Browsing Category

ରାଜ୍ୟ

ଗାନ୍ଧୀନଗର ୟୁପି ସ୍କୁଲକୁ ହାଇସ୍କୁଲରେ ରୂପାନ୍ତରଣ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ/୧୯/୮- ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ସମୀର ଦାସ ଆଜି ରାୟଗଡ ଗସ୍ତରେ ଆସିଥିବା ବେଳେ ସାର୍କିଟ ହାଉସ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗଜପତି ଜିଲ୍ଳାରୁ ରାୟଗଡକୁ ସଡକପଥ ଯୋଗେ ମଧ୍ୟାହ୍ନରେ ରାୟଗଡ ଠାରେ ପହଞ୍ଚିବା ପରେ ସ୍ଥାନୀୟ ସାର୍କିଟ ହାଉସ ଠାରେ
Read More...

ପୁରୀରୁ କୋଣାର୍କ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ଦାବି

ପୁରୀ,୧୯/୮- ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ନିମନ୍ତେ ପୁରୀ ବିକାଶ ପରିଷଦ ଦାବି କରିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରି ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ସଂପର୍କରେ
Read More...

ଅକ୍ସିଜେନ କନସନଟ୍ରେଟର ଯୋଗାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର

ବଲାଙ୍ଗୀର,୧୯/୦୮-କୋଭିଡ ମହାମାରୀ ମୁକାବିଲାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହାକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି । ଏହିକ୍ରମରେ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପଠାଗାର ବଲାଙ୍ଗୀର
Read More...

ସିମନବାଡ଼ିରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଗସୁକିଆ ଦଳ ୩-୧ ଗୋଲରେ ଦାରିଙ୍ଗବାଡିକୁ ହରାଇ ବିଜୟୀ

ଦାରିଙ୍ଗବାଡି,୧୯/୮: ଦାରିଙ୍ଗବାଡି ବ୍ଲକ ସିମନବାଡି ଗୋଷ୍ଠୀ ଖେଳ ପଡିଆ ଠାରେ ଆଜି ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍‌ ଉଦଘାଟିତ ହୋଇଯାଇଛି । ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବଲଟିକୁ ସଟ ମାରି ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ
Read More...

ବକୁଳ ବନରେ ଧର୍ମେନ୍ଦ୍ର ଓ ଅଶ୍ୱିନୀ

ପୁରୀ: ବକୁଳ ବନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଆଜି ପୁରୀ ଗସ୍ତ ସମୟରେ ପିପିଲି ଉତ୍ତରା ଛକଠାରେ ଉଭୟଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସତ୍ୟବାଦୀରେ ପହଞ୍ଚି ପ୍ରାୟ
Read More...

ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ବିଧାନସଭାର ଅଧିବେଶନ ପୂର୍ବରୁ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ । ସକାଳ ୮.୩୦ରୁ ଆରମ୍ଭ ହୋଇ
Read More...

ପଇଡ଼ ଖୋଳ ଫିଙ୍ଗିଲେ ଅଶ୍ୱିନୀ ବୈଷ୍ଣବ

ପୁରୀ: କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଚର୍ଚ୍ଚରେ ରହି ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ନିଜ କାମ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ଲାଗିଛନ୍ତି ଆ୍ବିନୀ । ତେବେ ଆଜି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ପୁରୀର ଏକ ସ୍କୁଲକୁ ଯାଇ ପ୍ରଶଂସାର ପାତ୍ର ବନିଛନ୍ତି କେନ୍ଦ୍ରମନ୍ତ୍ରୀ
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦିଆଯାଉ : କଳିକେଶ

ବଲାଙ୍ଗୀର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେସେନାଲ୍‌ ପ୍ରୋଜେକ୍ଟ ମାନ୍ୟତା ଦାବୀ କରିଛନ୍ତି ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବିଜେଡି ନେତା କଳିକେଶ ସିଂଦେଓ । କେନ୍ଦ୍ର ରେଳମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ବିଛୂପାଲି-ଭଇଁଷାପାଲି ଯାଏ
Read More...

ଆସନ୍ତାକାଲି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମାଲକାନଗିରି ଗସ୍ତ କରି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଡିଜିଟାଲ ହେଲ୍ଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଲାଗି ମାଲକାନଗିରିରେ ପ୍ରଶାସନିକ ପ୍ରସ୍ତୁତି
Read More...