Browsing Category

ରାଜ୍ୟ

ମାଲକାନଗିରିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଅଛନ୍ତି । ଏହି ଅବସରରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ମାଲକାନଗିରି ଗସ୍ତ କରିଛନ୍ତି । ମାଲକାନଗିରି
Read More...

ମହାପ୍ରଭୁଙ୍କ ପାଇଁ ଚାଲିଛି ରାକ୍ଷୀ ପ୍ରସ୍ତୁତି

ପୁରୀ : ଶ୍ରୀମନ୍ଦିରରେ ପାଳିତ ହେବାକୁ ଯାଉଛି ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ଏହି ଅବସରରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଜଗନ୍ନାଥ ଦୁଇଭାଇଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ । ୪ ଟି ବଡ ରାକ୍ଷୀ ସହ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ଏହି ସେବାୟତ ।
Read More...

୨୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଡକାଯାଇଛି ଏହି ବୈଠକ । କେମିତି ବିଧାନସଭା ଚାଲିବ, ସେନେଇ ବୈଠକରେ ଆଲୋଚନା ହେବ । କୋଭିଡ
Read More...

ସାପ କାମୁଡାରେ ଜଣେ ମୃତ, ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚ଼ାୟତ ଗୁଦାଦଣି ଗାଁରେ ଗୁରୁବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋର ସକାଳୁ ନିଜ ଘରେ ନିଜମା ସହ ଶୋଇଥିବା ଅବସ୍ଥାରେ ଜଣେ ୬ ବର୍ଷର ନାବାଳିକାକୁ କୌଣସି ଏକ ବିଷାକ୍ତ ସାପ କାମୁଡି ଦେବାରୁ ତାର ମୃତ୍ୟୁ ହୋଇଛି ।
Read More...

ବେଲପଡ଼ାକୁ ଏନଏସି ମାନ୍ୟତା ଦାବୀ

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାକୁ ଏନ୍‌ଏସି କରିବା ଦାବିନେଇ କୋସଲ ରାଜ୍ୟ ସମନ୍ୱୟ ସମିତି ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ବେଳପଡା, ମାଲିମୁଣ୍ଡା, କୁପୋଭଟା ଓ ପଦ୍ମପୁର ଗ୍ରାମର ପାଖାପାଖି କୋଡିଏ ହଜାର ଜନସାଧାରଣଙ୍କ ସାମୁହିକ ବିକାଶ ଦୃଷ୍ଟିରୁ ଆଜି କୋଶଲ ରାଜ୍ୟ ସଂମନ୍ୱୟ ସମିତି
Read More...

ରାଜ୍ୟରେ କମୁଛି ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୨୮ ଜଣ ଅଛନ୍ତି ।ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୧୨ଟି ଲୋକାଲ୍‌ କେସ୍‌? । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩
Read More...

ସାଂସଦଙ୍କ ଅଧ୍ୟକ୍ଷତାରେ ପୌରପରିଷଦଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଡ. ଅଚ୍ୟୁତ ସାମନ୍ତ ମହାଶୟ, ବାଲିଗୁଡା ବିଧାୟକଚକ୍ରମଣି କଂହର, ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ଜିଲ୍ଲା ସଭାପତି ସରୋଜ
Read More...

ଗଜପତିରେ ବିଶ୍ୱ ଫୋଟଗ୍ରାଫି ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଫୋଟ ଗ୍ରାଫି ସଙ୍ଘ ଦ୍ୱାରା ବିଶ୍ୱ ଫୋଟଗ୍ରାଫି ଦିବସ ଆଜି ପାଳିତ ହୋଇ ଯାଇଛି ।ଏହି ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ଜିନିଷ,ପରିବା,ଚାଉଳ ଆଦି ସଙ୍ଘ ତରଫରୁ ବଣ୍ଟନ କରାଯାଇଥିଲା । ଏହା ପରେ ପାରଳା ରାଜଦାଣ୍ଡ ରେ
Read More...