Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚାଷୀ ତାଲିକାରେ ବ୍ୟାପକ ଅନିୟମିତତା, ଧାରଣାରେ ବସିଲେ ଚାଷୀ
ଦଶପଲ୍ଲା: ନୟାଗଡ ଜିଲ୍ଲା ଶରଣକୁଳ ସେବା ସମବାୟ ସମିତିରେ ଗତ ଦୁଇବର୍ଷ ମଧ୍ୟରେ ଚାଷୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ସମିତିର ସମ୍ପାଦକ ନକଲି ଏବଂ ଭୁତ ଚାଷୀଙ୍କ ନାଁରେ ପ୍ରାୟ ୧ କୋଟି ଟଙ୍କା ହଡପ କରିଥିବାର ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାର!-->…
Read More...
Read More...
ପଞ୍ଚାୟତ ନିର୍ବାଚନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ସଜବାଜ
ଚିଲିକା: ରାଜ୍ୟ ସରକାର ଉଭୟ ପଚାଂୟତ ଓ ପୈାର ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ଶୁକ୍ରବାର ଚିଲିକା ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ବିଭୁତି ଭୁଷଣ ବଳବନ୍ତରାୟଙ୍କ ସଭାପତିତ୍ୱରେ ଚିଲିକା!-->…
Read More...
Read More...
ଶିକ୍ଷା ସେତୁ କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ବୈଠକ
ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁୁ!-->…
Read More...
Read More...
ଭାରତୀ ସମାଜ ପକ୍ଷରୁ ଲଦ୍ଦାଖ ଫେରନ୍ତା ବାଇକ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା
ସମ୍ବଲପୁର: ସମ୍ବଲପୁରର ଇତିହାସ ଦୁଇହଜାର ବର୍ଷ ପୁରଣା । ଦ୍ୱିତୀୟ ଶତାବ୍ଦୀରେ ଏହି ଅଞ୍ଚଳରେ ସଭ୍ୟତା ଉନ୍ନତ ରହିଥିବା ନେଇ ପରିବ୍ରାଜକ ମାନେ ଲେଖିଯାଇଛନ୍ତି । ଟଲେମି ଦ୍ୱିତୀୟ ଶତାବ୍ଦୀରେ ସମ୍ବଲପୁରକୁ ସମ୍ବଲକ ନାମରେ ମହାନଦୀ କୂଳରେ ରହିଥିବା ବର୍ଣ୍ଣନା କରିଥିବା ବେଲେ ହବେଂଗସାଂଗ ମଧ୍ୟ!-->…
Read More...
Read More...
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହଠାରେ ଆଜି ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଅନ୍ତର୍ଗତ ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ!-->…
Read More...
Read More...
କଇଁପୁର ପଞ୍ଚାୟତ କଳିଙ୍ଗ ଗ୍ରାମରେ କଂଗ୍ରେସର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ
ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଗ୍ରାମରେ କଂଗ୍ରେସରଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିରାଙ୍ଗ ଗ୍ରାମଠାରେ ଶତାଧିକ କଂଗ୍ରେସ କର୍ମୀ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଫୁଲ ତୋଡା ଦେଇ ବାଜା ଢୋଲ ବଜାଇ ସ୍ୱାଗତ କରିଥିଲେ । ବିଧାୟକଙ୍କ!-->…
Read More...
Read More...
ସାଙ୍ଗକୁ ମାରିଲା ସାଙ୍ଗ
ଭୁବନେଶ୍ୱର: ମାତ୍ର ୩୫୦ ଟଙ୍କା ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କର ଜୀବନ ନେବା ପାଇଁ ଉଦ୍ୟମ କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଏକ ପରିବା କଟା ଛୁରିରେ ସାଙ୍ଗର ବେକକୁ କାଟି ଦେବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ରେଣ୍ଟାଲ କଲୋନି ବେହେରା ବସ୍ତିରେ!-->…
Read More...
Read More...
ଓଡିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ତମ…
ପାରଳାଖେମୁଣ୍ଡି : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ, ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ!-->…
Read More...
Read More...
ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରାୟଗଡା: ରାୟଗଡା ନୂତନ ରେଳ ଡିଭିଜନ,ଗୁଣପୁର-ଥେରୁବାଲି ରେଳ ସଂଯୋଗୀକରଣ, ଜିଲ୍ଳାରେ ମୋବାଇଲ ନେଟୱାର୍କିଂ, ୱାଇଫାଇ, ବ୍ରଡବ୍ରାଣ୍ଡ ତଥା ମୋବାଇଲ୍ ଟାୱାର ନିର୍ମାଣ ଆଦି ହୋଇଥିବା ଦାବି ଗୁଡିକ ଉପରେ ମୁଁ ଅନୁଧ୍ୟାନ କରି ଯଥାଶୀଘ୍ର ଏହାର ଅଗ୍ରଗତି କାର୍ଯ୍ୟକୁ ତ୍ୱରାନିତ ହେବ ବୋଲି କହିଛନ୍ତି!-->…
Read More...
Read More...
ନଦୀରେ ବୁଡି ମୃତ୍ୟୁ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଚକାପାଦ ପଞ୍ଚାୟତର ପାଣ୍ଡରିସୀମା ଗ୍ରାମର ଜଗନ୍ନାଥ ଦୀପ ନଦୀରେ ବୁଡି ମୃତ୍ୟୁ ବରଣ କରିଛି । ନଦୀରେ ବୁଡିବା କଥା ପ୍ରଚାର ହେବା ପରେ ଚକାପାଦ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବକୁ!-->…
Read More...
Read More...