Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲାଲକିଲା ଅମୃତ ମହୋତ୍ସବରେ ସମ୍ବଲପୁରରୁ ଲୋକଗାୟିକା ପଦ୍ମିନୀ ସାମିଲ
ସମ୍ବଲପୁର,୧୬/୮- ଦେଶର ୭୫ ତମ ସ୍ୱାଧୀନତା ଦିବସ " ଆଜାଦିକା ଅମୃତ ମହୋତ୍ସବ’ ପାଳନ ଅବସରରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ୧୦ ଜଣ ପ୍ରତିଭାବାନ ବ୍ୟକ୍ତି ଆମ ରାଜ୍ୟ ଓଡ଼ିଶାରୁ ସ୍ୱତନ୍ତ୍ର ଅତିଥି ଭାବେ ଦିଲ୍ଲୀ!-->…
Read More...
Read More...
ବିଜେଡିରେ ମିଶିଲେ କ.ନୂଆଗାଁର ବରିଷ୍ଠ ବିଜେପି ନେତା
ବାଲିଗୁଡ଼ା,୧୬/୮: ବିଜେଡିରେ ମିଶିଲେ କନ୍ଧମାଳ ଜିଲ୍ଲା କ.ନୂଆଗାଁର ବିଜେପିର ଜଣେ ବରିଷ୍ଠ ନେତା ଶ୍ୟାମସୁନ୍ଦର ପ୍ରଧାନ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତିରେ ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି ଶ୍ୟାମସୁନ୍ଦର । ଦୀର୍ଘବର୍ଷ ବିଜେପି ପାଇଁ ନିଷ୍ଠାପର ଭାବେ କାମକରି ଆସୁଥିଲେ!-->…
Read More...
Read More...
ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୭ ଦଫା ଦାବିନେଇ ଦାବିପତ୍ର
ପୁରୀ,୧୬/୮- ପୁରୀର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୭ ଦଫା ଦାବିନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଛି । ଶ୍ରୀମନ୍ଦିର ଚାରିଦ୍ୱାରରେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି , ରତ୍ନ ଭଣ୍ଡାର ଯାଞ୍ଚ ଓ ସୁରକ୍ଷା , ସିଂହଦ୍ୱାରରେ ଦଶାବତାର!-->…
Read More...
Read More...
ଶ୍ରାବଣ ଶେଷ ସୋମବାର ଶୈବପୀଠ ଖାଁ ଖାଁ
ବୌଦ୍ଧ/ଜହ୍ନାପଙ୍କ,୧୬/୮-ଆଜିଥିଲା ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ସାଧାରଣତଃ ଶ୍ରାବଣ ମାସରେ ଅଂଚଳର ପ୍ରମୁଖ ଶୈବପୀଠ ଐତିହାସିକ ଗନ୍ଧରାଡ଼ିର ସିଦେ୍ଧଶ୍ୱର, ପଶ୍ଚିମ ସୋମନାଥ, ଚଣ୍ଡିତଳର ଗୁପ୍ତେଶ୍ୱର, ଚଣ୍ଡିଗଡ଼ର ସ୍ୱପ୍ନେଶ୍ୱର,ଦାମୋଦରପୁର,କୃଷ୍ଣପାଲି,ଖାଲିଆପାଲି ଆଦି ଶୈବ ପୀଠ!-->…
Read More...
Read More...
ଜିଲ୍ଳା ବିଜେପିର ସାମ୍ବାଦିକ ସମ୍ମିଳନୀ, ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେବାକୁ ଅଗଷ୍ଟ ୨୦ରେ ରାୟଗଡ ଆସୁଛନ୍ତି କେନ୍ଦ୍ର…
ରାୟଗଡ/୧୬/୮: ଆସନ୍ତା ଅଗଷ୍ଟ ୨୦ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାୟଗଡ ଗସ୍ତନେଇ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ଅଗଷ୍ଟ ୧୯ତାରିଖରୁ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେଉଥିବା ବେଳେ ଏଥିରେ!-->…
Read More...
Read More...
ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସଫେଇ ଅଭିଯାନ
ସୁବର୍ଣ୍ଣପୁର,୧୬/୮-ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ମନମୁଣ୍ଡା ସୁବର୍ଣ୍ଣମେରୁ ଶୈବ ପୀଠ ଠାରେ ଏକ ସଫେଇ ଅଭିଯାନ କରାଯାଇଥିଲା । ଏହି ଅଭିଯାନରେ ସଂଗଠନର ସକ୍ରିୟ ସଦସ୍ୟ ଡାକ୍ତର ସୁନୀଲ ମହାପାତ୍ର, ଗଣେଶ ମିଶ୍ର, ତରଣୀ ମେହେର, ବିଜୟ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ,!-->…
Read More...
Read More...
ନଦୀ ଜଳ ଧୋଇ ନେଇଗଲା ପୋଡାମରା ଗାଁର ଅସ୍ଥାୟୀ ପୋଲ: ଗାଁକୁ ନାହିଁ ପକ୍କାରାସ୍ତା,ସରକାରୀ ରାସ୍ତା ଖୋଜୁଛନ୍ତି…
ରାୟଗଡ/୧୬/୮: ଦୀର୍ଘବର୍ଷରୁ ଗାଁକୁ ନାହିଁ ପକ୍କାରାସ୍ତାଟିଏ । ମାଧ୍ୟମ ସାଜିଛି ଝଂଜାବତୀ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ । ଯାହରକି ଥିଲା ପୋଡାମରା ଗାଁର ବିକାଶର ରାସ୍ତା । ତେବେ ଦୁଇଦିନ ତଳେ ଉପରମୁଣ୍ଡରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଝଂଜାବତୀ ନଦୀରେ ବଢିପାଣି ଆସି ଅସ୍ଥାୟୀ ପୋଲକୁ ଧୋଇ!-->…
Read More...
Read More...
କେନାଲ ପୁନଃରୁଦ୍ଧାର କଲେ ଦାମୋଦରପୁର ଗ୍ରାମବାସୀ
ବୌଦ୍ଧ/ଜହ୍ନାପଙ୍କ,୧୬/୮- ସାଲୁଙ୍କି ପାଲଝାର ପ୍ରକଳ୍ପ ଦ୍ୱାରା କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି । ମୁଖ୍ୟ କେନାଲରୁ ଶାଖା କେନାଲ, ଶାଖା କେନାଳରୁ ଉପଶାଖା କେନାଲ ମାଧ୍ୟମରେ ଚାଷୀଙ୍କ ବିଲକୁ ପାଣି ମାଡିଥାଏ । ପ୍ରତିବର୍ଷ ମୁଖ୍ୟ ଓ ଶାଖା କେନାଲ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ!-->…
Read More...
Read More...
ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ପୁରୀ,୧୬/୮- ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାଠପୋଲ ମରାମତି ଓ ପୁନଃରୁଦ୍ଧାର କରିବା ନିମନ୍ତେ ଜାତୀୟ ରାଜପଥ!-->…
Read More...
Read More...
ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘର ବୈଠକ
ଭୁବନେଶ୍ୱର,୧୬/୮- ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ଏକାମ୍ବ୍ରରେ ରାଜ୍ୟ ସଭାପତି ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ମହାସଚିବ ହାନେସ ପାତ୍ରବାଗ ଏଜେଣ୍ଡା ଅନୁସାରେ ସଭା!-->…
Read More...
Read More...