Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ୬୬ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୧୩୧୫
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ବଲାଙ୍ଗୀର ବେଳକୁ କରୋନା ବାହାନା- ନରସିଂହ
ବଲାଙ୍ଗୀର,୩/୮- ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ଆଳରେ ରାଜ୍ୟ ଓ କେନ୍ଦ୍ର ସରକାର ସବୁରେ ଖସିବା ଚେଷ୍ଟା କରୁଛନ୍ତି କହି ସରକାରଙ୍କ ଠାରେ ବିଭିନ୍ନ ଦାବୀ ରଖିଥିଲେ । ଦୀର୍ଘଦିନ ଅଚଳାବସ୍ଥା ପରେ ବଲାଙ୍ଗୀର ଲାଇଫ୍ ଲାଇନ୍!-->…
Read More...
Read More...
ରାୟଗଡ ପୈାରପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟକୁ ଯୁବ ବିକାଶ ପରିଷଦର ନିନ୍ଦା
ରାୟଗଡ/୩/୮/୨୧: ରାୟଗଡ ଜିଲ୍ଳା ଯୁବ ବିକାଶ ପରିଷଦ ତରଫରୁ ରାୟଗଡ ପୈାର ପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟ, ଶ୍ମଶାନ ଘାଟର ଅବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାର ବିଫଳତାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ ୟାସିଦ୍!-->…
Read More...
Read More...
ପୌର ନିର୍ବାଚନ ପାଇଁ ବିଜେପି ପ୍ରତିନିଧି ଦଳଙ୍କ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର,୩/୮: ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ ହୋଇପାରି ନାହିଁ । ପରାଜୟ ଆଶଙ୍କାରେ!-->…
Read More...
Read More...
ଝୁମ୍ପୁରା ଲ୍ୟାମ୍ପରେ କରୋନା କଟକଣାକୁ ଫୁ
କେନ୍ଦୁଝର,୩/୮- ଝୁମ୍ପୁରା ଲ୍ୟାମ୍ପରେ ଚାଲିଥିବା ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମରେ କରୋନା ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖାଯାଉଛି । ଲ୍ୟାମ୍ପ ଅଧିନରେ ଆସୁଥିବା ଗ୍ରାମଗୁଡିକର ଚାଷିମାନେ ନା ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉଛନ୍ତି ନା ସାମାଜିକ ଦୂରତାକୁ ମାନୁଛନ୍ତି । ଏ ସମ୍ବନ୍ଧରେ!-->…
Read More...
Read More...
ବିଜେପି ଯୁବମୋର୍ଚ୍ଚା ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା
ବୌଦ୍ଧ,୩/୮: ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ରାମେଶ୍ୱର ମନ୍ଦିର ଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଛକ ପର୍ଯ୍ୟନ୍ତ ଯାଇ ବିଭିନ୍ନ ନାରାବାଜିକରି ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଓଡିଶା ସରକାରଙ୍କ!-->…
Read More...
Read More...
ଜହ୍ନାପଙ୍କ-ଚାରିଶମ୍ଭୁ ରାସ୍ତାରେ ଗର୍ତ୍ତ, ବିପଦକୁ ଆମନ୍ତ୍ରଣ
ବୌଦ୍ଧ/ଜହ୍ନାପଙ୍କ,୩/୮: ଜାତୀୟ ରାଜପଥ ୫୭ ଠାରୁ ଜହ୍ନାପଙ୍କ-ଚାରିଶମ୍ଭୁକୁ ଯାଇଥିବା ରାସ୍ତାର ଜହ୍ନାପଙ୍କ ଛକ ନିକଟରେ ଏକଫୁଟ ଗଭୀର ବିଶିଷ୍ଟ ଏକ ଗର୍ତ୍ତ ହୋଇଛି । ଯାହାଫଳରେ ବିପଦକୁ ଆମନ୍ତ୍ରଣ କରୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଦୈନିକ ବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଐତିହାସିକ!-->…
Read More...
Read More...
ଦ୍ୱିତୀୟ ଦିନରେ ୭୦୭ ଜଣଙ୍କୁ ଦିଆଗଲା କରୋନାଟୀକା
ବୌଦ୍ଧ/ଜହ୍ନାପଙ୍କ,୩/୮: ବୌଦ୍ଧବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଦିନ କରୋନା ଟୀକାକରଣ କରାଯାଇଛି । ୧୮ ରୁ ୪୫ ବର୍ଗର ବୟସ୍କଙ୍କୁ ଏହି ଟୀକା ଦିଆଯାଇଛି । ୪୦୦ ମହିଳା ଓ ୩୦୭ ପୁରୁଷଙ୍କୁ ଏହି ଟୀକା ଦିଆଯାଇଛି । ବାଉଁଶୁଣୀ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ!-->…
Read More...
Read More...
କଳା ବ୍ୟାଚ୍ ପିନ୍ଧି ଏଡ୍ସ ବିଭାଗ କର୍ମଚାରୀଙ୍କ ପ୍ରତିବାଦ
ବୌଦ୍ଧ,୩/୮: ଅଖିଳଭାରତୀୟ ଏଡ୍ସ ନିୟନ୍ତ୍ରଣ କର୍ମଚାରୀ କଲ୍ୟାଣ ସଂସ୍ଥାନ, ଦିଲ୍ଲୀ ଓ ଭୁବନେଶ୍ୱରସ୍ଥିତ ଓଡିଶା ରାଜ୍ୟ ଏଚଆଇଭି/ଏଡ୍ସ କର୍ମଚାରୀ କଲ୍ୟାଣସଂଘ ଆହ୍ୱାନରେ ବୌଦ୍ଧଜିଲ୍ଲା ଓସାକ୍ସରେ କାର୍ଯ୍ୟରତ ସମସ୍ତ ପରାମର୍ଶଦାତା ଓ ଲାବୋରେଟୋରୀ ଟେକନିସିଆନ କଳାବ୍ୟାଚ ପିନ୍ଧି ପ୍ରତିବାଦ!-->…
Read More...
Read More...
ବୌଦ୍ଧ: ଖସୁଛି ସଂକ୍ରମଣ, ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୩/୮: ବୌଦ୍ଧଜିଲ୍ଲାରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଗତକାଲି କେବଳ!-->!-->!-->…
Read More...
Read More...