Browsing Category

ରାଜ୍ୟ

ତୃତୀୟ ଲହର ସଂପର୍କରେ ସତର୍କତା, ଓଡ଼ିଶାକୁ ନିରାପଦ ରଖିବାରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪/୮- ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି
Read More...

ହନୁମାନ ପଇସା କାରବାର ଅଭିଯୋଗରେ ୩ ଗିରଫ

ଦେବଗଡ଼,୪ା୮ : ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ, ହନୁମାନ ପଇସା କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ନଗଦ ଏକ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା,ଦୁଇଟି ବାଇକ୍‌ ଓ ଦୁଇଟି ହନୁମାନ ପିଇସା ଜବତ କରିଥିବା ସୂଚନା ଦେଇଛନ୍ତି । ସୂଚନା ମୁତାବକ
Read More...

ସତ୍ୟବ୍ରତକୁ ହତ୍ୟାକରି ପୋଡ଼ିବା ଘଟଣା,୬ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା,୪/୮- ଗତ ୧ତାରିଖରେ ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ସ୍ୱପ୍ନେଶ୍ୱର ନାୟକ ପିତା ସୁଦର୍ଶନ ନାୟକ ଏବଂ ଟୁଲୁ ବେହେରା ଚଟୁଆ ଛକରୁ ଅପହରଣ କରି ନେଇ କରଡଗାଡିଆରେ ଏକ ଘରେ ଆକ୍ରମଣ କରି ମାରିଦେଇଥିଲେ । ଏହାପରେ ତାକୁ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ
Read More...

ବାଘମାରି ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା,୪/୮ - ଗତ ଜୁଲାଇ ୨୯ ତାରିଖ ବାଘମାରି ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବାଘମାରି ବଜାରରେ ବ୍ୟବସାୟୀ ମନମୋହନ ସାମନ୍ତରାୟ ଦୋକାନରୁ ୮୦ହଜାର ଟଙ୍କା ନେଇ ଘରକୁ ଫେରିବା ବାଟରେ ତାଙ୍କୁ ଗୁଳିକରି ତାଙ୍କ ନିକଟରୁ
Read More...

ବଲାଙ୍ଗିର ଛାତ୍ର କଂଗ୍ରେସର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୪/୮ - ଓଡିଶା ଷ୍ଟାଫ୍‌ ସିଲେକସନ୍‌ ନିଯୁକ୍ତିରେ ଦୁର୍ନୀତି ଓ ବେଦାନ୍ତ ଖଣିରେ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ମାଧ୍ୟମରେ
Read More...

ଦୀର୍ଘ ଦିନର ଆଶା ହେଲା ପୁରଣ, ହଜାର ହଜାର ଚାଷୀଙ୍କ ଦୁଃଖ ଶୁଣିଲେ ସରକାର

ବାଲିଗୁଡ଼ା,୪/୮: ଦୀର୍ଘ ଦିନର ଦାବୀ ହେଲା ପୂରଣ । ଚାଷୀଙ୍କ ମୁହଁରେ ଫୁଟିଲା ହସ । କନ୍ଧମାଳ ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଲଣ୍ଡାଗାଁ ଓ ଖମଣଖୋଲ ପଞ୍ଚାୟତବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଜିଲ୍ଲାର ସିମାନ୍ତ ଖମଣଖୋଲ ଓ ଲଣ୍ଡା ଗାଁ
Read More...

ମୁଖ୍ୟ ସଚିବ ଓ ୫ଟି ସଚିବଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଟିମର ବଲାଙ୍ଗୀର ଗସ୍ତ, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ…

ବଲାଙ୍ଗୀର,୪/୮- ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ ଓ ଏନ୍‌ଏଚ୍‌ଏମ୍‌ ମିଶନ ଡ଼ାଇରେକ୍ଟର ଶାଳିନୀ ପଣ୍ଡିତ ଆଜି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ସକାଳ ୯.୩୦ରେ ତୁଷୁରା ହେଲିପେଡ଼ରେ
Read More...

ଷଷ୍ଠଦିନରେ ଭିମସାର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ସମ୍ବଲପୁର, ୪/୮- ସ୍ଥାନୀୟ ବୁର୍ଲା ଭିମସାରରେ ଚାଲିଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି ତଥାପି ସମାଧାନର କୌଣସି ବାଟ ଦିଶୁନାହିଁ । ଅନଶନରତ କିଛି ବ୍ୟକ୍ତିଙ୍କ ଅବସ୍ଥାରେ ଅବନତି ବିଷୟରେ ଶୁଣି ଗତକାଲି ଭିମସାରରୁ ଏକ ଚିକିତ୍ସକ ଦଳ ସେଠାରେ ପହଞ୍ଚି ସେମାନଙ୍କ
Read More...

୨୮୧ ଗାଁ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର,୪/୮- ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ
Read More...

ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସୀମାଞ୍ଚଳ, ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ…

ଗଞ୍ଜାମ: ଛତ୍ରପୁର ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୀମାଞ୍ଚଳକୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ସ୍ତ୍ରୀ ଓ ପୁଅ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସ୍ୱାମୀକୁ କିପରି ସେଠାରୁ ଫେରାଇ ଆଣି
Read More...