଡିଶାର ଅତିଥି ଭାବେ ଯୋଗ ଦେଇଛନ୍ତି । ଉଭୟ ଦଳ ଆଜି ଓଡିଶାରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ!-->…
Read More...
Read More...