Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା କଂଗ୍ରେସର ଆକ୍ରୋଶ ସଭା
ବଲାଙ୍ଗୀର : ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଜିଲ୍ଲା କଂଗ୍ରେସ ତରଫରୁ ଆକ୍ରୋଶ ସମାବେଶ ନାମରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ ଜନ ଆଶୀର୍ବାଦ ଯାତ୍ରାକୁ ତୀବ୍ର ସମାଲୋଚନା କରିଥିଲେ । ଆଜି ବିଜେପିର!-->…
Read More...
Read More...
ପ୍ରଜାପିତା ବ୍ରହ୍ମକୁମାରୀ ତରଫରୁ ରକ୍ଷାବନ୍ଧନ ପାଳିତ
ବୌଦ୍ଧ,୨୨/୮:- ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ଭାଇଭଉଣୀଙ୍କ ଗହଣରେ ପାଳିତ ହୋଇଛି । କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ମାମିନା ଭଉଣୀ ଓ ରେଣୁ!-->…
Read More...
Read More...
ଦୂରରେ ଥିବାରୁ ଭାଇଙ୍କୁ ବାନ୍ଧି ପାରିଲେ ରାକ୍ଷୀ, ରେଳମନ୍ତ୍ରୀଙ୍କୁ ବାନ୍ଧି ଆଶୀର୍ବାଦ ନେଲେ
ଭବାନୀପାଟଣା : ଦେଶବ୍ୟାପୀ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା କ୍ରମରେ ଓଡ଼ିଶାରେ ଆଜି ଚତୁର୍ଥ ଦିନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଯିବା ପୂର୍ବରୁ ରେଳବାଇ ସୁରକ୍ଷା ବଳରେ କାର୍ଯ୍ୟରତ କନଷ୍ଟେବଳ!-->…
Read More...
Read More...
ହତ୍ୟାକାରୀ ବୋହୂ ଗିରଫ
ଯାଜପୁର : ହତ୍ୟାକାରୀ ବୋହୂ ଗିରଫ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ ଘଟଣା। ହତ୍ୟାକାରୀ ବୋହୂ ରୂପା ହାତୀଙ୍କୁ ଢେଙ୍କାନାଳରୁ ଗିରଫ କଲା ପାଣିକୋଇଲି ପୋଲିସ।ଖବର ଅନୁଯାୟୀ, ଗତ ୧୭ ତାରିଖ ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା!-->…
Read More...
Read More...
ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ତରଫରୁ ବୃକ୍ଷ ରକ୍ଷାବନ୍ଧନ ପାଳିତ
ବୌଦ୍ଧ,୨୨/୮:- ପବିତ୍ର ରକ୍ଷାବନ୍ଧନ ଦିବସ ଅବସରରେ ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ତରଫରୁ ଏକାଡେମୀର ଉପସଭାପତି ଧ୍ରୁବଚରଣ ଘିବେଲାଙ୍କ ନେତୃତ୍ୱରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବୌଦ୍ଧଠାରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ରକ୍ଷା ବନ୍ଧନର ମହତ୍ୱ ଉପରେ ଆଲୋଚନା ପରେ ବିଦ୍ୟାଳୟ!-->…
Read More...
Read More...
ଅସହାୟଙ୍କୁ ଛତା ଜୋତା ବଣ୍ଟନ
ହରଭଙ୍ଗା,୨୨/୮:-ପୁରୁଣାକଟକର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ସରସ୍ୱତୀ ଦେବୀ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ପୁରୁଣାକଟକ ଓ ଆଖପାଖ ଅଂଚଳର ଶତାଧିକ ବୃଦ୍ଧ ବୃଦ୍ଧା ଓ ଅସହାୟ ମାନଙ୍କୁ ଛତା ଜୋତା ଆଦି ବଣ୍ଟନ କରିଛନ୍ତି ।
!-->!-->!-->!-->!-->…
Read More...
Read More...
କାଲିଗାଡୁ ହିଲଟପ୍ର ମନୋରମ ଦୃଶ୍ୟ ଦେଖିଲେ କନ୍ଧମାଳ ଜିଲ୍ଲାପାଳ, ଉଠାଇଲେ ଫଟୋ
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଛି । ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ!-->…
Read More...
Read More...
ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମ ଉତ୍ସବ
ପୁରୀ : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ ଉତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ପାଟରା ବିଶୋୟୀଙ୍କ ଦ୍ୱାର ନିର୍ମିତ ସ୍ୱତନ୍ତ୍ର!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ରକ୍ଷାବନ୍ଧନର ଶୁଭେଚ୍ଛା
ପୁରୀ: ରକ୍ଷା ବନ୍ଧନ ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି । ସେହିପରି ବୃକ୍ଷରୋପଣର ସଚେତନତା ବାର୍ତା ମଧ୍ୟ ଦେଇଛନ୍ତି ବାଲୁକା!-->…
Read More...
Read More...
ବିରଳ ବ୍ରହ୍ମ କମଳ ଫୁଲ ଦେଖିବାକୁ ଭିଡ଼
ସାଲେପୁର: ବ୍ରହ୍ମ କମଳ ଏକ ବିରଳ ଫୁଲ,ଯାହା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ବୋଲି ପୌରାଣିକ ମତ ଅନୁସାରେ ଉଲ୍ଲେଖ ଅଛି । ରାତିରେ ଏହି ଫୁଲ ଫୁଟି ଦିନରେ ମଉଳି ଯାଏ । ଏହି ଧଳା ରଙ୍ଗର ଫୁଲଟି ପ୍ରଭୁ ନାରାୟଣଙ୍କ ଭାରି ପ୍ରିୟ । ତେଣୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଫୁଲ ଅର୍ପଣ କରାଯାଏ!-->…
Read More...
Read More...