Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମିଠା ଦୋକାନରେ ଚଢ଼ାଉ,୧୪ହଜାର ଟଙ୍କା ଜରିମାନା
ବୌଦ୍ଧ,୧୨/୮- ଆଜି ବୌଦ୍ଧର ଏକ ମିଠା ଦୋକାନରେ ଖାଦ୍ୟ ସୁରକ୍ଷା ଅଧିକାରୀ ଚଢ଼ାଉ କରି ଜରିମାନା ଆଦାୟ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସହରର ରାଜନପାଲିସ୍ଥିତ ସୋମଦେବ ନାମକ ଏକ ମିଠା ଦୋକାନରେ ଚଢ଼ାଉ କରି ଖାଦ୍ୟ ସୁରକ୍ଷା ଆଇନ ଉଲ୍ଲଙ୍ଘନ ପାଇଁ ୧୦୦୦୦ ଟଙ୍କା, ମାସ୍କ ଓ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ମହିଳା ଗୁରୁତର
ବୌଦ୍ଧ,୧୨/୮- ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ଗୁଡପଡା ଗ୍ରାମର ଜଣେ ମହିଳା ସୁଭଦ୍ରା ନନ୍ଦି (୬୦) ବୌଦ୍ଧ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ନିଜ ଗାଁକୁ ଫେରୁଥିଲେ । ବୌଦ୍ଧରୁ ୫!-->…
Read More...
Read More...
ବୌଦ୍ଧଜିଲ୍ଲା ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ
ବୌଦ୍ଧ,୧୨/୮- ଆଜି ସ୍ଥାନୀୟ ଟାଉନହଲଠାରେ ବିଜୁ ଯୁବ ଛାତ୍ର ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ତଥା ଯୋଜନାବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହୀଧର ରଣା, ବୌଦ୍ଧ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ!-->…
Read More...
Read More...
ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା, ଡାକ୍ତର ନିୟୋଜିତ ପାଇଁ ଅଞ୍ଚଳବାସୀଙ୍କ ଦାବୀ
ବାଲିଗୁଡ଼ା/ଦାରିଙ୍ଗବାଡି,୧୨/୮: ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡ଼ାକ୍ତର । ଫାର୍ମାସିଷ୍ଟ ଭରସାରେ ଚାଲିଛି ଡ଼ାକ୍ତରଖାନା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଫଳରେ ୪ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର!-->…
Read More...
Read More...
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଜମି ପ୍ରସଙ୍ଗରେ ପୁରାତନ ଛାତ୍ରନେତାଙ୍କ ଜିଲ୍ଲାପାଳଙ୍କ ସହ ଆଲୋଚନା
ବଲାଙ୍ଗୀର,୧୨/୮- ବହୁ ବାଦ ବିବାଦ ପରେ ୟୁଜିସି ମାନ୍ୟତା ମିଳିଥିଲେ ସୁଦ୍ଧା ଜମି ଶୂନ୍ୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପୁରାତନ ଛାତ୍ରନେତାମାନେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ କୁଳପତିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସମାଜସେବୀ!-->…
Read More...
Read More...
ମୀରାବାଇଙ୍କୁ ଭେଟିଲେ ସଲମାନ
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଭେଟିବାକୁ ସମସ୍ତେ ଚାହାଁନ୍ତି । ଏହି ସମୟରେ ଅନେକ ସେଲିବ୍ରେଟି ମଧ୍ୟ ମିରାବାଇ ଚାନୁଙ୍କୁ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୁଧବାର ସଲମାନ ଖାନ ମଧ୍ୟ ମିରାବାଇଙ୍କୁ ଭେଟିଥିଲେ । ଯାହାର ଫଟୋ ସଲମାନ ନିଜେ!-->…
Read More...
Read More...
ଠେଲକୁଲି ଥାନାରେ ରକ୍ତଦାନ ଶିବିର: ୯୩ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର, ୧୨/୮- କରୋନା କଟକଣା ଯୋଗୁଁ ସମାଜର ସବୁପ୍ରକାର କାମ ଅଟକି ରହିଛି ଓ ଏଥିପାଇଁ ପୂର୍ବଭଳି ରକ୍ତଦାନ ଶିବିରମାନ ଆୟୋଜିତ ମଧ୍ୟ ହୋଇପାରୁନାହିଁ । ଏଥିପାଇଁ ବ୍ଲଡ଼ ବ୍ୟାଙ୍କରେ ଅଧିକାଂଶ ରକ୍ତର ନିଅଣ୍ଟିଆ ସ୍ଥିତି ରହୁଛି, ଯଦିଓ ହସ୍ପିଟାଲରେ ରୋଗୀଙ୍କ ପାଇଁ ରକ୍ତର ଚାହିଦା ବଢିଯାଇଛି!-->…
Read More...
Read More...
ବାଟ ହୁଡିଛି ମନରେଗା, ଉଦ୍ୟାନ କୃଷି ବିଭାଗରେ ହରିଲୁଟ
ଦଶପଲ୍ଲା, ୧୨/୮- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ ଉଦ୍ୟାନ କୃଷି ବିଭାଗରେ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁବିଧ ଜନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟ କରି ଚାଲିଥିଲାବେଳେ, ତୃଣମୂଳ ସ୍ତରରେ କିଛି ଅସାଧୁ!-->…
Read More...
Read More...
ଅଧିକ ଶକ୍ତିଶାଳୀ ବିଜୁଳି ତାର ଲଗାଇବା ପାଇଁ ବିଜୁଳି କାଟ କରାଯାଉଛି: ଟାଟା ପାୱାର
ସମ୍ବଲପୁର,୧୨/୮- ସମ୍ବଲପୁର ନଗର ମଧ୍ୟରେ ଚେରୁଆପଡା ଅଞ୍ଚଳରେ ପ୍ରାୟ ୪.୫ କିମି ଲମ୍ବ ନୂଆ ଓ ଅଧିକ ଶକ୍ତିଶାଳୀ ବିଜୁଳି ତାର ଲଗାଯାଉଛି, ଯଦ୍ୱାରା ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ଉତ୍ତମ ଓ ନିର୍ବାଧରୂପେ ହୋଇ ପାରିବ । ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବିଗତ ତିନି ଦିନ ହେଲା ଦୈନିକ!-->…
Read More...
Read More...
ଗଜପତି ଜିଲ୍ଲାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ କାର୍ଯ୍ୟାଳୟ ଉଦଘାଟିତ
ଗଜପତି,୧୨/୮- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଦେଓସାହି ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଗଜପତିର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ କାଟି!-->…
Read More...
Read More...