Browsing Category

ରାଜ୍ୟ

ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ରାଜୀବଗାନ୍ଧୀଙ୍କ ଜୟନ୍ତୀ ‘ସଦଭାବନା ଦିବସ’ ଉପଲକ୍ଷେ ଶପଥ ପାଠ

ବୌଦ୍ଧ,୧୯/୮ - ଆସନ୍ତାକାଲି ମହରମ ଛୁଟି ପଡୁଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ଜନ୍ମଜୟନ୍ତୀ ତଥା ସଦଭାବନା ଦିବସ ଉପଲକ୍ଷେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା
Read More...

ଭର୍ତ୍ତୃହରିଙ୍କ ନାଁ ଥାନାରେ ଅଭିଯୋଗ

ଭୁବନେଶ୍ୱର : ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମରେ ଥାନାରେ ଏଭିଯୋଗ ହୋଇଛି । ତାଙ୍କର ନାମରେ ତାଙ୍କ ବୋହୂ ଥାନାରେ ଅଭିଯୋଗ କରିଥିବା ଜାତୀୟ ଭୁବନେଶ୍ୱର : ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମରେ ଥାନାରେ ଏଭିଯୋଗ ହୋଇଛି । ତାଙ୍କର ନାମରେ ତାଙ୍କ ବୋହୂ
Read More...

ରାଜ୍ୟରେ ଭୟଙ୍କର ମରୁଡି ପରିସ୍ଥିତି, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର

ସମ୍ୱଲପୁର : ଚଳିତ ବର୍ଷ ବର୍ଷା ଅଭାବରୁ ଉତ୍କଟ ମରୁଡି ପରିସ୍ଥିତି ଦେଖାଦେଇଛି ତଥାପି ଓଡିଶା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏପର୍ଯନ୍ତ ରାଜ୍ୟ ସରକାର କୌଣସି ଚିନ୍ତା ପ୍ରକଟ କରୁନାହାନ୍ତି । ଗତ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୭୬୧.୮ ମିଲିମିଟର ବର୍ଷା ହେବା କଥା କିନ୍ତୁ
Read More...

ସଂଗ୍ରାମ ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପିସିସି ସଭାପତି

ଭୁବନେଶ୍ବର : ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଯୁବ ନେତା ସଂଗ୍ରାମ ଜେନା (ବାପି) ଙ୍କ ଅକାଳ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ବାପି ଜଣେ ଉଦ୍ୟୟମାନ ଯୁବସଂଗଠକ ଥିଲେ। ସେ ସର୍ଦାସର୍ବଦା
Read More...

ଫୋନ୍‌ରେ ପ୍ରେମ ନିବେଦନ କରି ଚପଲରେ ମାଡ ଖାଇଲେ ଯୁବକ

ସୋର : ଜଣେ ଯୁବକଙ୍କୁ ଫୋନରେ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି । ମହିଳା ଜଣକ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା
Read More...

ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେବେ ଶିଶୁ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେବେ ଶିଶୁ । ବର୍ତ୍ତମାନ ଶିଶୁଙ୍କ ଅକ୍ରୋନ୍ତ ସଂଖ୍ୟା ୧୦୦ ଉପରେ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ମଧ୍ୟ ଶିଶୁଙ୍କ ସଂକ୍ରମଣ ଏଭଳି ରହୁଥିଲା । ତେବେ ତୃତୀୟ ଲହରରେ ଆମକୁ କିଛି ସ୍ୱତନ୍ତ୍ର ପ୍ରିକସନ ନେବାକୁ ପଡ଼ିବ ବୋଲି କହିଛନ୍ତି
Read More...

ପରଲୋକରେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା । ସଂଗ୍ରାମ ଜେନାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କୋଭିଡରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ
Read More...

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ୧୧ ଜିଲ୍ଲା ହେଉଛି ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର,
Read More...

ଦିନିକିଆ ଗଜପତି ଗସ୍ତରେ ସମୀର ଦାସ

ଗଜପତି : ଗଜପତି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଦିନିକିିଆ ଗସ୍ତରେ ଯାଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳକ ବିଦ୍ୟାଳୟ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳିକା ବିଦ୍ୟାଳୟର ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍କୁଲର ସ୍ଥିତି ପରଖିବା ପରେ ଜିଲ୍ଲାପାଳଙ୍କ
Read More...