Browsing Category

ରାଜ୍ୟ

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୮୫୩, ୬୯ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ରକ୍ଷାବନ୍ଧନ ନିମନ୍ତେ ଘୁ. ଉଦୟଗିରି ଚଳଚଞ୍ଚଳ, ରାକ୍ଷୀ ଓ ମିଠା କିଣିବାପାଇଁ ଗ୍ରାହକଙ୍କ ଭିଡ଼

ଘୁ.ଉଦୟଗିରି,୨୧/୮- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ସାରା ଜୀବନ ସବୁ ବିପଦ ଆପଦ ବେଳେ ରକ୍ଷା କରିବାପାଇଁ ଭଉଣୀଟିଏ ତାର ଭାଇକୁ ରକ୍ଷାବନ୍ଧନ ବାନ୍ଧି ଥାଏ । ଏହି ରକ୍ଷା ବନ୍ଧନ ଭାଇ ଓ ଭଉଣୀର ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ଏକ ପବିତ୍ର ବନ୍ଧନ । ଏହି ପର୍ବ ଶ୍ରାବଣ
Read More...

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ,୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ

ଭୁବନେଶ୍ୱର,୨୧/୮- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ । ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି
Read More...

ବୌଦ୍ଧ ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

ବୌଦ୍ଧ,୨୧/୮- ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଞ୍ଚାୟତ ଭବନଠାରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଦିପ କୁମାର ଅମାତ ବୈଠକରେ ଅଧ୍ୟକ୍ଷତା କରିବା ସହିତ କୋଭିଡ ମହାମାରୀ ସମୟରେ
Read More...

ବୀରନରସିଂହପୁର ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଲେ ପଂଚାୟତବାସୀ

ହରଭଙ୍ଗା,୨୧/୮ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବୀରନରସିଂହପୁର ଗ୍ରାମ ପଂଚାୟତର ଜନସାଧାରଣ ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ୭ ନମ୍ବର ୱାର୍ଡ ସଭ୍ୟ କେଦାର ମହାକୁଡ଼ଙ୍କ ନେତ୍ରୁତ୍ୱରେ ପଂଚାୟତର ଏକ ପ୍ରତିନିଧି ଦଳ ଉପ-ଜିଲାପାଳ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପଂଚାୟତ ପିଇଓଙ୍କ
Read More...

ଟ୍ରକ୍ ଧକ୍କାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି

ରାୟଗଡ: ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ଅତଡା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସଂପର୍କୀୟମାନେ ଦାବି କରିଛନ୍ତି । ଆଜି ରାୟଗଡ-କେରଡା ମୁଖ୍ୟ ରାସ୍ତାର କାଂଚକାୱାଲସା ଛକଠାରେ
Read More...

ସିଆରପିଏଫ ଯବାନଙ୍କୁ ରାକ୍ଷୀ ବାନ୍ଧିଲେ ଜୁପିଟର ସ୍କୁଲ ଛାତ୍ରୀ

ରାୟଗଡ: କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ରାୟଗଡ ସହରର ଜୁପିଟର ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀମାନେ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ରାୟଗଡ ସହର ଇନ୍ଦିରା ନଗର ସ୍ଥିତ ୪ର୍ଥ ବାଟାଲିୟନ ହେଡକ୍ୱାଟର୍ସ ପରିସରରେ ଆଜି ରାକ୍ଷୀ ବନ୍ଧନ
Read More...

ମୂର୍ତ୍ତି ଭାଙ୍ଗିଲା ନା ଭାଙ୍ଗିଦେଲେ!

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ନିକଟ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ତେବେ କାମ ଆରମ୍ଭରୁ ବହୁଚର୍ଚ୍ଚିତ ଘୋଡା ନିକଟରେ ଥିବା ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ତେବେ ଏହି ମୂର୍ତ୍ତି
Read More...