Browsing Category

ରାଜ୍ୟ

ଭାରତର ଐତିହାସିକ ବିଜୟ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରି ବ୍ରୋଞ ପଦକ ହାସଲ କରିଛି ।ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୂଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ
Read More...

ଟଙ୍କା ହଡପ ଅଭିଯୋଗରେ ଜେଇ ସହ ସହଯୋଗୀ ଗିରଫ, ଅଭିଯୁକ୍ତ କୋର୍ଟ ଚାଲାଣ

ଜି.ଉଦୟଗିରି : ଟଙ୍କା ହଡପ କରିଥିବା ଅଭିଯୋଗରେ ଜଣେ କନଷ୍ଟ୍ରକସନ କମ୍ପାନୀର ଜେ.ଇ ସହ ତାଙ୍କ ସହଯୋଗୀକୁ ଜି.ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ଅଞ୍ଚଳରେ ଏକ ରାସ୍ତା ନିର୍ମାଣ କରୁଥିବା ରାଜେଶ କନଷ୍ଟକସନ କମ୍ପାନୀର
Read More...

ପଶ୍ଚିମ ଓଡିଶା ଯୁବାମଞ୍ଚ଼ ପକ୍ଷରୁ ସ୍ୱାଭିମାନ ଯାତ୍ରା

ସୁବର୍ଣ୍ଣପୁର : ପଶ୍ଚିମ ଓଡିଶା ଯୁବାମଂଚ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ସ୍ୱାଭିମାନ୍‌ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତିର ମାଟି ସୁବର୍ଣ୍ଣପୁରର ଦୁଇ ଯଶସ୍ୱୀ ବରପୁତ୍ର ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାର ଓ ଡଃ ଅଟଲ ବିହାରୀ ପଣ୍ଡାଙ୍କ ନାମରେ ନବ ନିର୍ମିତ
Read More...

ସାନିଟାଇଜ୍‌ ହେଲା ବୁଗୁଡା ସରକାରୀ ବାଳିକା ଉଚ୍ଚ଼ ବିଦ୍ୟାଳୟ

ଦଶପଲ୍ଲା : ଆଦିବାସୀ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲ୍ଲା,ଦଶପଲ୍ଲା ବ୍ଲକ୍‌ ବୁଗୁଡା ଠାରେ ସ୍ଥାପିତ ହୋଇଥିବା ସର୍ବ ବୃହତ୍‌ ବାଳିକା ଉଚ୍ଚ଼ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ପରିସରକୁ ଆଜି ସକାଳ ୭ ଘଟିକା ସମୟରେ, ଦଶପଲ୍ଲା ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି
Read More...

ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ଟିଟିଲାଗଡ,୪/୮- ରାଜ୍ୟ ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । । ଷ୍ଟାଫ୍‌ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି । ସରକାରୀ ନିଯୁକ୍ତିରେ ମେଧା
Read More...

ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ଡେଙ୍ଗୁ ସଚେତନତା ସହ ହୁଳହୁଳି ପ୍ରତିଯୋଗିତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୪/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ପକ୍ଷରୁ ସ୍ଥାନୀୟ ନ୍ୟୁ ପିଡବ୍ଲ୍ୟୁଡି କଲୋନୀ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଡେଙ୍ଗୁ ରୋଗ ନ ବ୍ୟାପିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ହୁଳହୁଳି
Read More...

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଓଏସଏସସି ମହାଦୁର୍ନୀତି ପ୍ରତିବାଦରେ ବିକ୍ଷୋଭ

ଫୁଲବାଣୀ,୪/୮- ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଓଏସଏସସି ମହାଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ ମେଧା ପରିବର୍ତ୍ତେ ଟଙ୍କା କାରବାର କରି ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ଚାକିରୀ ବିକ୍ରି କରୁଥିବା
Read More...

ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ କଂଗ୍ରେସ ଓ ବିଜେପିର ବିକ୍ଷୋଭ

ପୁରୀ,୪/୮- ରାଜ୍ୟ ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ ପୁରୀରେ ରାଜରାସ୍ତାକୁ ଓହ୍ଲାଇଛି ଉଭୟ କଂଗ୍ରେସ ଓ ବିଜେପି । ଛାତ୍ର କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ହସ୍ପିଟାଲ ଛକରୁ ବାହାରି କଚେରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Read More...

ସୀମାନ୍ତ ଜଙ୍ଗଲରେ ସିଆରପିଏଫ୍‌ ପକ୍ଷରୁ କୁମ୍ବିଂ ଅପରେସନ: ମାଓ କ୍ୟାମ୍ପ ଠାବ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ବାଲିଗୁଡ଼ା,୪/୮: କୁମ୍ବିଂ ଅପରେସନ ବେଳେ ବାରଖମା ସିଆରପିଏଫ୍‌ ଏ/୧୨୭ ବାଟାଲିୟନକୁ ବଡ଼ ସଫଳତା । କନ୍ଧମାଳ-କଳାହାଣ୍ଡି ସୀମାନ୍ତ କୁଟିଗୁଡ଼ା ଓ ଲେଙ୍ଗୁଡ଼ି ଜଙ୍ଗଲରେ ସିଆରପିଏଫ୍‌ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ଅପେରସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି । ମାଓ
Read More...

ଦଶପଲ୍ଲା ଏନ୍‌ଏସି ପାର୍କର ସମୀକ୍ଷା ଓ ଗଣେଶ ବଜାର ପିଣ୍ଡି ଉଦଘାଟନ କଲେ ବିଧାୟକ

ନୟାଗଡ,୪/୮: - ଆଜି ଅପରାହ୍ନରେ ଦଶପଲ୍ଲା ଏନ୍‌ ଏ ସି ଅଂଚଳ ଗସ୍ତ କରିଥିଲେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ଏନ୍‌ ଏ ସି ଅଂଚଳରେ ନିର୍ମାଣାଧୀନ ପାର୍କର ଅଗ୍ରଗତି ବିଷୟରେ ସମୀକ୍ଷା କରିବା ସହିତ ପାର୍କ ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ
Read More...