Browsing Category

ରାଜ୍ୟ

ଏସୟୁଜେ ରାୟଗଡ ଜିଲ୍ଳା ଶାଖା ତରଫରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ: ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଲା ଶାଖାର ଜନ ଆର୍ଶିବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିନିକିଆ ରାୟଗଡ ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସାମ୍ବାଦିକ ୟୁନିୟନ,ଓଡିଶା (ଏସୟୁଜେ(ଓ))ରାୟଗଡ ଜିଲ୍ଲା ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ
Read More...

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଓ ଉଚ୍ଚଶିକ୍ଷା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା
Read More...

ରାଜ୍ୟରେ ୧୦ ଲକ୍ଷ ପାର କଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୨-୧୮ ବର୍ଷ
Read More...

ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି

ବୌଦ୍ଧ,୨୦/୮- ଆଜି ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଥିବା ଜଣାପଡିଛି । ବିଭାଗର ଚଠି ସଂଖ୍ୟା ୧୫୭୨୦ ତା ୨୦.୦୮.୨୦୨୧ ଅନୁସାରେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁରଙ୍କୁ ଭୁବନେଶ୍ୱର ଓସେପା ଡେପୁଟି ଡାଇରେକ୍ଟର ଭାବେ
Read More...

ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ସ୍ୱର୍ଗତ ମନୋରଞ୍ଜନ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୨୦/୮- ଅତ୍ୟନ୍ତ ଶୋକାକୁଳ,ଭାବମୟ ପରିବେଶରେ ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ସାହିତ୍ୟିିକ ତଥା ସାମ୍ବାଦିକ ସ୍ୱର୍ଗତ ମନୋରଞ୍ଜନ ମିଶ୍ରଙ୍କ ଆଜି ଦ୍ୱାଦଶାହ ତିଥିରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ନୀଳଚକ୍ର ସାହିତ୍ୟ ସଂସଦର ସଭାପତି ଇଂ ସଞ୍ଜୟ କୁମାର ପଣ୍ଡା ସଭାପତିତ୍ୱରେ
Read More...

ପାରଳାଖେମୁଣ୍ଡିରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ

ପାରଳାଖେମୁଣ୍ଡି: ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ସ୍ୱର୍ଗୀୟ ରାଜୀବ ଗାନ୍ଧଷଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ
Read More...

ତୁରିକେଲା ବ୍ଲକରେ ମହାଦୁର୍ନୀତି, କରୋନା ନାଁରେ ଲକ୍ଷାଧିକ ଟଙ୍କା ହଡପ

କଣ୍ଟାବାଞ୍ଜି (ହୀ ପ୍ର ): ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଛି ଲକ୍ଷାଧିକ ଟଙ୍କା ହଡପ । କରୋନା ସମୟରେ ଆସିଥିବା ଟଙ୍କାର ବିବରଣୀ ଓ ହୋଇଥିବା ଖର୍ଚ୍ଚର ବିସ୍ତୃତ ବିବରଣୀକୁ ଆଧାର କରି ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ସନ୍ଦୀପ ଶର୍ମା

ନୂଆଦିଲ୍ଲୀ : ଭାରତର ଦ୍ରୁତ ବୋଲର ତଥା ଆଇପିଏଲ ହିରୋ ସନ୍ଦୀପ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ଗର୍ଲଫ୍ରେଣ୍ଡକୁ ବିବାହ କରିଛନ୍ତି । ଏ ସଂପର୍କରେ ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦ ତା’ର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । ସନ୍ଦୀପଭାରତ ପାଇଁ
Read More...

ତାରାଙ୍କ ପଣ, ନିରଞ୍ଜନଙ୍କୁ ଗାଦିରୁ ହଟାଇବି

ଭୁବନେଶ୍ୱର: ବଢ଼ିବାରେ ଲାଗିଛି କୋରାପୁଟ କଂଗ୍ରେସର ଫାଟ। ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆରୋ, ପ୍ରତ୍ୟାରୋପ ଚାଲିଥିବାବେଳେ ବିଗିଡ଼ି ଯାଇଥିବା ସ୍ଥିତିକୁ ସୁଧାରିବା ପାଇଁ ଦଳର ଶୀର୍ଷ ନେତୃତ୍ବ କଣ ପଦକ୍ଷେପ ନେବେ ତାହାକୁ କର୍ମୀମାନେ ଅପେକ୍ଷା କରି
Read More...

ପୁଣି ବିଗିଡ଼ିଲା ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା

ଚଣ୍ଡିଗଡ: ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଗୁରୁତର ହୋଇଛି । ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡି ଯାଇଛି। ମନ୍ତ୍ରୀଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଅମ୍ବାଲା ସ୍ଥିତ ବାସଭବନରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ତାଙ୍କ
Read More...