Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଦୁର୍ଘଟଣାରେ ଜଣେ ମୃତ,ଜଣେ ଆହତ
ଜି.ଉଦୟଗିରି : ଜି.ଉଦୟଗିରି ଟେଲିଫୋନ ଭବନ ସମ୍ମୁଖରେ ଶନିବାର ରାତିରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିଲା । ଖବର ଅନୁଯାୟୀ ଶନିବାର ରାତିରେ ଏକ ହୋଣ୍ଡା ସାଇନ୍ ପ୍ଳସ ବାଇକ୍ ନଂ ଓଡି ୧୨ ସି ୨୧୮୭ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ!-->…
Read More...
Read More...
ପୁଣି ଏକ ଶବ ସତ୍କାର କଲେ ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ
ପାଟଣାଗଡ,୮/୮- ବର୍ତ୍ତମାନ ଅନ୍ଧବିଶ୍ୱାସ ଏବଂ କୁ-ସଂସ୍କାର ସମଗ୍ର ମାନବ ସମାଜକୁ ଗ୍ରାସ କରିଛି । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତ ଅନ୍ତର୍ଗତ ପାଢେଲ ଗ୍ରାମରେ । ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବିବାହ ହୋଇଥିଲେ ବୋଲି ତାଙ୍କର ମୃତ୍ୟୁ ପରେ!-->…
Read More...
Read More...
ଗୋପା ମହାନନ୍ଦ ହେଲେ ବିଜୁ ମହିଳା ଜନତା ଦଳ ବରଗଡ ପର୍ଯ୍ୟବେକ୍ଷକ
କଣ୍ଟାବାଞ୍ଜି, ୮/୮- ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ-ସଭାନେତ୍ରୀ ଗୋପା ମହାନନ୍ଦଙ୍କୁ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ଭାବେ ଚୟନ କରାଯାଇଛି । ଗୋପା ମହାନନ୍ଦ ପୂର୍ବତନ ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରହିଥିବାବେଳେ ବର୍ତ୍ତମାନ ସମୟରେ ବିଜେଡି ଦଳ ତାଙ୍କୁ!-->…
Read More...
Read More...
ମନମୁଣ୍ଡା ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୯୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ବୌଦ୍ଧ,୮/୮- ବୌଦ୍ଧଜିଲ୍ଲା ମନମୁଣ୍ଡା ପୋଲିସ କୌଣସି ସୂତ୍ରରୁ ଖବରପାଇ ଗତକାଲି ଦିନ ପ୍ରାୟ ୧୧ଟା ୩୫ ମିନିଟ ସମୟରେ ଚଢଉକରି ଶଗଡା ଫାଣ୍ଡି ଅନ୍ତର୍ଗତ ମାଳତୀ ଗୋଚ୍ଛାପଡା ଗ୍ରାମ ସଂଲଗ୍ନ କେରାଣ୍ଡି ନାଳ ନିକଟରୁ ଚାଲାଣ ହେବାକୁ ଥିବା ୬ କୁଇଣ୍ଟାଲ ୯୦ କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ!-->…
Read More...
Read More...
ରାସ୍ତା ପାଇଁ ହିନସ୍ତା: ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ମରାମତି କଲେ ଗାଁ ରାସ୍ତା
ଦଶପଲ୍ଲା,୮/୮- ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ପାଂଚଗୋଟି ଗ୍ରାମର,୧୨୦୦ ଜନସାଧାରଣ । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଉପରେ ଜମିରହୁଛି ଆଣ୍ଠୁଏ ପାଣି । ନା ଯାଇପାରୁଛି ୧୦୮ ଆମ୍ବୁଲାନ୍ସ , ନା ଯାଇପାରୁଛି ଅଟୋ । ସାଧାରଣ ଜୀବନ ଯାତ୍ରା ହେଉଛି ବ୍ୟାହତ । ଏ ସମ୍ପର୍କରେ ବାରମ୍ବାର!-->…
Read More...
Read More...
୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ: ୬ ଜଣ ଗିରଫ
ସମ୍ବଲପୁର, ୮/୮- ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ବି.!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ
ରାୟଗଡ: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଲା ଆଲୁମିନିୟମ ବୋଝେଇ ଟ୍ରକ । ଘଟଣାଟି ଦେଖିବାକୁ ମିଳିଛି ରାୟଗଡ-ପୀତାମହଲ ମୁଖ୍ୟ ରାସ୍ତାର ବଙ୍ଗାଳି ଢାବା ନିକଟରେ । ତେବେ ଏହି ଦୁର୍ଘଟଣାରେ କେହି ଆହାତ ହୋଇ ନ ଥିବା ଜଣାପଡିଛି । ବିଶାଖାପାଟଣମରୁ ଉତରପ୍ରଦେଶର ରଣପୁଟକୁ ଆଲୁମିନିୟମ ପାଉଡର!-->…
Read More...
Read More...
୪ର୍ଥ ବାଟାଲିୟନ ସିଆରପିଏଫ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଜବତ
ରାୟଗଡ: ରାୟଗଡ-କଳାହାଣ୍ଡି ଜିଲ୍ଳା ସୀମାନ୍ତ କଳାହାଣ୍ଡି ଜିଲ୍ଳାର ବିଜେପୁର ଥାନା ଅଧିନସ୍ଥ ତ୍ରିଲୋଚନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାଡିଝୋଲା ଗ୍ରାମ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀକୁ ତିଲୋଚନପୁର ଠାରେ ନିୟୋଜିତ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ!-->…
Read More...
Read More...
ପୁଣି ୬୯ ଜୀବନ ନେଲା କରୋନା, ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ୩ ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା,୭/୮- ଗୁରୁବାର ଖୋର୍ଦ୍ଧା ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ଖୋର୍ଦ୍ଧା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ତାଙ୍କ ପଡୋଶୀ ହୋଇଥିବାବେଳେ ପୂର୍ବ!-->…
Read More...
Read More...