Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚିନ୍ତା ବଢାଉଛି କରୋନା ମୃତ୍ୟୁ, ପୁଣି ୬୯ ଜୀବନ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ବାହାଡାଝୋଲା ସେବା ସମବାୟ ସମିତିରେ ଅଚଳାବସ୍ଥା,ସରକାରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି ଶହ ଶହ ଚାଷୀ!
ଦଶପଲ୍ଲା : ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ସମୟରେ ବହୁ ଜନହିତକର ଯୋଜନା ପ୍ରଣୟନ କରିଥିବା ବେଳେ, ଗ୍ରାମାଂଚଳ ଚାଷୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ହେଇଥିବା ସେବା ସମବାୟ ସମିତି ପ୍ରମୁଖ ଭୂମିକା ତୁଲାଇଥାଏ । ହେଲେ ଦୀପତଳ ଅନ୍ଧାର , ତାହାର!-->…
Read More...
Read More...
ପୁରୀ ଜିଲ୍ଲାରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ତଥା ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ୱାର, ଗୁରୁକୂଳ, ଆଶ୍ରମ, ମଠ ମଧ୍ୟକୁ ପର୍ଯ୍ୟଟକ ଓ ଭକ୍ତ ପ୍ରବେଶ କରିପାରିବେ । କରୋନା ମହାମାରୀ ଦୃଷ୍ଟିରୁ ପୂର୍ବରୁ କଟକଣା ଲାଗୁ କରାଯାଇଥିଲା । କେବଳ ପୁରୀସ୍ଥିତ ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ପୂର୍ବରୁ!-->…
Read More...
Read More...
ପୂଜକଙ୍କ ଘରୁ ୩୦ଲକ୍ଷ ଟଙ୍କା ଚୋରି ପ୍ରସଙ୍ଗ: ଅଭିଯୋଗକାରୀ ପୂଜକ ହିଁ ମୁଖ୍ୟ ଅଭିଯୁକ୍ତ
ରାୟଗଡ/୨/୮/୨୧: ରାୟଗଡ ସହରର ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ପୂଜକ ବାଙ୍କୁପାଲି ବିଶ୍ୱାଗଣପତି ଓରଫ୍ ଗଣେଷ ଶର୍ମାଙ୍କ ଘରୁ ଗତ ଜୁଲାଇ ୩୧ତାରିଖରେ ୩୦ଲକ୍ଷ ଟଙ୍କା ସହ ୧୦ଭରୀ ସୁନା ଅଳଙ୍କାର ଚୋରି ଘଟଣାର ଫର୍ଦ୍ଦାଫାସ କରିଛି ରାୟଗଡ ଥାନା ପୋଲିସ । ଅଭିଯୋଗକାରୀ ପୂଜକ ହିଁ ଚୋରି ଘଟଣାର!-->…
Read More...
Read More...
ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀ ନେଇ ବିକ୍ଷୋଭ
ଫୁଲବାଣୀ:୨/୮: ସୋମବାର କନ୍ଧମାଳଜ଼ିଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀକରି ବିକ୍ଷୋଭ କରିଥିଲେ । ଏ ନେଇ ଏକ ସ୍ମାରକପତ୍ର ଜ଼ିଲ୍ଲା ପ୍ରଶାସନକୁ ଦେଇଥିଲେ । ଜ଼ିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ!-->…
Read More...
Read More...
କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା
କନ୍ଧମାଳ,୨/୮ : କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି । ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ । ବ୍ୟକ୍ତିଗତ!-->…
Read More...
Read More...
ଅରୁଣ ଦେ’ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର ,୨/୮- ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନିତିଜ୍ଞ ଅରୁଣ ଦେଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି, ଅରୁଣ ବାବୁ ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ । କରୋନାରେ ଆକ୍ରାନ୍ତ ହୋଇ!-->…
Read More...
Read More...
ମା ମାହେଶ୍ୱରୀ ସେନା ପକ୍ଷରୁ ବୃକ୍ଷରୋପଣ
ବୌଦ୍ଧ/ବାଉଁଶୁଣୀ,୨/୮- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳର ମା ମାହେଶ୍ୱରୀ ସେନା ପକ୍ଷରୁ ସମାଜସେବୀ ମହେନ୍ଦ୍ର ମହାକୁଳଙ୍କ ତତ୍ତ୍ୱାବଧାନରେ ଅଇଁଳାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡପଡା ଗ୍ରାମର ମା କନ୍ଧୁଣି ବୁଢୀ ପୀଠ ଓ ବାଉଁଶୁଣୀ ମାହେଶ୍ୱରୀ ମହାବିଦ୍ୟାଳୟର ପଡିଆରେ ବୃକ୍ଷରୋପଣ କରାଯାଇଛି!-->…
Read More...
Read More...
ଶ୍ରାବଣ ଦ୍ୱିତୀୟ ସୋମବାର, ଶୈବପୀଠ ଖାଁ ଖାଁ
ବୌଦ୍ଧ/ଜହ୍ନାପଙ୍କ,୨/୮- ଜୁଲାଇ ପହିଲାରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଧର୍ମାନୁଷ୍ଠାନକୁ ଯିବାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି କିନ୍ତୁ କୋଭିଡ ଗାଇଡ଼ଲାଇନ ମଧ୍ୟରେ । ହେଲେ ମଧ୍ୟ ଲୋକଙ୍କ ଭୟ ମନରୁ ଯାଇନାହିଁ ବା ଲୋକ ସଚେତନ ଅଛନ୍ତି । ଆଜି ଶ୍ର ।ବଣ ମାସ!-->…
Read More...
Read More...
୨୦୨୧-୨୨ ଖରିଫ ଋତୁରେ ଧାନକିଣା ପାଇଁ ପଞ୍ଜିକରଣ ଆରମ୍ଭ :କ୍ଷେତ୍ରସ୍ତରୀୟ ସତ୍ୟାପନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୨/୮- ଚଳିତ ୨୦୨୦-୨୧ ଖରିଫ୍ ଋତୁରେ ଚାଷୀମାନଙ୍କ ଠାରୁ ଧାନକ୍ରୟ ନିମନ୍ତେ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ପ୍ରକୃତ ଚାଷୀମାନଙ୍କର ସଠିକ୍ ପଂଜୀକରଣ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଖରିଫ୍ ଋତୁରେ କୌଣସି!-->…
Read More...
Read More...