Browsing Category

ରାଜ୍ୟ

ପୁରୀ: ରଥଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ,୫/୮- ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା । ଦେବୀ ସୁଭଦ୍ରାଙ୍କ ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ୯ ଜଣ ଭୋଇ ସେବକ ରଥଭଙ୍ଗା କାର୍ଯ୍ୟ କରୁଛନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ ରଥର କଳସ ଓ ପାରାଭାଡି ଭଙ୍ଗା ଯାଇଛି । ୧୦ ଦିନ ଭିତରେ ଦୁଇଟି ରଥ
Read More...

ଗଛଲଗାଇ ଜନ୍ମଦିନ ପାଳିଲେ ବିଜେପି ଯୁବନେତା

କେନ୍ଦୁଝର,୫/୮- ଗଛ ଲଗାଇ ଜନ୍ମଦିନ ପାଳିଲେ ଯୁବନେତା ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ବର୍ତ୍ତମାନର ମୟୁରଭଞ୍ଜ ରାଇରଙ୍ଗପୁରର ସହ ପ୍ରଭାରୀ ପ୍ରକାଶ ମଲ୍ଲିକ । ଜନ୍ମଦିନ ଉପଲକ୍ଷେ ମାଇନିଂସ୍ଥିତ ରାମମନ୍ଦିର ପରିସରରେ ପୂର୍ବତନ ଯୁବମୋର୍ଚ୍ଚା
Read More...

ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଗଜପତି,୫/୮- ପ୍ରଗତିଶୀଳ ମହିଳା ସଂଗଠନ ଆକାଂକ୍ଷାର ପ୍ରତିଷ୍ଠାତା ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆକାଂକ୍ଷା ମହିଳା ସଂଗଠନ ବଡ଼ ବ୍ରାହ୍ମଣ ସାହି ଅ ।ନୁକୂଲ୍ୟରେ ଅନୁଷ୍ଠିତ ହୋଇସାରିଛି । ଗବେଷିକା ମିନାକ୍ଷୀ ସାହୁ ଥିଲେ ଜଣେ ମହିଳା ସଂଗଠନର ସଭାନେତ୍ରୀ ଏବଂ ତାଙ୍କ ଦ୍ୱାରା
Read More...

ବାଇପାସ ନୁହେଁ ବଲାଙ୍ଗୀର ସୁରକ୍ଷାଚକ୍ର କାର୍ଯ୍ୟାନୁଷ୍ଠାନ ଅଗ୍ରଗତି ସଂପର୍କରେ ଆଲୋଚନା

ବଲାଙ୍ଗୀର,୫/୮ - ଆଜି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଶ୍ରୀ ଗୋପାଲଜି ପାଣିଗ୍ରାହୀ ଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧି ମଣ୍ଡଳ ବଲାଙ୍ଗୀର ଏନଏଚ ଡିଭିଜନର ନିର୍ବାହୀଯନ୍ତ୍ରୀ ଶ୍ରୀ ହେମନ୍ତ କୁମାର ନାୟକଙ୍କୁ ସାକ୍ଷାତ କରି ବଲାଙ୍ଗୀର ବାଇପାସ କାର୍ଯ୍ୟର ଅଗ୍ରଗତି
Read More...

ବି.ସୀତାପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ଓ ଡେଙ୍ଗୁ ମ୍ୟାଲେରିଆ ଉପରେ ସଚେତନତା

ଗଜପତି,୫/୮- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତାପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ଏଥିସକାଶେ ଏକ ବୈଠକ ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗର୍ଭବତୀ ମହିଳା, ପ୍ରସୂତି ମହିଳା
Read More...

ତିନି ଦିନରେ ଟିକାନେଲେ ୧୯୩୦ ମହିଳା ଓ ପୁରୁଷ

ଜହ୍ନାପଙ୍କ,୫/୮- ବୌଦ୍ଧ ବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିଦିନ ଧରି ଚାଲିଥିବା କରୋନା ଟିକାଦାନ କେନ୍ଦ୍ରରେ ୧୮ ରୁ ୪୫ ଵର୍ଗର ମହିଳା ଓ ପୁରୁଷଙ୍କୁ ଟୀକା ଦିଆଯାଇଥିଲା।ଏଥିରେ ସମୁଦାୟ ୧୯୩୦ ଜଣ ବ୍ୟକ୍ତିଙ୍କୁ ଟୀକା ଦିଆଯାଇଥିଲା।ଏହି
Read More...

ମିଳୁନି ୟୁରିଆସାର,ସାର ପାଇଁ ଚାଷୀ ହନ୍ତସନ୍ତ

ବୌଦ୍ଧ/ଜହ୍ନାପଙ୍କ,୫/୮ - ଚଳିତବର୍ଷ ବିଳମ୍ବିତ ମୌସୁମୀ ଓ ଆବଶ୍ୟକ ପରିମାଣର କମ ବର୍ଷା ଯୋଗୁଁ ଚାଷକାମ ବିଳମ୍ବରେ ଆରମ୍ଭ ହୋଇଥିଲା। ଲଘୁଚାପ ବର୍ଷା ଯୋଗୁଁ ଯଦିଓ ଚାଷ କାମ ଆରମ୍ଭ ହୋଇଥିଲା କିନ୍ତୁ ୟୁରିଆ ସାରର ଅଭାବ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇଥିବା
Read More...

ସାମାନ୍ୟ ଉତ୍ତେଜନା ସତ୍ୱେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଅବ୍ୟାହତ

ସମ୍ବଲପୁର,୫/୮- ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂ କ୍ଷୀ ସମ୍ବଲେଶ୍ୱରୀ ପରିଯୋଜନା ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଅନ୍ତର୍ଗତ ପ୍ରଥମେ ସରକାରୀ ଭୂମିରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ହାତକୁ ନିଆଯାଇଛି । ଏହି କ୍ରମରେ ଗତ ତିନି ଦିନ ଧରି ସ୍ଥାନୀୟ କମଲିବଜାର ଅଞ୍ଚଳରେ ଫିଶେରୀ କଲୋନୀ
Read More...

ସପ୍ଲିମେଣ୍ଟାରୀ ବଜେଟରେ ନୂତନ ରେଲଲାଇନ ପ୍ରସ୍ତାବ ସାମିଲ କରିବାପାଇଁ ଦାବି

ସମ୍ବଲପୁର, ୫/୮- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଝାରସୁଗୁଡ଼ାରୁ କୁଚିଣ୍ଡା, ଦେବଗଡ଼, ବାରକୋଟ ଓ ପାଲଲହଡ଼ା ଦେଇ ଏକ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବକୁ ସପ୍ଲିମେଣ୍ଟାରୀ ବଜେଟରେ ସାମିଲ କରିବାପାଇଁ ଦାବି କରିଛନ୍ତି । ଏହି ରେଳପଥ ସହିତ
Read More...

ଚୋରାଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କଫ୍‌ସିରଫ ଜବତ, ୧ ଗିରଫ

ହରଭଙ୍ଗା,୫/୮- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର କଫ୍‌ସିରଫ ଚୋରା ଚାଲାଣ ବେଳେ ପେଟ୍ରୋଲିଂ କରୁଥିବା ପୁଲିସ ଗୋଟିଏ ସ୍କୋର୍ପିଓ ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା
Read More...