Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିର ପାଇଁ ଏସ୍ଓପି ଜାରି, ଜଗା ଦର୍ଶନ ପାଇଁ ରହିଛି ଏହି ସବୁ କଟକଣା
ପୁରୀ : ଆସନ୍ତା ୧୬ ରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଛି ଏସଓପି । ଏସଓପି ଅନୁଯାୟୀ ୧୨ ଓ ୧୩ ତାରିଖ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ!-->…
Read More...
Read More...
ରେଳମନ୍ତ୍ରୀଙ୍କ ଆସିବା ସମ୍ଭାବନା: ଫାଟକ ଷ୍ଟେସନରେ ସଫେଇ ଅଭିଯାନ
ସମ୍ବଲପୁର,୧୧/୮- ଆଗାମୀ ଦିନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ବଲପୁର ଆଗମନକୁ ନେଇ ଏଠାରେ ସବୁଆଡେ ଉତ୍ସବ ମୁଖରିତ । ବାସ୍ତବରେ ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରସ୍ତାବିତ ଏକ ନୂଆଁ ରେଳମାର୍ଗ ବିଷୟରେ ଅନୁଧ୍ୟାନ କରିବା ପାଇଁ ତାଙ୍କର ବରଗଡ଼ ଗସ୍ତ ଥିବାରୁ ତାଙ୍କୁ!-->…
Read More...
Read More...
ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି
ପାରଳାଖେମୁଣ୍ଡି,୧୧/୮: ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜର ବ୍ୟାପିବାର ଦେଖିବାକୁ ମିଳୁଛି । ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍ୱାସ୍ଥ୍ୟ ବିଭାଗ ଏବଂ!-->…
Read More...
Read More...
ନୟାଗଡ ଜିଲ୍ଲାରେ ପାଞ୍ଚୋଟି ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ
ଦଶପଲ୍ଲା,୧୧/୮: - ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ପାଞ୍ଚୋଟି ଷ୍ଟାଡିଅମ .ା ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ କ୍ୟାବିନେଟ ତରଫରୁ ମୋଟ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣପାଇଁ ଅନୁମୋଦନ ମିଳିଥିବାବେଳେ ନୟାଗଡ଼ ଜିଲ୍ଲାରେ!-->…
Read More...
Read More...
‘ନିର୍ଭୟ’ର ସଫଳ ପରୀକ୍ଷଣ
ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ନିର୍ଭୟ ର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟ୍ରେ ଉତ୍କ୍ଷେପଣ କରାଯାଇଛି ।!-->…
Read More...
Read More...
ପୁଣି ୧୦୪୧ ପଜିଟିଭ ଚିହ୍ନଟ, ୬୫ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ଗତକାଲି ପରି ଆଜି ବି ହଜାରେ ଉପରେ ରହିଛି ପଜିଟିଭ ସଂଖ୍ୟା । ଗତକାଲି ୧୦୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦୭୮ ରହିଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୫୨ । ଏହାବାଦ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ!-->…
Read More...
Read More...
ନବମ ଓ ଦଶମ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର
ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର। କରୋନା ମହାମାରୀକୁ ଦେଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ନୂଆ ସର୍କୁଲାର ଜାରି କରିଛି । ମାଧ୍ୟମିକ ଶିକ୍ଷା ପରିଷଦ ଅନୁଯାୟୀ ନଭେମ୍ବର ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା!-->…
Read More...
Read More...
ସମ୍ବର୍ଦ୍ଧନା ଉତ୍ସବ
ଗଜପତି,୧୦/୮- ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଗେରାବନ୍ଧସ୍ଥ ଶ୍ରୀ ଭେଙ୍କଟେଶ୍ୱ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୋଷ୍ଠରେ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପାଇଥିବା ଶ୍ରୀଯୁକ୍ତ ବି. ତିରୁମାଲା ରାଓ ପଟ୍ଟନାୟକଙ୍କ ସ୍ୱାଗତ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା!-->…
Read More...
Read More...
ନାରୀ ଶକ୍ତିକୁ ସଶକ୍ତିକରଣ କଲେ ପୁନମ କହଁର
ଫୁଲବାଣୀ,୧୦/୮ - ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ଭାବରେ ପୁନମ କହଁରଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେହି ଦାୟିତ୍ୱକୁ ଜିଲ୍ଲା ସଭାନେତ୍ରୀ ପୁନମ କହଁର ସୁଚାରୁ ରୂପେ ତୁଲାଇ!-->…
Read More...
Read More...
ଜେକେପୁରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, କଟକରେ ହେଉଛନ୍ତି ଚିକିତ୍ସିତ ହେଲେ ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପାଖେ…
ରାୟଗଡ/୧୦/୮: ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାଗୁଡିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଥିବା ବେଳେ ବର୍ତ୍ତର୍ମାନ ରାୟଗଡ ଜିଲ୍ଲା ଜେକେପୁରରେ ମଧ୍ୟ ଜଣେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । କିନ୍ତୁ ଏଠାରେ ଜିଲ୍ଲା!-->…
Read More...
Read More...