Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୯ରେ ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୨୨ରେ ପଶ୍ଚିମଓଡିଶା ଗସ୍ତ ଓ ଜନ ଆଶୀର୍ବାଦ ଯାତ୍ରା
କଣ୍ଟାବାଞ୍ଜି : ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶ୍ୱିନୀ ବୈଷ୍ଣବ ଆସନ୍ତା ୧୯ ତାରିଖରୁ ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ଏହି ସମୟରେ ସେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ବୁଲିବା ସହ ଆଶୀର୍ବାଦ ଯାତ୍ରାରେ ଅଂଶଗ୍ରହଣ କରିବେ । ଏ ସଂପର୍କରେ!-->…
Read More...
Read More...
ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ପରଲୋକ
ବୌଦ୍ଧ,୧୭/୦୮- ବୌଦ୍ଧସହରର ରାଜବାଟୀ ନିକଟସ୍ଥ ସ୍ଥାନରେ ବାସକରୁଥିବା ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ରହିଥିଲେ । ଗତକାଲି ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା ଡାକ୍ତରଖାନାରେ!-->…
Read More...
Read More...
ଟିକାକରଣରେ ରେକର୍ଡ, ଦିନକରେ ୮୮ ଲକ୍ଷ ନେଲେ କରୋନା ଟିକା
ନୂଆଦିଲ୍ଲୀ : ଭାରତ ପୁରା କ୍ଷମତା ସହ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ ଲଢୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ଗୋଟିଏ ଦିନରେ ୮୮ ଲକ୍ଷ କରୋନା ଟିକା ଦେଇ ଭାରତ ଏକ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୮.୧୩ ଲକ୍ଷରୁ ଅଧିକ ଟିକା ଦିଆଯାଉଛି,!-->…
Read More...
Read More...
୨୦ରୁ +୩ ନାମଲେଖା ଆବେଦନ
ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏହି କ୍ରମରେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ!-->…
Read More...
Read More...
‘ଏବେ ଏତିକି ନିଅ…ଆଉ ଦୁଇ ଦିନ ପରେ ବାକିତକ ନେବେ’, ଭାଇରାଲ ହେଲା ବଟି ନେଣଦେଣ ଭିଡିଓ
ରାୟଗଡ: ରାୟଗଡ ଜିଲ୍ଲାରେ ଅବକାରୀ ବିଭାଗର ଏକ ଭିଡିଓ ଭାଇରଲ ପ୍ରସଙ୍ଗ ଏବେ ଜିଲ୍ଳାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମଦ ବ୍ୟବସାୟୀଙ୍କ ସହ ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ ଓ ସୁଶାନ୍ତ କୁମାର ପାତ୍ର ନାମକ ଜଣେ କନେଷ୍ଟବଳ ଗୁଣପୁର ଠାରେ ଥିବା ଏକ ହୋଟେଲ ରୁମରେ ମାସିକିଆ!-->…
Read More...
Read More...
ଭୁବନେଶ୍ୱରରେ ଭାରତୀୟ ହକି ଟିମ୍, ବିମାନବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଦେଶ ପାଇଁ ଗୌରବ ଆଣିଦେଇଥିବା ଭାରତୀୟ ହକି ଟିମ ଓଡ଼ିଶାରେ ଆସି ପହଁଚିଛନ୍ତି । ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧ୍ୱର୍ନା ଦିଆଯାଇଛି । ବିମାନବନ୍ଦରରୁ ନେଇ ହୋଟେଲ ସ୍ୟାଣ୍ଡି ଟାୱାର ପର୍ଯ୍ୟନ୍ତ ବାଦ୍ୟର ତାଳେତାଳେ ସେମାନଙ୍କୁ ସ୍ୱାଗତ କରାଯାଇଛି ।!-->…
Read More...
Read More...
ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପ୍ରଦାନ ପାଇଁ ଦସ୍ତଖତ ଅଭିଯାନ
ସମ୍ବଲପୁର:ସାମାଜିକ ସଂଗଠନ "ସ୍କାନ' ପକ୍ଷରୁ ଆହୁତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ "ଭାରତ ରତ୍ନ' ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ ମା' ସମଲେଇ ପୀଠରୁ ପୂଜାର୍ଚ୍ଚ଼ନା ପରେ ଶୁଭାରମ୍ଭ ହୋଇଯାଇଛି । "ସ୍କାନ'ର ମୁଖ୍ୟ!-->…
Read More...
Read More...
ରାଜ୍ୟରେ ମୃତ୍ୟୁସଂଖ୍ୟା ୭ହଜାର ଡେଇଁଲା
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯୬ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଛି ।ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ!-->…
Read More...
Read More...
ଆଜିଠୁ ଏହି ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସୃଷ୍ଟି ହୋଇଛି ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ଦାନା ବାନ୍ଧିଛି । ଏହା ପ୍ରଭାବରେ ରାଜ୍ୟରେ ପାଗ ବଦଳିଛି । କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି ।
ଅନୁମାନ!-->!-->!-->…
Read More...
Read More...